Latest Odisha News

BREAKING NEWS

Browsing Category

ରାଜନୀତି

ଇନ୍ଦିରା ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ

ନୂଆଦିଲ୍ଲୀ: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀ । ସାରା ଦେଶରେ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଛି । ତାଙ୍କ ପୁତ୍ରବଧୂ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  ଓ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କ ସ୍ମାରକୀ 'ଶକ୍ତି ସ୍ଥଳ'କୁ…

ବାଲିଯାତ୍ରା ବୟାନବାଜି: ପ୍ରଭାତଙ୍କ ପ୍ରତ୍ୟକ୍ଷ ଆରୋପ

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟବ୍ୟୟକୁ ନେଇ ତାଙ୍କର ବିସ୍ଫୋରକ ବୟାନ । ଜାତୀୟ ମାନ୍ୟତା ପାଇବାକୁ ଯାଉଛି ବାଲିଯାତ୍ରା । ହେଲେ ବାଲିଯାତ୍ରାର ଆୟବ୍ୟୟକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ୨୦୨୨ ମସିହାର ସମ୍ପୂର୍ଣ୍ଣ ଆୟବ୍ୟୟର…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ଶିବସେନାରେ ବିଦ୍ରୋହ କରି ଏମଭିଏ ସରକାର ଭାଙ୍ଗି ପ୍ରତିଶୋଧ ନେଇଛି: ଫଡ଼ନାଭିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବଡ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାମା ଟିଭିକୁ ସାକ୍ଷାତକାର ଦେଇ ସ୍ବୀକାର କରିଛନ୍ତି ଯେ, ଜୁନ ମାସରେ ଶିବସେନାରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାପଛରେ ସେ ହିଁ ଥିଲେ। ଏପରି କରି ସେ ପ୍ରତିଶୋଧ…

ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

ମାସକ ତଳେ ଫାଇଲ୍ ଫିଙ୍ଗିଥିଲେ ପୌରାଧ୍ୟକ୍ଷା, ଏବେ ଏତଲା ଦେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଯାଜପୁର: କାଟତି ଲଢ଼େଇ, ରାତି ଅଧିଆ ବଦଳିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ୟାସନଗର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷା ଫାଇଲ୍ ଫିଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରାତି ଅଧିଆ ଖଣ୍ଡପଡ଼ା ବଦଳି କରା ଯାଇଛି ।…

ପଦ୍ମପୁର ଉପନିର୍ବାଚନ, ଶେଷଦିନରେ ନାମାଙ୍କନ ଭରିଲେ ୩ ଦଳର ପ୍ରାର୍ଥୀ

ବରଗଡ଼: ଆନ୍ଦୋଳନ, ଛକାପଞ୍ଛା ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ବିଜେଡିରୁ ଦିବଙ୍ଗତ ବିଧାୟକ ବରିହାଙ୍କ ଝିଅ ବର୍ଷା ନାମାଙ୍କନ କରିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର…

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା…

ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ଥୋପ ପରେ ଥୋପ । ପ୍ରଥମେ ମରୁଡ଼ି ପାଇଁ ଇନପୁଟ୍ ସହାୟତା । ଏବେ ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି । ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ତଣ୍ଟିରେ ଥିବା ଧାରଣା କଣ୍ଟା ହଟିଛି । ଆଜି ନବୀନ ନିବାସରେ ବିଜେଡି…

ସରକାର ମରୁଡି କ୍ଷୟକ୍ଷତି ରିପୋର୍ଟ ଘୋଷଣା କରିନାହାନ୍ତି, କାହାକୁ କେତେ ଟଙ୍କା ମିଳିବ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ ପ୍ରସଙ୍ଗ ରୋଚକ ହୋଇଛି। ଫସଲ ବୀମାକୁ ନେଇ ଦୁଇ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିଛନ୍ତି। ଏଥିପାଇଁ ନିଜ ତହବିଲରୁ ୨୦୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ହେଲେ ଏହାକୁ ନେଇ…