Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…

ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଜନଅସନ୍ତୋଷ

ପଦ୍ମପୁର: ଭୋଟ୍ ପୂର୍ବରୁ ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗ । ପାଇକମାଳ ବ୍ଲକ ସରେଇକଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ୨ ବିଜେଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା । ଏକ ଧଳା ରଙ୍ଗର ଇନୋଭାରେ ଦୁହେଁ ଆସିଥିଲେ ।…

ଆସନ୍ତାକାଲି ପଦ୍ମପୁର ଫାଇଟ୍ : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ବୁଥମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏନେଇ ପ୍ରେସମିଟ୍ କରିଛନ୍ତି । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲିବ। ମୋଟ ୩୧୯ଟି ବୁଥରେ ଭୋଟ୍ ହେବ । ୭୪ଟି ମାଓପ୍ରବଣ…

ସ୍ୱଚ୍ଛ ଦିଲ୍ଲୀ ପାଇଁ ଭ୍ରଷ୍ଟାଚାରମୁକ୍ତ ସରକାର ଗଢନ୍ତୁ; ଅରବିନ୍ଦ କେଜରିଓ୍ୱାଲଙ୍କ ଅପିଲ୍

ଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମତଦାନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଟ୍ୱିଟ୍ କରି ମତଦାନ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତିଯେ, ସ୍ୱଚ୍ଛ ଦିଲ୍ଲୀ କରିବା ପାଇଁ ନଗର ନିଗମରେ ଭ୍ରଷ୍ଟାଚାରମୁକ୍ତ ସରକାର ଗଢିବା ପାଇଁ ମତଦାନ…

ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି । ନିଜ…

୫ରେ ପଦ୍ମପୁର ଭୋଟ୍, ବୁଥକୁ ପହଞ୍ଚୁଛି ଇଭିଏମ୍

ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍  । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ…

ପଦ୍ମପୁର ପାଇଁ ପ୍ରଚାରର ଶେଷ ଦିନରେ କମ୍ପିବ ମୈଦାନ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ତେଣୁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ପ୍ରତ୍ୟେକ ଦଳ ଶେଷ ପ୍ରୟାସ କରିବେ । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ଉଦ୍ୟମ କରିବେ ଦଳ । ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ସଭାରେ କହିଲେ ‘୨୦୨୩ରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର’

ପଦ୍ମପୁର: ପଦ୍ମପୁର ଗଲେ, ପେଡ଼ି ଖୋଲିଲେ । ନବୀନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । କହିଲେ ଜିଲ୍ଲା ହେବ ପଦ୍ମପୁର । ୨୦୨୩ରେ ପୂରଣ ହେବ ପଦ୍ମପୁରବାସୀଙ୍କ ସ୍ୱପ୍ନ । ଉପନିର୍ବାଚନ ପ୍ରଚାରକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପଦ୍ମପୁରରେ ମାରାଥନ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ…

ବାପାଙ୍କୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ବର୍ଷା

ପଦ୍ମପୁର: ଧାମନଗର ପରାଜୟ ପରେ ପଦ୍ମପୁରରେ ସେହି ଭୁଲକୁ ଦୋହରାଇବା ପାଇଁ ଚାହୁଁନି ବିଜେଡି । ସେଥିପାଇଁ ପଦମପୁର ପାଇଁ କଳ ବଳ କୌଶଳ ସବୁ ଲଗେଇ ଦେଇଛି  । ବିଧାନସଭା ଅଧିବେଶନ ଚାଲିଥିଲେ ବି  ରାଜଧାନୀ ଛାଡ଼ି ପଦମପୁରରେ ଡେରା ପକାଇଛନ୍ତି ସବୁ  ବରିଷ୍ଠ ମନ୍ତ୍ରୀ, ନେତା । ତଥାପି ବିରୋଧୀ…

ମନ୍ତ୍ରୀଙ୍କୁ ଧକ୍କା ମାରିବାକୁ ସାମ୍ବାଦିକାଙ୍କୁ ଖୋଲାଖୋଲି କହୁଛନ୍ତି ଧର୍ମେନ୍ଦ୍ର, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ହିଂସା ପାଇଁ ଉସୁକାଉଛନ୍ତି କେନ୍ଦ୍ର ମନ୍ତ୍ରୀ । ଖୋଲାଖୋଲି ଟିଭି ସାମ୍ବାଦିକାଙ୍କୁ କହୁଛନ୍ତି ମନ୍ତ୍ରୀଙ୍କୁ ଧକ୍କା ମାର । ଏଭଳି ଭିଡିଓ ଦୁଇ ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର…