Latest Odisha News

BREAKING NEWS

Browsing Category

ରାଜନୀତି

ଇଡି ସ୍କାନରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଖଣି ସଚିବଙ୍କ ଚାଟାର୍ଡ ଆକାଉଟାଣ୍ଟ ଗିରଫ

ଭୁବନେଶ୍ୱର: ଝାରଖଣ୍ଡ ସରକାରର ଖଣି ସଚିବ ପୂଜା ସିଂହାଲଙ୍କ (ସିଏ)ଚାଟାର୍ଡ ଆକାଉଟାଣ୍ଟ କୁ ଗିରଫ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । କଳା ଧନ ହେରଫେର ମାମଲାରେ ସଚିବଙ୍କ ‘ସିଏ’ ଗିରଫ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି । ପୂଜାଙ୍କ ଠାରୁ ଇଡି ୧୯.୩୧ କୋଟି…

ଓଡ଼ିଶା କଂଗ୍ରେସ ନେତାଙ୍କ ସହ ବୈଠକ ପୂର୍ବରୁ ରାହୁଲ ଦେଲେ ବଡ଼ ବାର୍ତ୍ତା

ହାଇଦ୍ରାବାଦ: କଂଗ୍ରେସ ଏବଂ କନ୍ଦଳ ଏ ଦୁଇଟି ଶବ୍ଦ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଯେଉଁଠି କଂଗ୍ରେସ ରହିଛି ସେଠାରେ କନ୍ଦଳ ରହିଛି । ତେଣୁ ସାରା ଦେଶରେ କଂଗ୍ରେସ ଏବେ ଆଗକୁ ବଢିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତିରେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଳ ଗୋଟାଉଛି…

ଦାମଙ୍କ ପରେ ଏବେ ପୁଅ ସମ୍ବିତଙ୍କ ସହ ବଢିଲା ଦେବାଶିଷଙ୍କ ବିବାଦ

ଭୁବନେଶ୍ୱର: ପାରାଦୀପ ରାଜନୀତିରେ ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତ ଜଣେ ପୁରୁଖା ନେତା । ଦୀର୍ଘ ବର୍ଷ ହେବ ଏହା ତାଙ୍କର ଗଡ ଭାବେ ରହିଆସିଛି । ସେ ଏହି ଆସନରୁ ନିର୍ବାଚିତ ହୋଇଆସୁଥିଲେ କିନ୍ତୁ ୨୦୧୯ରେ ପୁଅକୁ ଏହି ଆସନ ଛାଡି ନିଜେ ବିଜେପି ଟିକେଟରୁ ଆଉ ଏକ ଆସନରୁ ନିର୍ବାଚନ ଲଢି ପରାଜୟ…

ବ୍ରଜରାଜନଗରରେ କିଏ ମାରିବ ବାଜି: ଏଥର ଲଢେଇ ମହିଳାଙ୍କ ଭିତରେ ?

ଭୁବନେଶ୍ୱର: ବ୍ରଜରାଜନଗରରେ ଲାଗିଛି ରାଜନୀତିର ବାଜି । କିଏ ଜିତିବ, କିଏ ହାରିବ ? ମେ ୩୧ ପରେ ଏହା ସ୍ପଷ୍ଟ ହୋଇଯିବ । ଯଦିଓ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ହେଲେ ମିଳିଥିବା ସୂଚନା ଅନୁଯାୟୀ ତିନି ଦଳ ନିଜ ନିଜର ମହିଳା ନେତ୍ରୀଙ୍କୁ ନିର୍ବାଚନ ମୈଦାନକୁ…

ଢ଼ିଙ୍କିଆ କୁ ଯାଇ ପାରିଲାନି ୧୭ ଜଣିଆ ବିରୋଧୀ ଦଳ କମିଟି; ଅଟକେଇ ଦେଲେ ଗ୍ରାମବାସୀ

ଭୁବନେଶ୍ୱର: ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ଗ୍ରାମ ଆଜି ବିରୋଧୀ ଦଳ ନେତାଙ୍କୁ ନିରାଶ କରିଛି । ଜେଏସଡବ୍ଲୁ କୁ ବିରୋଧ କରୁଥିବା ରାଜ୍ୟର ୧୩ଟି ବିରୋଧୀ ଦଳର ୧୭ଜଣିଆ କମିଟି ବୁଧବାର ଢ଼ିଙ୍କିଆ ଗସ୍ତରେ ଯାଇ ଅଧା ବାଟରୁ ଫେରିଛି । କମିଟି ନୂଆଗାଁ ଓ ଗୋବିନ୍ଦପୁର…

କିଏ ସେହି ଆଶାୟୀ କଂଗ୍ରେସ ନେତା ଯିଏ ବିଜେଡି ନେତାଙ୍କ ସହ ବୈଠକ କରିଛନ୍ତି ?

ଭୁବନେଶ୍ୱର: ନିକଟରେ କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ରାଜ୍ୟରେ ପିସିସି ସଭାପତି କିଏ ହେବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ଏହାପରେ ଯଦିଓ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ହେଲେ ଇତି ମଧ୍ୟରେ ଏପ୍ରିଲ ୨୮ରେ ଜଟଣୀ…

ଦେବଗଡ ବିଧାୟକଙ୍କ ଗିରଫଦାରୀ, କିଏ କେଉଁ ନଜରରେ ଦେଖୁଛି ?

ଭୁବନେଶ୍ୱର: ଦେବଗଡର ବିଜେପି ବିଧାୟକ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ । ଏହା ପୂର୍ବରୁ ଆଜି ଦେବଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ଏହି ସମୟରେ ଦୋକାନ ବଜାର ସମେତ…

ଅଫିସର ବିଜେଡି କର୍ମୀ ଭଳି କାମ କରୁଛନ୍ତି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରୀ କର୍ମଚାରୀ ଆଇନ ର ଅପବ୍ୟବହାର କରୁଥିବା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, କିଛି ସରକାରୀ କର୍ମଚାରୀ…

ଗୁଜୁରାଟ ପାଇଁ କେଜ୍ରିୱାଲଙ୍କ ଦ୍ୱିତୀୟ ଆହ୍ୱାନ; ଶିକ୍ଷାରେ ଆଣିବେ ସଂସ୍କାର

ଭରୁଚ: ଗୁଜୁରାଟରେ କେଜ୍ରିୱାଲ ଶିକ୍ଷା ବ୍ଯବସ୍ଥା ସଂସ୍କାର କରିଦେବେ। ଘରେଇ ସ୍କୁଲ୍ ରୁ ପିଲା ଆସି ସରକାରୀ ସ୍କୁଲ ରେ ନାମ ଲେଖେଇବେ। ଦିଲ୍ଲୀ ରେଯେମିତି ସରକାରୀ ସ୍କୁଲ୍ ଗୁଡିକର ଉନ୍ନତିକରଣ କରାଯାଇଛି। ସେଭଳି ଶିକ୍ଷା ବିକାଶ ଗୁଜୁରାଟରେ ହେବ। ଶ୍ରମିକ ଦିବସରେ ରବିବାର ଅରବିନ୍ଦ…