Latest Odisha News

BREAKING NEWS

Browsing Category

ରାଜନୀତି

କାହିଁକି ନନ୍ଦିଗ୍ରାମ ଆସନ ବାଛିଲେ ମମତା ?

କୋଲକାତା: ଜୋରଦାର ହେଲାଣି ବେଙ୍ଗଲ ବ୍ୟାଟଲ ଗ୍ରାଉଣ୍ଡ । ଏକାଥରକେ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ସେ ଏଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଦି । ଆସନ୍ତା ୧୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ…

ବିବାହ ଉତ୍ସବରୁ ଫେରିଲା ବେଳେ ବୋମାମାଡ଼, ୬ ବିଜେପି କର୍ମୀ ଗୁରୁତର

କୋଲକାତା: ହିଂସ୍ର ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ନେତାଙ୍କ ମଧ୍ୟରେ ରାଜନୀତିକ ବୟାନ ବାଜି ଲାଗି ରହିଥିବା ବେଳେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ରାମପୁର ଗାଁରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ୬ ଜଣ…

ମମତାଙ୍କ ସମର୍ଥନରେ ବାହାରିଲା ଶିବସେନା

ମୁମ୍ବାଇ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ବିଜେପି କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ, ଗଡ଼ ବଞ୍ଚାଇବାକୁ ଲାଗି ପଡିଛି ଟିଏମସି । ତେବେ ପଶ୍ଚିମବଙ୍ଗରେ ଟିଏମସି ହାତମୁଠାକୁ ଟାଣ କରିବାକୁ ଆଗକୁ ଆସିଛି ଶିବସେନା । ଦଳ ପଶ୍ଚିମବଙ୍ଗ…

ଓବିସି ସର୍ଭେ ଓ ସଂରକ୍ଷଣକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ଓବିସି ସର୍ଭେ ଓ ସଂରକ୍ଷଣ ପ୍ରସଙ୍ଗରେ ବିଜେପି-ବିଜେଡି ମଧ୍ୟରେ ତେଜିଛି ବାକଯୁଦ୍ଧ । ଆଜି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ଓବିସିଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦%…

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିକୁ ବାଏ ବାଏ କହିଲେ ଶଶିକଳା

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ଓଲଟ ପାଲଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ…

ମାର୍ଚ୍ଚ ୬ରୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର : ଆସନ୍ତା ୬ ତାରିଖରେ ବସିବ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟର ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ଭବିଷ୍ୟତ ରଣନୀତି ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ…

କମଲ ହାସନଙ୍କ ପାର୍ଟିରେ ଯୋଗଦେଇଛନ୍ତି ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି । କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ…

ଚା’ ବଗିଚାରେ ମହିଳା ଶ୍ରମିକଙ୍କ ସହ ଚା’ ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ମିଶନ ଆସାମର ଆଜି ଦ୍ୱିତୀୟ ଦିନରେ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ ପ୍ରିୟଙ୍କା । ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ…

ଶ୍ରୀକ୍ଷେତ୍ର ଓ ଏକାମ୍ର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅପରାଜିତା । ଚିଠିରେ ଅପରାଜିତା ଦର୍ଶାଇଛନ୍ତି ଯେ, ପୁରୀରେ ଐତିହ୍ୟର ବିକାଶ ନାଁରେ…

ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ପ୍ରଥମ ରାଜନୀତିକ ହିଂସା

କୋଲକାତା: ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଜନୀତିକ ହିଂସା ଘଟିଛି । କଡ଼ାପାରା ଅଞ୍ଚଳରେ ବିଳମ୍ବିତ ରାତିରେ କିଛି ଲୋକ ବିଜେପିର ପରିବର୍ତ୍ତନ ରଥ ଭଙ୍ଗାରୁଜା କରିଛନ୍ତି । ଗାଡ଼ି ଉପରେ ଆକ୍ରମଣ କରିବା ସହ ଟିଏମସି କର୍ମୀ ଏଲଇଡି ଭାଙ୍ଗି ଦେଇଥିବା ବିଜେପି…