Latest Odisha News

BREAKING NEWS

Browsing Category

ରାଜନୀତି

ଆଗକୁ ନିର୍ବାଚନ, ଜଗନ୍ନାଥଙ୍କ ବାଡଗ୍ରାହୀଙ୍କୁ ନେଇ ପୂଜାର୍ଚ୍ଚନା କଲେ ଦିଦି

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିରାଟ ପୂଜାର୍ଚ୍ଚନା । ତାଙ୍କ କାଳିଘାଟସ୍ଥିତ ବାସଭବନରେ ଏହି ପୂଜା କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି । ମମତାଙ୍କୁ ପୁତୁରା ତଥା ତୃଣମୂଳ କଂଗ୍ରେସ…

ନିର୍ବାଚନ କମିସନଙ୍କୁ ମମତା ବାନାର୍ଜୀଙ୍କ ପ୍ରଶ୍ନ, କାହା ସ୍ବାର୍ଥରେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ ପାଇଁ…

କୋଲକାତା : ଆଠଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମାର୍ଚ୍ଚ ୨୭ରୁ ଅପ୍ରେଲ ୨୯ ପର୍ଯ୍ୟନ୍ତ ଆଠଟି ପର୍ଯ୍ୟାୟରେ ହେବ ମତଦାନ । ତାରିଖ ଘେଷଣା କରିବା ପରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ନିଷ୍ପତ୍ତି ଉପରେ ପ୍ରଶ୍ନ…

୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରି ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ, ମେ ୨ରେ ଭୋଟ ଗଣତି

ନୂଆଦିଲ୍ଲୀ : ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

ବିଧାନସଭାରେ ବାଲି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ଉଦବେଗ ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ବାଲି ତାତି । ବାଲି ନୀତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସରକାର କାହିଁକି ବାଲି ନୀତି ଆଣି ନାହାନ୍ତି ବୋଲି ପ୍ରଶ୍ନ କରିଥିଲା ବିଜେପି । ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ଦଳ ପଚାରିଥିଲା ।…

ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ରାଜନୀତି । ବିଧାନସଭାରେ ଆଜି ମଣ୍ଡିରେ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକ ହୋ-ହାଲ୍ଲା କରିଛନ୍ତି । ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ତୁରନ୍ତ…

ସୀମାନ୍ତ ଗାଁରେ ବିଜେପିର ପ୍ରତିନିଧି ଦଳ, ଅଞ୍ଚଳର ଲୋକଙ୍କ ବିକାଶ ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆଖି ପକାଉଛନ୍ତି ପଡ଼ୋଶୀ ରାଜ୍ୟ । କୋରାପୁଟ ଜିଲ୍ଲାର କୋଟିଆ ପରି ମୟୂରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡ଼ଖଣ୍ଡ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡ଼ଖଣ୍ଡ ସରକାର ଭତ୍ତା ବାବଦକୁ ୧୦୦୦ ଟଙ୍କା…

ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତ ଶାସନ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ପୁଡୁଚେରି : ଭି ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଆଜି ପୁଡୁଚେରିରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବ୍ରୁଆରି ୨୨ରେ ପୁଡୁଚେରି…

ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ଗଣ୍ଡଗୋଳ ଘଟଣାରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳ ବିରୋଧୀ କାମ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଯିଏ ବିଶୃଙ୍ଖଳା କରିଥିବ ତାଙ୍କ ବିରୋଧରେ…

କଂଗ୍ରେସ ଭବନରେ ୨ ଗୋଷ୍ଠୀ ହାତାହାତି, ଓବିସି ସେଲ୍ ବୈଠକ ବେଳେ ଗଣ୍ଡଗୋଳ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ସୂଚନା ମିଳିଛି । ଓବିସି ସେଲ୍ ବୈଠକ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପିସିସି ସଭାପତିଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ବିଜେଡି…

ଆଖୁଆପଦାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ବର : ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିକାଶରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲାଗି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି…