Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀ ନିର୍ବାଚନ: ସ୍କୁଲ, ମୋଦି, ଶାହୀନବାଗକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପ୍ରତ୍ୟେକ ଦଳର ପ୍ରଚାର ଜୋର ଧରିଛି । ଏହି ପ୍ରଚାରର ରଣନୀତି ନେଇ ପ୍ରତ୍ୟେକ ଦଳ ମୈଦାନକୁ ଓହ୍ଲାଇଛନ୍ତି । ବିଜେପିର ପ୍ରଚାରକୁ ଅନୁଧ୍ୟାନ କଲେ ଅମିତ ଶାହ ପ୍ରତ୍ୟେକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ଗୁରୁତ୍ୱ ଦେଉଛନ୍ତି ।…

ପଦ୍ମ ଧରିଲେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ: ପଦ୍ମ ଧରିଲେ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସାଇନାଙ୍କ ସହ ତାଙ୍କ ବଡ ଉଭଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏ ଦୁହେଁ ଦିଲ୍ଲୀ…

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ସିଏଏ ବିରୋଧୀ ପ୍ରସ୍ତାବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, ନାଗରିକତା ସଂଶୋଧନ ଆଇନ ଲୋକ ବିରୋଧୀ ଓ ଏହାକୁ ଅତିଶୀଘ୍ର ରଦ୍ଦ କରିଦିଆଯିବା ଉଚିତ୍ । ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ…

ମାର୍ଚ୍ଚ ୩୧ ସୁଦ୍ଧା ମଣ୍ଡିରୁ ଧାନ ଉଠିବ: ମନ୍ତ୍ରୀ

ସମ୍ବଲପୁର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଥିବା ନେଇ ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମିଲର୍ସମାନେ ଧାନ କ୍ରୟ କରିବାରେ ରୋକ ଲଗାଇପାରିବେ ନାହିଁ…

ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ

ଭବାନୀପାଟଣା: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ…

ଦେଖନ୍ତୁ ଭିଡ଼ିଓ: ‘ଆପଣ ମାନେ ଖୁସି ତ ?’, ଭାଇରାଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସ୍ଲୋଗାନ୍ !

ଭୁବନେଶ୍ୱର: “ଆପଣ ମାନେ ଖୁସି ତ?”, ସାରା ଓଡ଼ିଶାରେ ବେଶ୍ ଜନପ୍ରିୟତା ହାସଲ କରିସାରିଥିବା ଏହି ସ୍ଲୋଗାନଟିର ଏବେ ମଧ୍ୟ ଆଦୃତି ଲାଭ କରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନରେ ଏହି ସ୍ଲୋଗାନଟି କହିବା ପରେ ଏହା ଜନପ୍ରିୟତା ହାସଲ କରିଥିଲା । ଜୟପୁରର କଂଗ୍ରେସ ବିଧାୟକ…

କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ: ଦିଲ୍ଳୀ ପାଇଁ ଭୋଟ ମାଗିବେ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଳୀବାସୀଙ୍କୁ ଭୋଟ ମାଗିବେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ । ଭୋଟରଙ୍କୁ କରିବେ ଆକୃଷ୍ଟ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସେ ଏଥର ଘର ଘର ବୁଲି ପ୍ରଚାର କରିବେ । ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ଏହି…

ଓଡିଶା ବିଧାନସଭାରେ ବାଧ୍ୟତାମୂଳକ ହେଉ ଓଡିଆ ଭାଷା: ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଓଡିଆ ଭାଷାକୁ ବାଧ୍ୟତାମୂଳକ କରିବା ଲାଗି ଓଡିଶା ସରକାରଙ୍କୁ ଅନୁରୋଧ କରିଛି ବିଜେପି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଧାନସଭାରେ କୌଣସି ପ୍ରକାର ଓଡିଆ ଭାଷାର…

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ... ୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ…

ବିଜେପି ସଭାପତି ଭାବେ ଦାୟିତ୍ୱ ନେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ନୂଆ ସଭାପତି ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଅମିତ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ରାଧା ମୋହନ ସିଂହ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ…