Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଚାନ୍ଦିନୀଚୌକରୁ ଅଳକାଙ୍କୁ ଟିକେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ…

ଶିରିଡିରେ ବନ୍ଦ ପାଳନ; ଖୋଲା ରହିଛି ସାଇବାବାଙ୍କ ମନ୍ଦିର

ଶିରିଡି: ମହାରାଷ୍ଟ୍ରରେ ଶିରିଡି ସାଇ ବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉଠିଥିବା ବିବାଦ ଯୋଗୁଁ ରବିବାର ତଥା ଜାନୁୟାରୀ ୧୯ ତାରିଖ ଦିନ ସ୍ଥାନୀୟ ଲୋକ ଓ ଭକ୍ତମାନେ ଶିରିଡି ବନ୍ଦ ପାଳନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ସମଗ୍ର ଶିରିଡିରେ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ରବିବାର…

ବାହାରକୁ ଦିଶୁଛି କଂଗ୍ରେସ ଭବନ କନ୍ଦଳ; ବାଉନ୍ସର ମୁତୟନକୁ ନାପସନ୍ଦ କଲେ ଦଳୀୟ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ଦଳରେ ଗୁଣ୍ଡାଙ୍କ ସ୍ଥାନ ନାହିଁ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ବାହାରେ ବାହୁବଳୀ ବାଉନ୍ସର ନିୟୋଜିତ ହେବାକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ । ଶୁକ୍ରବାର ଦିନ…

ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି: ସମୀର ମହାନ୍ତି

ଭୁବନେଶ୍ୱର: ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୁକ୍ରବାର ଦିନ କହିଛନ୍ତି ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକପ୍ରିୟତା ବଢି ଚାଲିଛି । “ଦଳୀୟ କର୍ମୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ରାଜ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ଏପରିକି…

ଭାରତୀୟ ନୋଟରେ ରହୁ ଲକ୍ଷ୍ମୀଙ୍କ ଚିତ୍ର: ସୁବ୍ରମଣ୍ୟମ ସ୍ୱାମୀ

ଭୋପାଳ: ଭାରତୀୟ ନୋଟ୍‌ରେ ରହୁ ମାତା ଲକ୍ଷ୍ମୀଙ୍କ ଚିତ୍ର । ଏହାଦ୍ୱାରା ଅର୍ଥନୀତି ଓ ଟଙ୍କା ମୂଲ୍ୟରେ ସୁଧାର ଆସିବ । ଏଭଳି କିଛି ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ ମୁଦ୍ରାରେ…

ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସମୀର ମହାନ୍ତି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତି ଗୁରୁବାର ଦିନ ସର୍ବ ସମ୍ମତ ଭାବେ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ବେଳେ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ସଭାପତି ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର…

ବିହାରରେ ଅତୁଟ ରହିବ ବିଜେପି-ଜେଡିୟୁ ମେଣ୍ଟ: ଅମିତ ଶାହ

ପାଟନା: ବିହାରରେ ଅତୁଟ ରହିଛି ବିଜେପି-ଜେଡିୟୁ ମେଣ୍ଟ । ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମିଶି ବିଜେପି ନିର୍ବାଚନ ଲଢ଼ିବ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିହାରର ବୈଶାଳୀରେ ଆୟୋଜିତ ହୋଇଥିବା…

ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଗୁରୁବାର ଦିନ ସର୍ବ ସମ୍ମତ ଭାବେ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି । ସର୍ବ ସମ୍ମତ ଭାବେ ରାଜ୍ୟର ଜିଲ୍ଲା ସଭାପତି ତଥା ରାଜ୍ୟ କାଉନସିଲ୍ ସଦସ୍ୟମାନେ ତାଙ୍କୁ ସଭାପତି ଭାବେ ନିର୍ବାଚିତ କରିଛନ୍ତି । ଦୀର୍ଘ ୧୪ ବର୍ଷ…

କିଏ ହେବେ ରାଜ୍ୟ ବିଜେପି ମଙ୍ଗୁଆଳ? ଆସନ୍ତାକାଲି ହୋଇପାରେ ସଭାପତିଙ୍କ ନାମ ଘୋଷଣା !

ଭୁବନେଶ୍ୱର: କିଏ ହେବେ ଓଡ଼ିଶା ରାଜ୍ୟ ବିଜେପିର ନୂଆ ସଭାପତି ଏହାକୁ ନେଇ ଚାଲିଛି ଜୋରଦାର୍ ଚର୍ଚ୍ଚା । ଏପରିକି ଏବେଠାରୁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଗୁରୁବାର ଦିନ ନୂଆ ସଭାପତିଙ୍କ ନାମ ମଧ୍ୟ ଘୋଷିତ ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟ ବିଜେପି…

ମୁଁ ନବୀନଙ୍କ ସହିତ ଅଛି, ବିଜେଡ଼ି ସହ ନୁହେଁ; ରାୟଗଡ଼ା ବିଧାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଦିନ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଭୁବନେଶ୍ୱରଠାରେ ଭେଟିଛନ୍ତି । ବିଧାୟକ ଶ୍ରୀ ମୁଦୁଲି ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ହିଣ୍ଡାଲକୋ ଉଦ୍ୟୋଗ ପକ୍ଷରୁ ଆଲୁମିନା ରିଫାଇନାରୀ ୟୁନିଟ୍ ସ୍ଥ୍ାପନ ଲାଗି…