Latest Odisha News

BREAKING NEWS

Browsing Category

ରାଜନୀତି

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦୀ’ କୁହାଯାଉଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଏବେ ଚର୍ଚ୍ଚାରେ । ନିର୍ବାଚନ ଆରମ୍ଭରୁ ଶେଷ ଯାଏଁ ଇଣ୍ଟରନେଟରେ ବିଜେପି ସାଂସଦ ପ୍ରତାପଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥିଲା ତାଙ୍କ ସରଳ ଜୀବନଯାପନ ଶୈଳୀକୁ ନେଇ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବେ ସ୍ଥାନ, ଦେଖନ୍ତୁ ସମ୍ଭାବ୍ୟ ତାଲିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ୨ୟ ଥର ଲାଗି ଗୁରୁବାର ଦିନ ଶପଥ ନେବାକୁ ଯାଉଛନ୍ତି । ଏହି ଅବସରରେ ତାଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ, ସେନେଇ ଚର୍ଚ୍ଚା ଜୋର୍ ଧରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରୁଣ ଜେଟଲୀଙ୍କୁ ବାଦଦେଇ ମୋଦିଙ୍କ…

ଜାଣନ୍ତୁ, ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ କେଉଁ ଅତିଥି…

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବେ । ଏହି ଶପଥଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାରରୁ ଅଧିକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲମ୍ବା ଅତିଥି ତାଲିକାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ…

ରାଜ୍ୟ ବିଧାନସଭାର ସଦସ୍ୟ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୬ତମ ଓଡିଶା ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ନବୀନଙ୍କୁ ପଦ ଓ…

ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ନେଲେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଏହି ଦାୟିତ୍ୱକୁ ତାଙ୍କ ଠାରୁ ଅପସାରଣ କରାଯାଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ…

ଶୋଚନୀୟ ପରାଜୟ ପରେ କଂଗ୍ରେସର ବଡ ନିଷ୍ପତ୍ତି, ଟିଭି ପରଦାକୁ ଯିବେ ନାହିଁ ଦଳୀୟ ମୁଖପାତ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏପରିକି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଅସ୍ୱିକାର କରିବା ନେଇ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧ମାସ ଯାଏଁ କଂଗ୍ରେସ ଟିଭି ପରଦା ଠାରୁ…

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ନବୀନ; ଜାଣନ୍ତୁ କାହିଁକି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଗୁରୁବାର ଦିନ (ମେ’ ୩୦)ରେ ଅନୁଷ୍ଠିତ ହେଉଛି, ଏହି ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବା ନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । କାରଣ: ଗୃହର ନେତା…

ଭାବପ୍ରବଣ ହେଲେ ନବୀନ: ଓଡ଼ିଶାବାସୀଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଦିନ ୫ମ ଥର ଲାଗି ନବୀନ ଶପଥ ଗ୍ରହଣ କରିବା ପରେ ଅତ୍ୟନ୍ତ ଭାବବିହ୍ୱଳ ହେବା ସହ ନିଜର ୧୯ ବର୍ଷ ଶାସନର ସ୍ମୁତିଚାରଣ କରିଛନ୍ତି । ଏହି ଅବସରରେ ନବୀନ ଟ୍ୱିଟ୍ କରିବା ସହିତ ନିଜ ଟ୍ୱିଟରେ ଏକ ଭିଡିଓ କ୍ଲିପ୍ ଟ୍ୟାଗ୍ କରିଛନ୍ତି । ଯାହା…

ଜାଣନ୍ତୁ, ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ବିଭାଗ କିଏ ପାଇଲେ

ଭୁବନେଶ୍ୱର: କ୍ରମାଗତ ଭାବେ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ନବୀନ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବା ବେଳେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ବିଭିନ୍ନ…

ଆରମ୍ଭ ହେଲା ନବୀନଙ୍କ ୫ମ ଇନିଂସ୍: ମନ୍ତ୍ରୀମଣ୍ଡଳରେ ୧୦ ନୂଆ ଚେହେରା

ଭୁବନେଶ୍ୱର: ବୁଧବାର ଦିନ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରେକର୍ଡ଼ କରିଛନ୍ତି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକ । ସେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ପଦ ଓ ୍ଗୋପନୀୟତାର ଶପଥ କରାଇବା ସହିତ ସଚିବାଳୟରେ ପହଞ୍ଚିଛନ୍ତି । ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ…