Latest Odisha News
Browsing Category

ରାଜନୀତି

ପରାଜୟ ପରେ କ’ଣ କରିବେ ବିଜୟ !

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାଟକୁରା ନିର୍ବାଚନ ସରିଯାଇଛି, ମାତ୍ର ଏବେ କ’ଣ ହେବ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ? ଏହି ପ୍ରବୀଣ ରାଜନେତାଙ୍କ କ୍ୟାରିୟରରେ ଜବନୀକା ପଡ଼ିଯିବ? ନା, ଏହି ଧୂରନ୍ଧର ରାଜନୀତିଜ୍ଞଙ୍କ ପୁନର୍ବାର ଅଭ୍ୟୁଦୟ ଘଟିବ? ପରାଜୟ ପରେ ବିଜୟଙ୍କୁ ନେଇ ଏବେ…

ୟେଦିୟୁରାପ୍ପା ଚତୁର୍ଥଥର ଲାଗି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ବି ଏସ୍ ୟେଦିୟୁରାପ୍ପା ଚତୁର୍ଥଥର ଲାଗି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁସ୍ଥିତ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ବଜୁଭାଇ ବାଲ୍ଲା ୟେଦିୟୁରାପ୍ପାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି…

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରାପ୍ପା

ବେଙ୍ଗାଲୁରୁ: କିଛିଦିନ ଧରି କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟର ପରିସମାପ୍ତି ହେବାକୁ ଯାଉଛି, ବରିଷ୍ଠ ବିଜେପି ନେତା ବି ଏସ ୟେଦିୟୁରାପ୍ପା ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଗଣମାଧ୍ୟମର ସୂଚନା…

ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବୁଧବାର ଦିନ ପ୍ରକାଶ ପାଇଥିବା ପାଟକୁରା ନିର୍ବାଚନୀ ଫଳାଫଳକୁ ନେଇ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଏହି ବୈଠକରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ…

ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରା ନିର୍ବାଚନ ଜିତିଲେ

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛି ଶାସକ ବିଜୁ ଜନତା ଦଳ । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ରାଜ୍ୟ ରାଜନୀତିର ହେଭିୱେଟ୍ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ…

ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ପରେ କେଉଁ ନେତା କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଏ କ’ଣ କହିଲେ ଜାଣନ୍ତୁ । ନବୀନ ପଟ୍ଟନାୟକ ଏହି ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ…

ପୁଣି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ୟେଦ୍ଦୁରପ୍ପା !

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାରେ ଯବନିକା ପଡିଛି । ବିଧାନସଭାରେ ଗତକାଲି ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ୍ ନେତୃତ୍ୱାଧୀନ କୁମାରସ୍ୱାମୀ ସରକାରଙ୍କ ପତ୍ତନ ଘଟିଛି । ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀ…

ପାଟକୁରା ନିର୍ବାଚନ: ୧୬ ରାଉଣ୍ଡ ଗଣତି ସୁଦ୍ଧା ବିଜେଡ଼ି ଆଗରେ, ବିଜୟ ପଛରେ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଥିବା ବେଳେ ଏପର୍ଯ୍ୟନ୍ତ ଭୋଟ୍ ଗଣତିରେ ବିଜୁ ଜନତା ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରତିଦ୍ୱନ୍ଦୀ ବିଜୟ ମହାପାତ୍ରଙ୍କ ଠାରୁ ୧୭,୨୩୪ ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ଦେଖିବାକୁ ଗଲେ ଭୋଟ୍ ଗଣତିର…

ପରାଜୟର ଦ୍ୱାରରେ ବିଜୟ, ୧୧ ରାଉଣ୍ଡ ସୁଦ୍ଧା ୧୪,୭୨୭ ଖଣ୍ଡ ଭୋଟରେ ବିଜେଡ଼ି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ବୁଧବାର ଦିନ ସକାଳ ୮ଟା ବେଳେ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୧ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ୧୧ ରାଉଣ୍ଡ ଶେଷ ସୁଦ୍ଧା ଭୋଟ୍ ଗଣତି: ସାବିତ୍ରୀ ଅଗ୍ରୱାଲ – ବିଜେଡ଼ି – ୬୩,୭୮୭ ଖଣ୍ଡ ଭୋଟ୍ ବିଜୟ ମହାପାତ୍ର –…

ପାଟକୁରା ଭୋଟଗଣତି: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗଣତି ଜାରି ରହିଥିବା ବେଳେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପାଖାପାଖି ୧୪,୯୫୮ ଭୋଟରେ ଆଗୁଆ ରହିଛି । ଏହି ଆସନ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ…