Latest Odisha News

BREAKING NEWS

Browsing Category

ରାଜନୀତି

ହିଞ୍ଜିଳିରୁ ଜିତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରେ ବିଜୟ ହାସଲ କରିଛନ୍ତି । ସେହିପରି ଅନ୍ୟ ବିଜୟୀ ପ୍ରାର୍ଥୀମାନେ ହେଲେ: ଯାଜପୁର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବିଜୟ ହାସଲ କରିଛନ୍ତି ।…

ପୁରୀ ଲୋକସଭା ଆସନ ଫଳାଫଳ: ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ର ବିଜେପି ପ୍ରାର୍ଥୀଙ୍କଠୁଁ ୯,୪୬୭ ଭୋଟରେ ଆଗୁଆ

ଭୁବନେଶ୍ୱର: ପୁରୀ ଲୋକସଭା ଆସନରେ ପ୍ରଥମ ରାଉଣ୍ଡ ଗଣତିରୁ ଏପର୍ଯ୍ୟନ୍ତ କଡ଼ା ମୁକାବିଲା ହେଉଛି । ଏହି ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ି ପ୍ରାର୍ଥୀ ତଥା ସାଂସଦ ପିନାକୀ ମିଶ୍ର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଠାରୁ ୯,୪୬୭ ଭୋଟରେ ଆଗୁଆ ଭୋଟରେ ଆଗୁଆ ରହିଛନ୍ତି ।

ଘସିପୁରା ଆସନ ଫଳାଫଳ: ୩୨,୪୭୭ ଭୋଟରେ ନିରଞ୍ଜନଙ୍କୁ ପରାସ୍ତ କଲେ ବଦ୍ରୀ ପାତ୍ର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ୩୨,୪୭୭ ଭୋଟରେ ପରାସ୍ତ କରିଛନ୍ତି ।

ନିଜ ନାମ ପୂର୍ବରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦୀ, ଏନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନର ଲୋକସଭା ଆସନଗୁଡ଼ିକର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟର୍ ପେଜରେ ନିଜ ନାମ ପୂର୍ବରୁ ରଖିଥିବା ‘ଚୌକିଦାର’ ଶବ୍ଦଟିକୁ ହଟାଇ ଦେଇଛନ୍ତି । ଏନେଇ ସେ କହିଛନ୍ତି, ଯେଉଁ ମାନେ ତାଙ୍କୁ ସମର୍ଥନ କରି ଏହା…

ଓଡିଶା ବିଧାନସଭା ଫଳାଫଳ: ଜାଣନ୍ତୁ, କିଏ କେଉଁ ଆସନରୁ ଜିତିଲେ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ଭୋଟ୍ ଗଣତି ହୋଇଥିବାବେଳେ ଏବେସୁଦ୍ଧା କେତେକ ସ୍ଥାନରେ ନିର୍ବାଚନୀ ଫଳାଫଳ ଘୋଷଣା ହୋଇଛି । ଜାଣନ୍ତୁ ଓଡିଶାର କେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ବିଜୟ ଲାଭ କରିଛନ୍ତି। ଛତ୍ରପୁର: ସୁବାସ ବେହେରା (ବିଜେଡି) ବ୍ରହ୍ମପୁର: ବିକ୍ରମ ପଣ୍ଡା…

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ୧୫ତମ ରାଉଣ୍ଡ ଭୋଟ ଗଣତି ପରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଆସନରେ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ତାଙ୍କର ନିକଟତମ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧,୦୫୯ ଭୋଟରେ ଆଗୁଆ ରହିଛନ୍ତି । ଏହି ଆସନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ…

ଭାରତର ପୁନର୍ବାର ବିଜୟ ହାସଲ: ମୋଦି

ନୂଆଦିଲ୍ଲୀ : ଭାରତ ପୁଣିଥରେ ଜିତିଲା ବୋଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର୍ ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି । https://twitter.com/narendramodi/status/1131488026247323648 ସାଧାରଣ…

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଶାରେ ବିଜୁ ଜନତା ଦଳ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । “ଓଡ଼ିଶାରେ…

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଯାଜପୁର ଜିଲ୍ଲାର ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀମାନେ ଭୋଟ ଗଣତିରେ ଆଗୁଆ ରହିଛନ୍ତି । ଯାଜପୁର ଜିଲ୍ଲାର ନିର୍ବାଚନ ଫଳାଫଳ ଯାଜପୁର ବିଧାନ ସଭା ୧- ବିଜେଡି ପ୍ରଣବ ପ୍ରକାଶ ଦାସପ୨୨୯୫୫ ୨- ବିଜେପି ଗୌତମ ରାୟପ୧୨୭୦୧ ୩- କଂଗ୍ରେସସନ୍ତୋଷ ନନ୍ଦପ୧୨୫୬ ଆଗୁଆ…

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଚିକିଟି ଆସନରେ ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ୪୪୩୬ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ଚିକିଟି ଆସନରେ ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୪୪୩୬ ଭୋଟରେ ଆଗୁଆ ରହିଛନ୍ତି । ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ୫୬୩୪ଟି…