Latest Odisha News

BREAKING NEWS

Browsing Category

ରାଜନୀତି

ନବୀନଙ୍କ ଜୋରସାର୍ ପ୍ରଚାର, କେନ୍ଦ୍ରାପଡ଼ାରେ ଆଜି ବିଶାଳ ରୋଡ଼ ଶୋ’

ଭୁବନେଶ୍ୱର: ବିଜେପି ଲାଗି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନ ପ୍ରଚାର କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି । ମାତ୍ର ଆଞ୍ଚଳିକ ଦଳ ତଥା ଶାସକ ବିଜୁ ଜନତା ଦଳ…

ଆଜି ଓଡ଼ିଶାରେ ଅମିତ ଶାହ, ନିର୍ବାଚନୀ ସମାବେଶରେ ଯୋଗଦାନ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ନିର୍ବାଚନ ପ୍ରଚାରର ଅନ୍ତିମ ଦିବସ ଆଜି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ହେଉଥିବା ବେଳେ ପ୍ରଚାରର ଅନ୍ତିମ ଦିନରେ ଓଡ଼ିଶା ଗସ୍ତରେ ଆସି ବିଜେପି…

ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର : ଓଡିଶାର ଚତୃର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାର ଅଭିଯାନକୁ ଖୁବ୍ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଭିନ୍ନ ସ୍ଥାନରେ ବିଜୟ…

ବାଲେଶ୍ୱର ନିର୍ବାଚନୀ ପ୍ରଚାରରେ ଯୋଗଦେଲେ ରାହୁଲ, ଟାର୍ଗେଟରେ ମୋଦୀ

ବାଲେଶ୍ୱର: ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣାଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ପରିବର୍ତ୍ତନ ସଂକଳ୍ପ ସଭା’ରେ ଯୋଗଦେଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ସହିତ ଏହି ସଭାରେ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସାଂସଦଙ୍କ ବିରୋଧରେ ନାହିଁ କୌଣସି ଅପରାଧୀକ ମାମଲା

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ମତଦାନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୬ଟି ଲୋକସଭା ଆସନର ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ଏନେଇ ଓଡିଶା ନିର୍ବାଚନ ୱାଚ୍ ଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏକ ମିଳିତ ଅଧ୍ୟୟନରେ ଶୁକ୍ରବାର…

ସୋସିଆଲ ମିଡିଆରେ ଭାଇରାଲ ହେଲା ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ଭିଡିଓ

ପୁରୀ : ପୁରୀ ଜିଲ୍ଳା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଜାରି କରିଛନ୍ତି । ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ଭିଡିଓ ଏବେ…

କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥର ରୂପେ ନିର୍ବାଚନ ଲଢୁଥିବା ରବି ମଲ୍ଲିକଙ୍କୁ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀରାମପୁର ଗ୍ରାମରେ କିଛି ନିଜ ଦଳର କର୍ମୀଙ୍କୁ ଭେଟିବାକୁ ରବି…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ବାପା-ପୁଅ ଦୁହେଁ ଧନୀକ ପ୍ରାର୍ଥୀ ତାଲିକାର ଆଗରେ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ସନ ୱାଚ ଏବଂ ଅସୋସିଏସନ ଫର ଡ଼େମୋକ୍ରେଟିକ ରିଫୋର୍ମସ (ଏଡ଼ିଆର)ର ମିଳିତ ଉଦ୍ୟମରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ତାଙ୍କ ବାପା ପିସିସି ସଭାପତି ନିରଞ୍ଜନ…

ବାରାଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଯେଉଁସବୁ ବରିଷ୍ଠ ବିଜେପି ନେତା ନାମାଙ୍କନ ପତ୍ର ଦାଖଲ…

ବାଲେଶ୍ୱରର ବସ୍ତାରୁ ଜବତ ହେଲା ୨.୩୫ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ…