Latest Odisha News

BREAKING NEWS

Browsing Category

ରାଜନୀତି

ଓଡିଶାର ୬ ଲୋକସଭା ଓ ୪୧ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ସୋମବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି । ସମୁଦାୟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯,୦୧,୦୭୯ ହୋଇଥିବା ବେଳେ ମହିଳା ଭୋଟରଙ୍କ…

ଭଦ୍ରକରେ ବରିଷ୍ଠ କଂଗେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ

ଭଦ୍ରକ: ଭଦ୍ରକର ବନ୍ତଛକଠାରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ରବିବାର ଦିନ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ଜ୍ଞାନେନ୍ଦ୍ର ଦିନ ୧୧ଟା ସମୟରେ ବନ୍ତଛକଠାରେ ଗାଡ଼ି ରଖି ଜଳଖିଆ ଖାଇବାକୁ ଏକ ହୋଟେଲକୁ ଯାଉଥିବା…

ବାଲେଶ୍ୱର ଲୋକସଭା ଆସନ: ତିନି ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ବାଲେଶ୍ୱର: ବାଲେଶ୍ୱରରେ କେବେବି ଏପରି ଜୋରଦାର ନିର୍ବାଚନ ପ୍ରଚାର ପୂର୍ବରୁ ହୋଇନଥିଲା । ସୋମବାର ଦିନ ବାଲେଶ୍ୱର ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି, ମତଦାନ କେନ୍ଦ୍ର ଯିବାବେଳେ ଭୋଟର୍ ନିଶ୍ଚିତ ରୂପେ ଏହି ରଙ୍ଗିନ ନିର୍ବାଚନ କଥା ମନେ ପକାଇବେ । ପ୍ରଧାନମନ୍ତ୍ରୀ…

ଜାଣନ୍ତୁ, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କିଏ କେଉଁ ଆସନରେ ପ୍ରାର୍ଥୀ

ଭୁବନେଶ୍ୱର: ଓଡ଼ିଶାରେ ୨୯ ତାରିଖରେ ଅନୁଷ୍ଠିତ ହେଉଥିବା ଚୂଡ଼ାନ୍ତ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୩୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ମୋଟ ୯୫,୧୪,୮୮୩ ଜଣ ଭୋଟର୍ । ସୋମବାର ଅନୁଷ୍ଠିତ ହେଉଥିବା ଏହି ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଏବଂ ୪୧ଟି…

ପୁରୀରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ରୋଡ ନିକଟ ଅସ୍ତରଙ୍ଗ ଠାରେ ଏକ କାରରୁ ରବିବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ ସମୟରେ ଏକ…

କେନ୍ଦ୍ରାପଡାରେ ପୋଷ୍ଟାଲ୍ ବାଲାଟ୍ ନମିଳିବାରୁ ଧାରଣାରେ ବସିଲେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଥିବା ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍ ନ ମିଳିବାରୁ କର୍ମଚାରୀମାନେ ଇଭିଏମ୍ ବିତରଣ କେନ୍ଦ୍ରରେ ଧାରଣାରେ ବସିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଇଭିଏମ୍ ଓ…

ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ପିପିଲି ବିଧାୟକ ତଥା ବିଜେଡି ନେତା ପ୍ରଦୀପ ମହାରଥୀ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବାବେଳେ ଶନିବାର ଦିନ ସ୍ୱତନ୍ତ୍ର ପ୍ରାଧିକୃତ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ଅଦାଲତ ତାଙ୍କୁ ୫୦ ହଜାର ଟଙ୍କା ଜୋରିମାନା ସହ ଜାମିନ…

ଓଡିଶାର ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ସିଇଓଙ୍କ ସୁପାରିଶ

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବାତିଲ ହୋଇଥିବା ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ସୁପାରିଶ କରାଯାଇଥିବା ନେଇ ଶନିବାର ଦିନ ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ…

କେନ୍ଦୁଝର: ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ସଫ୍ଟୱେୟାର୍ ଇଞ୍ଜିନିୟରଙ୍କୁ କାବୁକଲେ ବିଜେପି କର୍ମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଓଡିଶା ସ୍କୁଲ୍ ଅଫ୍ ମାଇନିଂ ପରିସରରେ ଥିବା ଏକ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବୁଲୁଥିବା ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଧରିଛନ୍ତି। ପରେ ଉକ୍ତ ଯୁବକଙ୍କୁ ପୋଲିସର ଜିମା ଦେଇଥିଲେ । ମିଳିଥିବା…

ନବୀନଙ୍କ ଜୋରସାର୍ ପ୍ରଚାର, କେନ୍ଦ୍ରାପଡ଼ାରେ ଆଜି ବିଶାଳ ରୋଡ଼ ଶୋ’

ଭୁବନେଶ୍ୱର: ବିଜେପି ଲାଗି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନ ପ୍ରଚାର କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି । ମାତ୍ର ଆଞ୍ଚଳିକ ଦଳ ତଥା ଶାସକ ବିଜୁ ଜନତା ଦଳ…