Latest Odisha News

BREAKING NEWS

Browsing Category

ରାଜନୀତି

ଭୁବନେଶ୍ୱରରେ ଅପରାଜିତାଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରେ ବୁଧବାର ଦିନ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ନିର୍ବାଚନ ପ୍ରଚାର ସମୟରେ କିଛି ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ୯ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ମିଳିଥିବା ସୂଚାନନୁଯାୟୀ, ଏହି ଆକ୍ରମଣରେ ଆହତ ହୋଇଥିବା ୯ ଜଣଙ୍କ ମଧ୍ୟରୁ…

ନିର୍ବାଚନ ଅଧିକାରୀଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ସମ୍ବଲପୁରରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ଦିନ ବିଜେଡ଼ି ଦାବି କରିଛି । ଏନେଇ ବିଜେଡ଼ିର ଏକ ପ୍ରତିନିଧି ଦଳ…

ବିଜେଡ଼ି ଓଡ଼ିଶାରେ ଗଣତନ୍ତ୍ରକୁ ଧ୍ୱଂସ କରୁଛି: ଅମିତ ଶାହ

ଢେଙ୍କାନାଳ: ରାଜ୍ୟରେ ‘ବାବୁରାଜ’ ଚଳାଇ ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଗଣତନ୍ତ୍ରକୁ ଧ୍ୱଂସ କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି । ଏଠାରେ ବିଜେପି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ’ ସମାବେଶରେ ଯୋଗଦେବା ସହିତ ସଭାକୁ ସମ୍ବୋଧିତ କରି କହିଛନ୍ତି,…

ଓଡ଼ିଶାର ୨ୟ ପର୍ଯ୍ୟାୟ ନିର୍ବାଚନ: ୨୭୯ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର: ଏପ୍ରିଲ ୧୮ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୨ୟ ପର୍ଯ୍ୟାୟରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ଲାଗି ମତଦାନ କରିବେ ଭୋଟର୍ । ଯେଉଁ ୫ଟି ଲୋକସଭା ଆସନ ଗୁଡ଼ିକ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ ସେହି ଆସନ…

ନିର୍ବାଚନ କମିଶନଙ୍କ ହେଲିକପ୍ଟର ଯାଞ୍ଚ: ଶାନ୍ତ ରହିଲେ ନବୀନ, ଗର୍ଜିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଗତକାଲି ରାଉରକେଲା ଗସ୍ତରେ ଯାଇଥିଲେ । ଏହି ସମୟରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ନବୀନଙ୍କ ହେଲିକପ୍ଟର ସହ ଲଗେଜ୍ ମଧ୍ୟ ଯାଞ୍ଚ କରିଥିଲେ । ଏସମ୍ପର୍କୀତ ଏକ…

ଖୋର୍ଦ୍ଧା ବିଜେପି ନେତା ହତ୍ୟାକାଣ୍ଡର ଖୁବଶିଘ୍ର ହେବ ପର୍ଦ୍ଦାଫାଶ: କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧାର ୯ ନଂ ୟୁନିଟ ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ଅଜଣା ଦୁର୍ବୃ ହତ୍ୟା କରିବା ପରେ ପୋଲିସ ୨ ଜଣ ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ଏହି ୨ ବ୍ୟକ୍ତିଙ୍କ ଠାରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅନେକ…

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ’ର କିଛି ଝଲକ…

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ରୋଡ ଶୋ’ ଆରମ୍ଭ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପୋଲିସ ମୁହାଁମୁହିଁ ଝଗଡ଼ା, ଭାଇରାଲ୍ ହେଲା ଭିଡ଼ିଓ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ପୋଲିସ ଅଧିକାରୀଙ୍କ ସହିତ ପାଟିତୁଣ୍ଡ ହେବାର ଏକ ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ବୁର୍ଲ୍ଲାର ଏମସିଏଲ ହେଲିପ୍ୟାଡ଼ରେ…

ଇଭିଏମକୁ ନେଇ କଂଗ୍ରେସ ବିଧାୟକ ଭୋଟରଙ୍କୁ ଭ୍ରମିତ କରୁଥିବା ଅଭିଯୋଗ

କୋରର : ଇଭିଏମର ଦ୍ୱିତୀୟ ବଟନ୍ ଚିପିଲେ କରେଣ୍ଟ ଲାଗିବ ବୋଲି ନିର୍ବାଚନୀ ପ୍ରଚାର ବେଳେ ଛତିଶଗଡର ଜଣେ କଂଗ୍ରେସ ବିଧାୟକ ଭୋଟରଙ୍କୁ କହିଛନ୍ତି । ରାଜ୍ୟ ଅବକାରୀ ଓ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ କବାସୀ ଲଖମା ଛତିଶଗଡର କୋଙ୍କର ଜିଲ୍ଲାର ଏକ ନିର୍ବାଚନୀ ର‌୍ୟାଲିରେ ମତଦାତା ମାନଙ୍କୁ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ କରିବ । ଏହି ବିଜେପି ନେତାଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଥିଲେ । ଏନେଇ ଅତିରିକ୍ତ ଡିଜିପି ବି କେ ଶର୍ମା…