Latest Odisha News

BREAKING NEWS

Browsing Category

ରାଜନୀତି

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ୧ମ ପର୍ଯ୍ୟାୟ ଭୋଟ ଗ୍ରହଣରେ ପ୍ରବଳ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ । ଯେଉଁ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାତାମାନେ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସେଗୁଡ଼ିକ ହେଲା – କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ…

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ‘କାଳିଆ ଯୋଜନା’କୁ କେହି ବନ୍ଦ କରିପାରିବେ ନାହିଁ: ନବୀନ

ସୁନ୍ଦରଗଡ଼: “ଆପଣମାନେ କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି, ଏପର୍ଯ୍ୟନ୍ତ, ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ମାତ୍ର ବିଜେପି ଏହି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଚାଷୀମାନଙ୍କୁ ଆମେ ନ୍ୟାୟ ଦେବାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି…

ଜାଣନ୍ତୁ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରୁ କିଏ ଲଢୁଛନ୍ତି…

ଭୁବନେଶ୍ୱର: ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ଯଥାକ୍ରମେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କର ଭାଗ୍ୟ…

ଆଜି ସୁନ୍ଦରଗଡରେ ନବୀନ, ଜୋର ଧରିଲା ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ସମାପ୍ତ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ…

ବିଜେଡ଼ିରେ ମିଶିଲେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବାପରେ ସନ୍ଧ୍ୟାରେ ବିଜୁ ଜନତା ଦଳ (ବିଜେଡ଼ି)ରେ ଯୋଗଦାନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ସମୟରେ ଦଳ ସୁପ୍ରିମୋ…

ବିଜେଡ଼ି ଇସ୍ତାହାରରେ ଆମେ କୃଷକ, ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇଛୁ: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୃଷକ, ମହିଳା ଓ ଯୁବବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ସ୍ୱତନ୍ତ୍ର ଭାବେ ଏହି…

ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ବୈଜୟନ୍ତଙ୍କ ସହ ବିବାଦ ତେଜିଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଦଳର ଜଣେ ପୂର୍ବତନ ସାଂସଦ ମିଥ୍ୟା ପ୍ରଚାର କରିଛନ୍ତି ବୋଲି ସୋମବାର ଦିନ ଏନଡିଟିଭି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ନବୀନ କହିଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ବୈଜୟନ୍ତ ହାସ୍ୟାସ୍ପଦ କହି ଏଡାଇ…

ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ସୁମିତ୍ରା

ଭୁବନେଶ୍ୱର : ଓଡିଶାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ଦିନ ରହିଥିବାବେଳେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଜେନା ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କ ଇସ୍ତଫା ଲାଗି ଓପିସିସି ସଭାପତି ନିରଞ୍ଜନ…

୨ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ୨ଟି ବିଧାନସଭା ଆସନରୁ ପ୍ରାର୍ଥୀ ବଦଳାଇଥିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମଙ୍ଗଳବାର ଦିନ ଘୋଷଣା କରିଛି । କଂଗ୍ରେସ ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିମାପଡା ବିଧାନସଭା ଆସନରୁ ସତ୍ୟବ୍ରତ…

ଆଜି ପୁରୀରେ ରୋଡ ଶୋ’ କରିବେ ଅମିତ ଶାହ

ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏସମ୍ପର୍କରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ଶାହ ଅପରାହ୍ନ ପ୍ରାୟ ୫ଟା ବେଳେ ଭୁବନେଶ୍ୱର…