Latest Odisha News

BREAKING NEWS

Browsing Category

ରାଜନୀତି

ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ିର ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲୋକସଭା ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ଗୁରୁବାର ଦିନ ବିଜେଡ଼ିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ।…

ସରିଲା ଓଡ଼ିଶାରେ ୧ମ ପ୍ରର୍ଯ୍ୟାୟ ନିର୍ବାଚନ, ୬ଟା ସୁଦ୍ଧା ୬୮ % ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଲାଗି ହେଉଥିିବା ଭୋଟଗ୍ରହଣରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ % ମତଦାନ ହୋଇଥିବା ନିର୍ବାଚନ କମିଶନ ଗୁରୁବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ନିର୍ବାଚନ କମିଶନ କହିଛନ୍ତି, ଓଡ଼ିଶାରେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ…

ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ବିଜୟ ନାୟକ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ନାୟକ ବିଜୁ ଜନତା ଦଳ (ବିଜେଡ଼ି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି । ନବୀନ କିଶୋର ତରାଇ ଓ ନିଶିକାନ୍ତ ପ୍ରଧାନଙ୍କୁ…

ନାଗପୁରରେ ଭୋଟ୍ ଦେଲେ ବିଶ୍ୱର କ୍ଷୁଦ୍ରତମ ମହିଳା ଜ୍ୟୋତି

ନାଗପୁର: ବିଶ୍ୱର ସବୁଠୁ ବାଙ୍ଗରା ମହିଳା ଜ୍ୟୋତି ଆମଗେ ଗୁରୁବାର ଦିନ ମହାରାଷ୍ଟ୍ରର ନାଗପୁରଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ୨୫ ବର୍ଷିୟା ମହିଳା ଜଣକଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧ ଏଞ୍ଚ । ଜ୍ୟୋତିଙ୍କ କମ ଉଚ୍ଚତା ଯୋଗୁଁ ଭୋଟଗ୍ରହଣ କରାଯାଉଥିବା ଟେବୁଲ୍ ଉପରେ ଛିଡ଼ା ହୋଇ…

ଓଡ଼ିଶା ପ୍ରତି କେନ୍ଦ୍ରର ଉଦାସୀନତାକୁ ନବୀନଙ୍କ ସମାଲୋଚନା

ସୋନପୁର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳାକୁ ସମାଲୋଚନା କରିଛନ୍ତି । ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ଅବସରରେ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ…

ଗଞ୍ଜାମରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଜଣେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଝାଟିଆପଦର ବୁଥ୍ ନଂ-୮୨ର…

ଦଳ ଛାଡିଲେ ଓଡିଶା କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି…

ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ପୁଣିଥରେ ଓଡିଶା ଗସ୍ତରେ ଆସିବେ । ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଆୟୋଜିତ ଏକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ,…

ଇଭିଏମ୍ ମେସିନ୍ ମରାମତିରେ ବିଳମ୍ବ ଯୋଗୁଁ ଘରକୁ ଫେରିଲେ ଭୋଟର୍

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଅଚଳ ଇଭିଏମ୍ ଓ ଭିଭିପିଏଟି ମେସିନ୍ ମରାମତିରେ ବିଳମ୍ବ ଯୋଗଁ ମତଦାନ ନକରି ଘରକୁ ଫେରିଲେ ଭୋଟର୍ । ରାୟଗଡା ଜିଲ୍ଲାରେ ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ…

ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଇଭିଏମ୍ ଓ ଭିଭିପିଏଟି ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ପରବେଡା…