Latest Odisha News

BREAKING NEWS

Browsing Category

ରାଜନୀତି

ବରିଷ୍ଠ ବିଜେଡ଼ି ନେତା ଶଶୀ ଭୂଷଣ ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଲଢିବେ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡ଼ି)ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରାପଡ଼ା ଆସନରୁ ବରିଷ୍ଠ ନେତା ଶଶୀ ଭୂଷଣ ବେହେରାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ରହିଥିବା ଶଶୀ ଭୂଷଣ ୨୦୧୪ ବିଧାନସଭା ନିର୍ବାଚନରେ…

ବିଜେଡ଼ି ଇସ୍ତାହାରରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଛି: ନବୀନ

ନୂଆପଡ଼ା: ବିଜେଡ଼ି ପୁନର୍ବାର କ୍ଷମତାକୁ ଆସିଲେ ମିଶନ ଶକ୍ତି ଅନ୍ତର୍ଗତ ମହିଳାମାନଙ୍କ ଲାଗି ୫ ହଜାର କୋଟି ଅର୍ଥ ସହାୟତା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ତଥା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୦ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: ବିଜେପି ବିରୋଧରେ ବିଜେଡିର ମାମଲା ରୁଜୁ

ଭୁବନେଶ୍ୱର : ବିଜେପିର ୨୦୧୯ ଘୋଷଣା ପତ୍ରରେ ଓଡିଶାର ସାଢେ ୪ କୋଟି ଜନତାଙ୍କୁ ପ୍ରତାରଣା କରାଯାଇଥିବା ନେଇ ଶାସକ ଦଳ ବିଜେଡି ବିଜେପି ବିରୋଧରେ ଅଭିଯୋଗ କରିଛି । ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଲାଗି ପ୍ରତୁଶ୍ରୁତି ଦେଇଥିଲେ । ମାତ୍ର…

ଭଣ୍ଡାରୀପୋଖରୀ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଣ୍ଡାରୀପୋଖରୀ ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନେଇ ନିରଞ୍ଜନ ଟ୍ୱିଟ୍ କରିଛନ୍ତି ।…

ଆସନ୍ତାକାଲି ପୁରୀରେ ରୋଡ ଶୋ’ କରିବେ ଅମିତ ଶାହ

ପୁରୀ : ଗଞ୍ଜାମର ପୋଲସରାରେ ନିର୍ବାଚନୀ ପ୍ରଚାର କରିବାର ଦୁଇଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ ଶୋ’ କରିବେ । ଏସମ୍ପର୍କରେ ପାର୍ଟି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତ. ଏହି ରୋଡ ଶୋ’ ପୁରୀ…

ଆଜି ନୂଆପଡ଼ା ଓ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ଆଉ ୩ ଦିନ ବାକି ଥିବା ବେଳେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରୁଛନ୍ତି । ନବୀନ ଆଜି ଏହି ଦୁଇଟି ଜିଲ୍ଲାରେ ବିଜେଡ଼ି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ…

କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ, ମହିଳା ଓ କୃଷକଙ୍କ ପରି ୧୯ଟି ପ୍ରସଙ୍ଗକୁ ଦଳର ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ଶାଖା ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି । ଏହି ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମହିଳା, କୃଷକ, ଯୁବବର୍ଗ ତଥା ଜନଜାତି ଓ ଅନୁନ୍ନତ ଜାତିଙ୍କ ପରି ୧୯ଟି ଗୁରୁତ୍ୱପୂର୍ଣ୍ଣ…

ବିଜେପିର ନିର୍ବାଚନ ଇସ୍ତାହାର ପ୍ରକାଶ, ପୁରୀ ହେବ ଭାରତର ସାଂସ୍କୃତିକ ପ୍ରାଣକେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ମତଦାନ ହେବାର ଅବ୍ୟବହିତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ନିବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶିତ କରିଛନ୍ତି । ଓଡ଼ିଶାରେ ଦାରିଦ୍ର‌୍ୟତାକୁ ମୂଳୋତ୍ପାଟନ, ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ମହିଳାଙ୍କ ସୁରକ୍ଷା, ସବୁ ଜିଲ୍ଲାରେ…

ଦଳ ଛାଡ଼ିଲେ ବିଜେଡ଼ି ଷ୍ଟାର୍ କ୍ୟାମ୍ପେନର୍ ରବି ନାରାୟଣ ପାଣି

ଭୁବନେଶ୍ୱର: ପାଲଲହଡ଼ା ବିଧାନସଭା ଆସନ ଲାଗି ଆଶାୟୀ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡ଼ି ନେତା ରବି ନାରାୟଣ ପାଣି ରବିବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନବୀନ ନିବାସରେ ନିଜର ଇସ୍ତଫା ପତ୍ର ବିଜେଡ଼ି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ…

ନିରଞ୍ଜନ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଲଢିବେ ନିର୍ବାଚନ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ଦିନ ଓଡିଶାର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକାରେ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବା…