Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିରୁ ଇସ୍ତଫା ଦେଲେ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ରାଜକିଶୋର ଦାସ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଜଣେ ଟାଣୁଆ ବିଜେପି ନେତା ଭାବେ ବିବେଚିତ ହେଉଥିବା ରାଜକିଶୋର ଦାସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ…

ନିର୍ବାଚନ ଲଢିବେନି ପ୍ରତ୍ୟୁଷା ରାଜେଶ୍ୱରୀ, ଦଳୀୟ ପ୍ରଚାର ଦାୟିତ୍ୱ ନେବେ

ଭୁବନେଶ୍ୱର: କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଶନିବାର ଦିନ ଯୋଗଦାନ କରିବା ପରେ ଦଳୀୟ ଟିକଟରେ ସେ ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଜୋର୍ ଧରିଥିଲା । ମାତ୍ର ସେ ନିର୍ବାଚନ ନ’ଲଢି ଦଳୀୟ ପ୍ରଚାର ଦାୟିତ୍ୱରେ ନିଜକୁ ସାମିଲ୍ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।…

ଦଳ ଛାଡ଼ିଲେ ବିଜେଡ଼ି ନେତା ବୃନ୍ଦାବନ ମାଝୀ

ଭୁବନେଶ୍ୱର: ବିଜେଡ଼ି ନେତା ବୃନ୍ଦାବନ ମାଝୀ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଶନିବାର ଦିନ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରି କହିଛନ୍ତି, ଦଳୀୟ ଟିକଟ ବଣ୍ଟନରେ ଅନୀୟମିତତା ଯୋଗୁଁ ସେ ଅସନ୍ତୋଷ ପ୍ରକାଶ କରି…

ବିଜେପିରେ ବିଦ୍ରୋହ

ଭୁବନେଶ୍ୱର: ପର ଘର ଭାଙ୍ଗି ନିଜ ଘର ସଜାଡୁଥିବା ଦଳକୁ ଏବେ ଲାଗିଛି ଜୋରଦାର ଝଟକା । ବିଦ୍ରୋହ ତୀବ୍ରରୂପ ଧାରଣ କରିଛି ବିଜେପିରେ । ଦୁଇ ଦୁଇଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପି ଟିକେଟ ଘୋଷଣା ହେବା ପରେ ବଢ଼ିଛି ବିଦ୍ରୋହ । ଗତ ୨୧ ତାରିଖରେ ୧୦ଟି ଲୋକସଭା ଓ ୯୯ଟି…

ଏଥର ବିଜେପି ପକ୍ଷରୁ ଓଡ଼ିଶାରେ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର : ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନ ଲାଗି ତାରକା ଖଚିତ ପ୍ରଚାରକଙ୍କ ସହ ବିଜେପି ଏକପ୍ରକାର ପ୍ରସ୍ତୁତ ହୋଇପଡିଲାଣି । ଭାରତୀୟ ଜନତା ପାର୍ଟି ଓଡିଶା ଶାଖା ପକ୍ଷରୁ ଏଥର ୪୦ ଜଣ ରଥୀମହାରଥୀ ତାରକା ଖଚିତ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନିଆଯାଇଛି । ଏହି…

ପଦ୍ମ ଧରିଲେ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : କନ୍ଧମାଳ ସାଂସଦ ପ୍ରତ୍ୟୁଷା ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରତ୍ୟୁଷା । ଏହି ଅବସରରେ କେଭିଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନକ…

ହେମାନନ୍ଦଙ୍କ ସୁନ୍ଦରଗଡ଼ ରାଜନୀତି: ସାନଝିଅ କଂଗ୍ରେସରୁ ବିଧାନସଭା ଓ ବଡ଼ଝିଅ ବିଜେଡ଼ିରୁ ଲୋକସଭା ନିର୍ବାଚନ ଲଢିବେ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଗତ କିଛି ବର୍ଷ ହେଲା ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଅନ୍ତର୍ଦ୍ଧାନ ହୋଇପଡ଼ିଥିବା ଭଳି ଲାଗୁଥିଲେ ମଧ୍ୟ ୨୦୧୯ ବିଧାନସଭା ନିର୍ବାଚନ ଆରମ୍ଭରୁ ବେଶ୍ ଚର୍ଚ୍ଚାରେ ରହିଆସୁଛନ୍ତି । ନିଜେ ନିଜ ଲାଗି…

ଟିକେଟ୍ ନମିଳିବାରୁ ଦଳ ଛାଡିଲେ ଖରିଆର ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର : ନୂଆପଡା ଜିଲ୍ଲା ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି ଶୁକ୍ରବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ମାଝି ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଆହୁରି ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ…

କଂଗ୍ରେସରୁ ପ୍ରାର୍ଥୀ ହେଲେ ମାଓବାଦୀ ନେତାଙ୍କ ପତ୍ନୀ, ଜଟଣୀରୁ ଲଢିବେ ସୁରେଶ ରାଉତରାୟ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ୩ ଦିନ ପରେ ଏଆଇସିସି ପକ୍ଷରୁ ଶୁକ୍ରବାର ରାତିରେ ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲୋକସଭା ଓ ୫୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର ଓ…

ପୁରୀରୁ ଲଢିବେ ସମ୍ବିତ ପାତ୍ର, ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ୧ମ ପର୍ଯ୍ୟାୟରେ ୧୦ଟି ଲୋକସଭା ଏବଂ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି, ତେବେ ଶନିବାର ଦିନ ୨ୟ ପର୍ଯ୍ୟାୟରେ ବିଜେପି ୫ଟି ଲୋକସଭା ଏବଂ ୨୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ତାଲିକା ଘୋଷଣା କରିଛି । ପୁରୀ ଲୋକସଭା…