Latest Odisha News
Browsing Category

ଚେତନାର ଚୌହଦୀ’

ସମ୍ପର୍କର ଶଗଡି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ସମ୍ପର୍କର ଶଗଡିକୁ ଛାଡି ଟଙ୍କାର ଇଞ୍ଜିନି ପଛରେ ରେ ଆଜି ଦୌଡୁଛି । ଟଙ୍କା ନରମ ଶେଯ ଦେଇପାରେ କିନ୍ତୁ ନିଦ ଦେଇପାରେନା । ଟଙ୍କା ଭୋଜନ ଦେଇପାରେ କିନ୍ତୁ ଭୋକ ଦେଇପାରେନା । ଟଙ୍କା ସୁନ୍ଦର ପୋଷାକ ଦେଇପାରେ କିନ୍ତୁ…

ଜୀବନର ରହସ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମୃତ୍ତିକା ଏକ ପ୍ରାକୃତିକ ବସ୍ତୁ । ଏହା ପୃଥିବୀ ପୃଷ୍ଠର ଚତୁର୍ଦ୍ଦିଗରେ ବ୍ୟାପ୍ତ । ପ୍ରତ୍ୟକ ଜୀବଜନ୍ତୁ ବୃକ୍ଷଲତା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଖାଦ୍ୟ ଏବଂ ଆଶ୍ରୟ ପାଇଁ ମୃତ୍ତିକା ଉପରେ ନିର୍ଭରଶୀଳ । ‘ମା’ ଭଳି ଏହା ସମଗ୍ର…

ଶ୍ରଦ୍ଧା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଦେବଭୂମି ଭାରତ, ଯାହାର ମାଟିରେ ତିଳକ କରାଯାଏ । ଯେଉଁ ଭୂମିର ନଦୀକୁ ସଦା ନମନ କରାଯାଏ । ସେହି ମାଟିରେ ଆମେ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ୍ । ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବା ସହିତ ଭକ୍ତି…

ରାମ ନାମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅଦିନିଆ କାଳବୈଶାଖୀରେ ଆମେ ସମସ୍ତେ ଦେଖୁଛୁ ଯେ କୁଆପଥର ଆକାଶରୁ ଧରା ପୃଷ୍ଠରେ ପଡୁଛି । ଧରାରେ ପଡୁଥିବା କୁଆପଥର ବାୟୁମଣ୍ଡଳର ଅଦୃଶ୍ୟ ବାଷ୍ପୀଭୂତ ଜଳ । ସେ ସମାନ ଦୃଶ୍ୟମାନ ରୂପକୁ ତରଳ ଅବସ୍ଥାରେ ଜଳ କୁହାଯାଏ ଏବଂ କଠିନ ଆକାରରେ…

ଧୈର୍ଯ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂକଟ ସମୟରେ ଉଦବିଘ୍ନତା ଓ ବିଚଳିତ ହେବା । କଠିନ ପରିସ୍ଥିତିରେ ମନର ସ୍ଥିରତା ଆଣିବା ଏବଂ ସହନଶୀଳତାର ସହିତ କାର୍ଯ୍ୟ କରିବାକୁ ହିଁ ଧୈର୍ଯ୍ୟ କୁହାଯାଏ । ବସ୍ତୁତଃ ଧୈର୍ଯ୍ୟ ନକରାଞଗକ ପୂର୍ବରୁ ସକାରାଞଗକ ମନୋଭାବ ପୋଷଣ ଓ…

ସଂସ୍କାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂସ୍କାରର ଅର୍ଥ- ଶରୀର ମନ ଓ ଆଞଗାର ଶୁଦ୍ଧିକରଣ ବା ପବିତ୍ରତା । ପରବର୍ତ୍ତୀ ପୀଢ଼ିକୁ ଶିକ୍ଷା, ଦିକ୍ଷା, ଉତ୍ତମ ଗୁଣ, ବ୍ୟବହାର, ନୈତିକ ମୂଲ୍ୟବୋଧର ଜ୍ଞାନ ପ୍ରଦାନ କରିବା ସଂସ୍କାର ଓ ସଂସ୍କୃତି । ଜନ୍ମରୁ ଯଦି ପିଲାଟିକୁ…

ଆଶା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନର ଅଙ୍କାବଙ୍କା ନଈରେ ବହୁତ କିଛି ଆଶା କରେ । ସବୁ ଆଶା କେବେ ପୂର୍ଣ୍ଣ ହୁଏ ନାହିଁ । କେତେ ଆଶା ଆଶାରେ ରହିଯାଏ । କେତେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ଆଶା ପୂର୍ଣ୍ଣ ହୁଏ । ଆଶା ହେଉଛି ଏକ ଜହ୍ନରାତି । ଆଶା ଅଶିଣ…

ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଯିଏ କି କିଛି ନବୁଝି ନଶୁଝି ଆପଣଙ୍କର ଯେ କୌଣସି ପରିସ୍ଥିତିରେ ସାଥିରେ ରହିଥାଏ ସେ ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁ କେବେ ବି ଭଲ ମନ୍ଦ ବିଚାର କରେନାହିଁ । ଯେ ମିତ୍ରର ସୁବିଧା ଅସୁବିଧାରେ ପ୍ରଥମେ ଆସି ଉପସ୍ଥିତ ହୁଏ ସେ…

କର୍ମ ଫଳ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ - "କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ ... ଅର୍ଥାତ୍ କର୍ମ କରି ଚାଲ ଫଳ ପଛରେ ଆସୁଛି । ଆମେ ଆମର କର୍ମ ଅନୁସାରେ ଫଳ ଭୋଗ କରୁଛେ । ସେ ସତ୍ କର୍ମ ହେଲେ ସତ୍ ଫଳ, ଅସତ୍ କର୍ମ ହେଲେ ଅସତ୍ ଫଳ ।…

ଦୃଷ୍ଟିକୋଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନରେ ଶିକ୍ଷାର ସମାପ୍ତି ନାହିଁ । ଶିକ୍ଷା ନଦୀର ବାଲି ସଦୃଶ । ଆମେ ଯେତିକି ଶିକ୍ଷା ଗ୍ରହଣ କରିଛେ, ନଦୀର ଗୋଟିଏ ବାଲି । ଯିଏ କହେ ମୁଁ ସର୍ବଶାସ୍ତ୍ର ବିଶାରଦ । ତାହା ହେଉଛି ତାର ଅହଂକାର । କାଳିଦାସ କହିଥିଲେ "ବାଳାଦପି…