Latest Odisha News
Browsing Category

ଚେତନାର ଚୌହଦୀ’

ସ୍ପନ୍ଦନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସ୍ପନ୍ଦନ ହୃଦୟର ଗୀତ, ମନର ମିତ, ଜୀବନ କାଳର ବନ୍ଧନ । ସ୍ପନ୍ଦନ କେବେ ଅନାହାର ଶିଶୁର କ୍ରନ୍ଦନ ତ କେବେ ଅରଣ୍ୟ ରୋଦନ । ସ୍ପନ୍ଦନ ଅଭିନେତାର ଜୀବନ ଆଉ ଏ ସ୍ପନ୍ଦନ ମୁନିଋଷିଙ୍କର ଚିନ୍ତନ । ସ୍ପନ୍ଦନ ଜୀବନର କିଛି ଅବ୍ୟକ୍ତ ଭାବନା ।…

ଉଦାସୀନତା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଉଦାସୀନତା ହେଉଛି ଏକ ମାନସିକ ବିକୃତି । ଏଥିରେ, ବ୍ୟକ୍ତି ଅବସାଦଗ୍ରସ୍ତ ହୁଏ ଏବଂ ନକାରାତ୍ମକ ଚିନ୍ତାଧାରା ସର୍ବଦା ମନରେ ଆସେ । ଅନେକ ଥର ଜଣେ ବ୍ୟକ୍ତି ପରିସ୍ଥିତି ସାମ୍ନାରେ ଏତେ ନିଜକୁ ଅସହାୟ ଅନୁଭବ କରେ ଯେ ସେ ତୃତୀୟ ପନ୍ଥା…

ସମୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସମ‌ୟ ଏକ ଅମୂଲ୍ୟ ସ‌ମ୍ପଦ । କାଳର ଅନ୍ୟନାମ ସମୟ । ଏହା କାହାକୁ ଅପେକ୍ଷା କରେନାହିଁ।ଏହାର ସଦୁପୋଯୋଗ କରିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତି ଏହାର ମୁଲ୍ୟ ବୁଝିବା ଦରକାର । ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ…

କ୍ଷଣିକ ସୁଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସୁଖ - ଦୁଃଖ ଦୁନିଆର ରୀତି । ଜଣେ ସଫଳତାର ଅଶ୍ରୁ ପ୍ରଦାନ କରୁଥିବା ବେଳେ ଆଉ ଜଣେ ବିଫଳତାର । ଜଣେ ଯୁକ୍ତାତ୍ମକ ଆଉ ଜଣେ ବିଯୁକ୍ତାତ୍ମକ । ଯେମିତି ବଲ୍‌ବ୍‌ ଜଳିବା ପାଇଁ ବିଦ୍ଯୁତ୍‌ର ଆବଶ୍ଯକତା ; ସେମିତି ଜୀବନକୁ ସରସ ସୁନ୍ଦର…

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାର ର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି…

ଆତ୍ମସଞ୍ଜମୀ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଗୀତାରେ କହିଲେ - ପୁରୁଷ ଯେତେବେଳେ ଇନ୍ଦ୍ରିୟ ମାନଙ୍କର ଭୋଗରେ ଏବଂ ଫଳାଫଳ କର୍ମରେ ଆସକ୍ତ ରଖେ ନାହିଁ, ସେତେବେଳେ ସେ ସର୍ଵ ସଂକଳ୍ପ ତ୍ୟାଗୀ ଯୋଗାରୂଢ ଆତ୍ମସଞ୍ଜମୀ ଓ ସନ୍ୟାସୀ ବୋଲାଏ । ଜଣେ ରାଜାଙ୍କ କନ୍ୟା ପାଇଁ ବିଭିନ୍ନ…

ସମାଲୋଚନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ସଦାସର୍ବଦା ପାପ ଓ ପୁଣ୍ୟର ଧାରଣା ନିର୍ଦ୍ଧାରିତ । ଆମେ କିଛି ପରୋପକାର କରି ପକାଇଲେ ନିଜକୁ ଭାଗ୍ୟବାନ ମଣୁ । ଯଦି ଅମଙ୍ଗଳ ହେଲା ଭଳି କିଛି କର୍ମ କରୁ ତାକୁ ପାପ କହୁ । ମାତ୍ର ସ୍ଥୂଳ ଦୃଷ୍ଟିରେ ଯାହା ପାପ କି ପୁଣ୍ୟ, ସୂକ୍ଷ୍ମ…

ଜୀବନ ମୃତ୍ୟୁର ଅନ୍ତିମ ନିଷ୍ପତ୍ତି ଭଗବାନଙ୍କର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା ।…

ଗୁରୁଙ୍କ ପ୍ରତି ବିଶ୍ବାସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି କନାଖଣ୍ଡକୁ ନିଜ…

ସାତ୍ତ୍ଵିକ ତ୍ୟାଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ନିଷ୍କାମ ଓ ପରୋପକାର ରତ, ବିଷୟ ବାସନା ଓ ସୁଖଭୋଗରେ ଯେ ସମ୍ଭନ୍ଧ ରଖେ ନାହିଁ ସେ ତ୍ୟାଗୀ । କାମ୍ୟକର୍ମ ସବୁକୁ ତ୍ୟାଗ କରିବା ହେଉଛି ସନ୍ୟାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ କୁହାଯାଏ । ତ୍ୟାଗ ତିନି ପ୍ରକାର - ସାତ୍ତ୍ଵିକ,…