Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୯ ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୮  ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଭାଷା ଭାଗବତ : ସ୍ବହସ୍ତେ ସ୍ବଭାଷା ଟେକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୭ ଲଢ଼ିବାକୁ ପୋଷୁଁ ସାହସ ମୁହଁରେ ଚହଟାଉଁ ହସ ହସ କରେନାହିଁ ନିରାଶ କରିବା ଏ କଥା ବିଶ୍ବାସ ଆଶା ଥିଲେ, ଥାଏ ପ୍ରୟାସ ଆସ୍ଥା ଥିଲେ, ଥାଏ ବିଶ୍ବାସ କାର୍ଯସାଧନ ଅନାୟାସ କରଇ ଆପଣା ସାହସ ହୋଇଲେ ସଂସ୍କାର ବିମୁଖ…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୬  ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଭାଷା ଭାଗବତ : ବ୍ୟକ୍ତି ଓ ଉକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୫  ବ୍ୟକ୍ତିର ଉକ୍ତିକୁ ଖଂଡନ ଅଥବା ସ୍ବୀକାର ମଂଡନ କରିଲେ ହୁଏନାହିଁ କ୍ଷତି ସୁସ୍ପଷ୍ଟ ହୁଏ ଲୋକମତି ବ୍ୟକ୍ତିକୁ ଦେଲେ ଅପମାନ ଭାଷା ମର୍ଯାଦା ହୁଏ କ୍ଷୁଣ୍ଣ ବ୍ୟକ୍ତିକୁ କଲେ ହୀନମାନ ଭାଷାଟେ ହୁଅଇ ବିପନ୍ନ ବ୍ୟକ୍ତି ଓ…

ଭାଷା ଭାଗବତ : ଶବ୍ଦାଡ଼ଂବର ପ୍ରଦର୍ଶନୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୪ ଶବ୍ଦାଡ଼ଂବର ପ୍ରଦର୍ଶନୀ କରଂତି ଅଳ୍ପ କିଛି ଜାଣି ତାଂକର ସୁମଧୁର ବାଣୀ ଦୁର୍ବୋଧ୍ୟତା ହିଁ ପାରେ ବୁଣି ଏପରି ଲେଖକ ଓ କବି ବାସ୍ତବତାର ଅନୁଭବୀ ନ ହୋଇ ଆଂକି ଶବ୍ଦଛବି ହୁଅଂତି ପ୍ରାୟ ଅପ୍ରଭାବୀ ଶବ୍ଦକୋଷଟି ପାଖେ ରଖି…

ଭାଷା ଭାଗବତ : ଭାଷାର ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୩ କବିତା ପଢ଼ି ଜଣେ କବି ପାରେନି ନୂଆ କିଛି ଭାବି ଅନୁକରଣ ବାରଂବାର ହୁଅଇ ଅଭ୍ୟାସ ତାହାର ଅନ୍ୟ କବିର ପଛୁଆଳ ହୋଇ ବିତାଇ ଦିନକାଳ ଗଢ଼ିଲେ ପ୍ରଶଂସକ ଗୋଷ୍ଠୀ ତହିଁରୁ ପାଏ ସେ ସଂତୁଷ୍ଟି ବାସ୍ତବ ଜୀବନ ସହିତ ନ ହୋଇ କେବେ…

ଭାଷା ଭାଗବତ : ମାଟିଲଗ୍ନ ଭାଷା ସୁସଂପନ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୨ ମାତୃଭାଷାକୁ ଭାବି ନ୍ୟୂନ ନ କଲେ ପଠନ ଲିଖନ କ'ଣ ହୁଏ ଯେ ଭାଷାବସ୍ଥା ଦେଖିଲେ ବି ପଶେନି ଚେତା ଉଦ୍ଧୃତ ବାଣୀର ମହତ୍ତ୍ୱ ବୁଝି ପାରେନି ବ୍ୟକ୍ତି ଚିତ୍ତ ସଂସର୍ଗ ହେଲେ ବ୍ୟକ୍ତିଗତ ସର୍ବେ ହୁଅଂତି ଉପକୃତ ପ୍ରତ୍ୟକ୍ଷ…

ଭାଷା ଭାଗବତ : ପ୍ରସଂଗ ଆଲୋଚନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୧ ପ୍ରସଂଗ ହେଲେ ଆଲୋଚିତ ଭାଷାଟେ ହୁଏନି ଉନ୍ନତ ସମସ୍ୟା କଲେ ଉତ୍‌ଥାପନ ଆପେ ମିଳେନି ସମାଧାନ ଆମର ଆଲୋଚକଗଣ ଅନେକ ପ୍ରବଂଧ ଲିଖନ କରଂତି ସିନା ଘନଘନ କିଛି ତ ଦିଶେନି ନୂତନ! ପୁନର୍ଲିଖନକାରୀଗଣ କରିଲେ ଚର୍ବିତ ଚର୍ବଣ…

ଭାଷା ଭାଗବତ : ପୁନର୍ବିଶ୍ଳେଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୦ ସ୍ତାବକ ମିଠା ମିଛ କହି ପାରେ ନେତାଂକ ମନ ମୋହି ତହିଁରୁ ମିଳେ ଅନୁଗ୍ରହ ଥାଉ ବା ନ ଥାଉ ଆଗ୍ରହ କ୍ଷମତାଖୋର୍‌ ହେଲେ ଲୋକ ମନରେ ଯଶ ଖ୍ୟାତି ଭୋକ କ୍ରମଶଃ ହୁଏ ଅସଂଭାଳ ଅଂତତଃ ମିଳେ ମିଠାଫଳ ରାଜନୀତିର ଏହି ପ୍ରଥା…