Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୨  ଜବା ଆସୁନି କାହିଁକି ଯେ ? କଣ ହେଲା ମ ତା'ର ? ଦେହ ଖରାପ  ହେଲାକି...କେଜାଣି। ଚନ୍ଦ୍ରା ନିଜକୁ ନିଜେ କହି ହେଉଥିଲା ମନେମନେ। ଆଣ୍ଟି କୋଉ ଶୁଣିବେ ନା କହିବେ,ପଚାରି କୋଉ ଲାଭ ତାଙ୍କୁ । ଟିକିଏ ଅଧିକା ସମୟ ତାଙ୍କ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୧ ବହୁତ ଜଲଦି ବହିଯାଉଥିଲା ବୋଧହୁଏ ଜୀବନ ନଈ। ଚିତ୍ର କରିବାର ମୋହ ଆଜିକାଲି ବେଶ୍ ଘାରୁଥିଲା। ବୋଧହୁଏ  ସେଇଥିପାଇଁ ରଘୁରାଜ ପୁରରୁ ଆସିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାକର । ପ୍ରାକୃତିକ ରଙ୍ଗଠାରୁ ଆରମ୍ଭ କରି ପଟ୍ଟି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ପାଦ ଘୋଷାରି ଚାଲୁଥିଲି କି, ଘୋଷାରି ହୋଇ ବାହାରି ଯାଉଥିଲି କେଜାଣି।ମୁକ୍ତିକାମୀ  ଖୋଜେ ମୁକ୍ତି  ତା'ର ପ୍ରତି ବାତାୟନ ଦ୍ବାରେ...କହୁଥିଲି ମନକୁ ମନ ।ପଛକୁ ଟାଣେ ତାହାହେଲେ କିଏ ...କିଏ ମ ପିଠିରେ  ହାତମାରି …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ମିଥିଳା ଦିଦି କାନ୍ଧରେ ହାତ ପକେଇଲା। ମୁଣ୍ଡରେ ହାତ ସାଉଁଳେଇ କହିଲା, ପୁଣିଥରେ ସଜାଡି ନେବାକୁ ନିଜକୁ। ଉପଦେଶ ଦେଇ ଦମ୍ଭିଲା ସ୍ବରରେ କହିଲା, 'ଯାଉନୁ ଦାଦାଭାଇଙ୍କ ପାଖକୁ ଆଜି।' ତାଙ୍କ କାମ ପାଇଁ ତ ପଠାଏ ସେ, ଏବେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୮ ମନରେ ଥରେ ଭାବି ନେଲି ମୁକ୍ତି ମାନେ ମୁକ୍ତିପାଇଁ ଅପେକ୍ଷା ନୁହେଁ ଏଇକ୍ଷଣି ଆରମ୍ଭ ହେବ ମୁକ୍ତିପଥର ଯାତ୍ରା। ସନ୍ତର୍ପଣରେ ଦେଖି ନେଉଥିଲି ଆଉଥରେ ଅନ୍ଧାରର ସ୍ମୃତିକୁ। ମନେ ରଖିବା ଦିନୁ ମାଆ ଓ ମୁଁ ୟାରି ଭିତରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୭ ଜବାର କାମ ସରିସରିଆସୁଥିଲା।ଫେରିବ ଏବେ ଘରକୁ।ବିବ୍ରତ ଲାଗୁଥିଲା ଆଜି କାହିଁକି କେଜାଣି। ଆଉ ସେଇ ଘସରା ଜୀବନ ଭଲ ଲାଗୁନଥିଲା। ଆଣ୍ଟିଗୋ ଆଜି ଯାଉଚି ଫେରି , କାଲି ଦିନ ଆସୁ ସୁଖକୁ ଧରି...। ଦେଖ, ଯୋଡିଯାଡି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୬ ଏବେ ଆରମ୍ଭ ହେଲା ବେଦ ,ଉପନିଷଦ ପଢା। ମାନନୀୟା ଶନ୍ନୋଦେବୀଙ୍କ ସହ ଯୋଗାଯୋଗ କରି ମାଆ ସବୁଦିନ ନେଇ ଯାଉଥିଲେ ତାଙ୍କ ପାଖକୁ। ସେ ବଡସୁନ୍ଦର ଭାବରେ ମୋ'ର ଜ୍ଞାନ ପରୀକ୍ଷା କରିନେଲେ। ବୁଝି ପାରିଲେ ମୋ' ଆଧାରଶକ୍ତିକୁ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୫ ଶୂନର କି ଶକ୍ତି  ସତରେ। ସଂଖ୍ୟାର ବାଁ ପଟେ କିଛି ମୂଲ୍ୟ  ନଥିବା ସମୟରେ ଡାହାଣରେ ଅମୂଲମୂଲ। ଗଣନା ହୁଅନ୍ତାକି ତା' ବିନା! ମୋ' ମାଟିର ମଣିଷ  ଧନ୍ୟ  ବାବା ଆର୍ଯ୍ୟଭଟ୍ଟ।ଶୂନରୁ ଆରମ୍ଭ ପ୍ରକ୍ରିୟା ,ସରିଲା ଯାଇ…

ପୈସା ତୋ ଗୟା ଗୟା , ଜୁହାର ଭି ଗୟା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ଗଳି ମୁଣ୍ଡରେ ଉଠା ଦୋକାନଟିଏ ପକେଇ ଲୁଗାପଟା ଇସ୍ତ୍ରୀ କରେ କନ୍ଦର୍ପ। ବହୁତ ମାନେ, ନାନୀ ,ନାନୀ ବୋଲି ଡାକେ, ଘରୁ ଆସି ଲୁଗା ନେଇଯାଏ, ଇସ୍ତ୍ରୀ କରି ଆଣିଦିଏ। ଏସନ ବର୍ଷା ଆରମ୍ଭରୁ ତା ଦୋକାନଟା ଭାଙ୍ଗି ରୁଜି ଯାଇଥିଲା, ଉପରୁ ପାଣି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪ ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ'ଣଏମିତି ହୋଇଥାଆନ୍ତା...। କେଜାଣି କିଏ ଭାଗ୍ୟ କରିଥିଲା ...ପଲଟୁ, ସିତୁ, ମାଆ ନା…