Latest Odisha News

BREAKING NEWS

Browsing Category

ଗଳ୍ପ

ଗଳ୍ପ : ଲେଖକର ଦୁଃଖ

ଜ୍ଞାନ ରଞ୍ଜନ କର ମୋହନ ବାବୁ ଜଣେ ବିଚିତ୍ର ବ୍ୟକ୍ତିତ୍ୱ। ଜୀବନରେ ପରୀକ୍ଷଣ ଓ ଅନୁସିଦ୍ଧାନ୍ତରେ ସମୟ କାଟି କାଟି ସେ ଆଜି ଜଣେ ପ୍ରସିଦ୍ଧ ଲେଖକ। ତାଙ୍କ ଲିଖିତ ବହି ଗୁଡିକ ବେଶ ପାଠକୀୟ ସ୍ୱୀକୃତି ଲାଭ କରୁଥିବାରୁ, ତାଙ୍କ ମନରେ ଗର୍ବ ଟିକିଏ ନାହିଁ ।। ହାହା. . କହିଥିଲି ବିଚିତ୍ର…

ଗପ : ଉପଦ୍ରବ

ଅମିତ୍ ଜେନା                                                                    ହରିପୁର ଗାଁ ମଝିରେ ନରି ଅଜା ର ଘର । ପୁଅ ମାନେ ସହର ଗଲା ପରଠୁ ନରି ଅଜା ଆଉ ଫୁଲ ଆଈ ଟିକେ ଏକଲା ପଡିଯାଇଛନ୍ତି । ପୁଅ ମାନଙ୍କ ପାଖକୁ ବୁଲି ଯିବାକୁ ବୁଢ଼ାବୁଢ଼ୀ ଅନେକ ଦିନରୁ ମନ ବଳେଇଲେଣି…

ଗଳ୍ପ : ବର୍ଷା

ମଞ୍ଜୁ ରାଣୀ ବେହେରା କେଜାଣି କେଉଁଠି ଥିଲା ଏ ଅଦିନିଆ ବର୍ଷା ଏକା ସାଙ୍ଗରେ ଘଡ଼ ଘଡି, ବିଜୁଳି, ପବନ ଓ ସେଥିରେ କରକାପାତ। ତିନି ଘଣ୍ଟା ହେଲା ଲଗାତାର ବର୍ଷୁଛି ଯେ ଥମିବାର ନା ନାହିଁ। ରାସ୍ତାର ଡାହାଣ କଡ଼ରେ ଜରି ଟଣା ଏକ ଭଙ୍ଗା ଚାଳରୁ ବଇରି ସାଜିଥିବା ସେଇ ଶୂନ୍ୟ ଆକାଶକୁ ଦେଖି…

ଗଳ୍ପ : ବାପା

ସ୍ବର୍ଣ୍ଣଲତା ମହାପାତ୍ର  ମୁଁ ଲେମ୍ବୁ ଆଚାର ଚାଟିଚାଟି ମିଷ୍ଟର ଇଣ୍ଡିଆ ସିନେମା ଦେଖୁଥିଲି।ରାତି ପାହିଲେ ରାକ୍ଷୀ ପୁନେଇଁ।ମା ଶିଳରେ ବିରି ଚାଉଳ ବାଟୁଥିଲା,ଘର୍ ଘର୍ କରି।ମତେ ବିରକ୍ତ ଲାଗିଲା।ମୁଁ କବାଟ ଆଉଜାଇ ଗୋଡ ହଲେଇ ହଲେଇ ଶାନ୍ତିରେ ଟିଭି ଦେଖିଲି। ବିକଳିଆ ଶବ୍ଦଟେ ବାହାରୁ…

ଗଳ୍ପ : ମୁଢ଼ିଭଜା

ପ୍ରସେନଜିତ ସେଠୀ  ଅଫିସ୍ଠୁ କିଛି ଦୂରରେ ଷ୍ଟାଫ୍ କ୍ୱାର୍ଟରସ୍। କିଛି ଷ୍ଟାଫ୍ ବିବାହିତ, ଆଉ କେତେ ଜଣ ଅବିବାହିତ। ଯେଉଁମାନେ ବିବାହିତ, ସେମାନେ ନିଜ ପରିବାରକୁ ସାଙ୍ଗରେ ରଖିଛନ୍ତି; ଅବିବାହିତମାନେ ଏକୁଟିଆ। ମୋ କ୍ୱାର୍ଟର ସାମନାରେ, ରଜତ ଓରଫ୍ ରାଜୁର କ୍ୱାର୍ଟର। ରାଜୁର ମୋର ଭଲ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ସେଦିନ ରାତିରେ ହଠାତ୍ ନିଦରେ ଏମିତି ଏକ ସ୍ଵପ୍ନ ଦେଖି ଚମକି ପଡ଼ିଲା ସ୍ଵାତୀ.... ବିଛଣାରୁ ଉଠି ବସି ପଡିଲା ମାତ୍ରକେ ସ୍ବାମୀ ଅରୁଣଙ୍କ ନିଦ ମଧ୍ୟ ଭାଙ୍ଗିଗଲା ଓ ଉଠି ପଚାରିଲେ... "କଣ ହେଲା, କାହିଁକି ଏମିତି ଉଠିଲ,କିଛି ଖରାପ ସ୍ବପ୍ନ ଦେଖିଲ କି? ଦେହ ତାର ଥରୁଥିଲା…

ଗଳ୍ପ : ବାପା

ସ୍ମୃତି ପଟ୍ଟନାୟକ ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଦିନ ରାତି ଘୁରିଲା ପରି, ବାପାମାନେ ବି ଘୁରି ବୁଲନ୍ତି ଦିନ ଓ ରାତି ନିଜ ସନ୍ତାନର ଚାରିପାଖରେ ଭଲମନ୍ଦରେ ସାମିଲ୍ ହେବା ପାଇଁସ୍ମୃତି ପଟ୍ଟନାୟକ । ମୁଁ ଛୋଟ ଥିଲା ବେଳେ ବାପା ଜଗନ୍ନାଥ ପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲେ,…

ଗଳ୍ପ : ମେକପ୍

ତନ୍ମୟୀ ପଣ୍ଡା ୟୁନିସେକ୍ସ ପାର୍ଲରର ଯାହା ବିଶେଷତ୍ବ , ସେଥିରେ ଥାଏ ଅଭିଜ୍ଞତା ପ୍ରଚୁର । ଅଭିଜ୍ଞ ଓ ପ୍ରଶିକ୍ଷିତ ହାତ । ପୁଣି ଏସବୁ ଗୋଟେଗୋଟେ ଟ୍ରେନିଂ ସେଣ୍ଟର ମଧ୍ୟ । ଆଉ ସହରର ସବୁତକ ଭିଡ଼ ସେଇଠି ଯେମିତି । ଖର୍ଚ୍ଚ ମଧ୍ୟ ସେମିତି । ନୟନିକା କହିବ - " ସ୍ତ୍ରୀ ଲୋକର ସବୁ…

ଗଳ୍ପ : ଅଦୃଶ୍ୟ ବୟସ

ଅମ୍ବିକା ସ୍ୱାଇଁ ଓହୋ,  ଏକ ବଡ଼ ଚିନ୍ତା ଗଲା, ଖୁବ୍ ଦୀର୍ଘ ନିଶ୍ଵାସଟି ପକାଇ ଅଲିଭା ଟେବୁଲ୍ ଉପରେ ଖାତା କଲମ ଥୋଇ ଦେଇ ମନେ ମନେ ଭାବୁଥିଲା ଯାହା ହେଉ, ବର୍ଷକ ତଳୁ ଆରମ୍ଭ କରିଥିବା ଉପନ୍ୟାସଟି ଏହି କିଛି ଦିନର ପରିଶ୍ରମରେ ଆଜି ପୂର୍ଣ୍ଣ ରୂପ ନେଲା । ଖାଲି ଯାହା ସାଜ ସଜା ହୋଇ…

ଗଳ୍ପ : ସାମାନ୍ୟ କଥନ

ଅମିୟ ବେଜ୍  ମୁଁ ସବୁବେଳେ ମା' ର ସେଇ ପ୍ରେମିକ କଥା ଭାବେ । ମୋର ଖୁବ୍ ଅଧିକ ଭାବିନେବାର ବୟସଟିଏ ହୋଇନଥିବାରୁ , କେବଳ ଏତିକି ଧାରଣା ତିଆରିପାରେ ଯେ , ଲୋକଟା ନିଶ୍ଚିତ ମାତ୍ରାଧିକ ପେଟୁ' ହୋଇନଥିବ ଓ ଶୋଇଶୋଇ ଅତ୍ୟଧିକ କର୍ଣ୍ଣକଟୁ ଘୁଙ୍ଗୁଡ଼ି ମାରୁନଥିବ । ଏଇ ଦୁଇ ଦୁର୍ଗୁଣ ନଥିବା…