Latest Odisha News

BREAKING NEWS

Browsing Category

କବିତା

କବିତା : ପ୍ରଥମାଷ୍ଟମୀ

ସଫଳା ଦାସ ମାସ ମଧ୍ୟେ ମାର୍ଗଶୀର ଋତୁ ରାଜ ବସନ୍ତ ବଡ ଠାକୁର କାଳିଆ ଜୟ ଜଗନ୍ନାଥ ।। ବରଷକ ବାର ମାସେ ଅଷ୍ଟମୀ ଅନେକ ପ୍ରଥମାଷ୍ଟମୀ ପାଳନ ପର୍ବ ଅଟେ ପାରିବାରିକ ।। ଜେଷ୍ଠ ପୁତ୍ର ,କନ୍ୟା ଭାବୀ ମୂରବି ଦାୟିତ୍ୱ କ୍ରୀୟା, କର୍ମ,ଘର ବୋଝ ମୁଣ୍ଡରେ ସ୍ୱତନ୍ତ୍ର ।।…

କବିତା : ଉଠ ଅର୍ଜୁନ

ପ୍ରସେନଜିତ ସେଠୀ ସୁସଜ୍ଜିତ ରଣକ୍ଷେତ୍ରେ, ଯୋଉଟି ନ୍ୟାୟ ହେବାର ଅଛି, ସତ୍ୟ ଓ ଧର୍ମର, ଯୋଉଟି ନାଶ ହେବାର ଅଛି, ଅନ୍ୟାୟ, ଅସତ୍ୟର, ସେଠି ଅର୍ଜୁନ ସାଜିଲେ କି ହେବ!! ଶୁଭେ ଘନଘନ ଶତ୍ରୁର ଗର୍ଜନ, ଯୋଉଟି ପ୍ରତିଶୋଧ ନେବାର ଅଛି, ହତ୍ୟାର, ଆପଣା ଜନର, ଯୋଉଟି ଗଢିବାର…

କବିତା : ସ୍ମୃତି

ସୁଷମା ପରିଜା  ଏମିତିକା କଥା ତ ନଥିଲା,  ଚାଲୁ ଚାଲୁ ବାଟଭାଙ୍ଗି ଚାଲିଯିବ ବୋଲି । ବାହା ବେଦୀରେ ସାତ ଦୀପ ,ଷୋହଳ କଳସ ସହ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ପରା ତୁମେ ସାତ ବଚନ ଦେଇଥିଲ ସାଥୀ ମୋର ହେବ ବୋଲି ସାତ ଜନ୍ମ ଯାଏଁ। ହେଲେ ଇଏ କ’ଣ କଲ ? ଗୋଟିଏ ଜନ୍ମ ବି ସାଥୀ ହୋଇ…

କବିତା : ଶୀତ

ଶୁଭ୍ରାଂଶୁ ଶେଖର ମାହୁନ୍ତ କାର୍ତ୍ତିକ ମାସରେ ପଲ୍ଲୀ ନବବଧୂ ପ୍ରତ୍ୟୁଷରୁ ସ୍ନାନ କରି , ଚଉଁରା ମୂଳରେ ଘିଅଦୀପ ଜାଳେ ମୂରୂଜ ପକେଇ ସାରି । ମୁକୁତା ସମ ଯେ କାକର ଝରଇ ସିକ୍ତ କରେ ତନୁମନ , ଗାଆଁ ମନ୍ଦିରର ଶଙ୍ଖ ଘଣ୍ଟା ଧ୍ବନି ପବିତ୍ର କରେ ଜୀବନ । ଦିଗନ୍ତ ବିସ୍ତାରୀ…

କବିତା : ତୁମ ବିନା

ବନ୍ଦନା ପଣ୍ଡା  ତୁମକୁ ମୁଁ ଖୋଜୁଥାଏ ସମୁଦ୍ରର ପ୍ରତିଟି ଢେଉରେ ବେଳାଭୂମି ବାଲୁକା ରାଶିରେ ଦିଗବଳୟ ସରଳରେଖାରେ ଅସ୍ତାଚଳ ସୂର୍ଯ୍ୟ ଲାଲିମାରେ ମୋ ନୀରବତାର ଝଡ଼ ତଳେ । ହାରି ଯାଏ ତରଙ୍ଗ କମ୍ପନ ଲୁହର ଶ୍ରାବଣକୁ ଧୋଇ ପାରେନି ସମୁଦ୍ର ଲବଣ ଅବା ଶାମୁକା କ୍ରନ୍ଦନ ତମେ ତ ସେଇଠି…

କବିତା : ଭୋକ

ସ୍ମୃତି ରଞ୍ଜନ ତ୍ରିପାଠୀ ଭୋକ ଗୋଟେ ଉଜ୍ଵଳ ଆଲୋକ ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ ଭୋକ ଗୋଟେ ଉଜ୍ଵଳ ଆଲୋକ ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ ଲୋଡୁଥିବା ଅସହାୟ ପୃଥିବୀ ଭୋକ ଗୋଟେ ଅନ୍ଧାରୀ ଅଭାବୀ ଅଡ଼ୁଆ ସୂତାର କ୍ଷଣେ କ୍ଷଣେ ଧିକାର କରୁଥିବା ଉତ୍କଟ ଅଥଚ ବାଧ୍ୟ…

କବିତା : ରୂପସୀ ତନୟା ଶୀତ

ସାଧନା ପଣ୍ଡା ପହିଲି ଶୀତର ପ୍ରତିଟି ଟୋପାରେ ତୁମ ପାଦ ଶବ୍ଦ ଶୁଭେ ସୋରିଷ କ୍ଷେତର ହଳଦୀ ପାଟରେ ଆନନ୍ଦ ଭରଇ ଲବେ । ପୃଥିବୀ ପଣତେ ଧୂମିଳ ପ୍ରଭାତେ ଛାଇ ଯାଅ ପ୍ରୀତି ବୋଳି ସରଗ ସୁଷମା ମରତରେ ଉଭା ଗୁଞ୍ଜଇ ନୁପୂର ତୋଳି । ଫେରିଛ କି ସତେ ଏଇ ଏ ମରତେ ରାଗର ମହ୍ଲାର ଗାଇ…

କବିତା : ଚକରେ ଜୀବନ

ଆଶୁତୋଷ ମିଶ୍ର ଅତୀତର ବୋଝ ସବୁ ବୋହିଥିଲି, ମୋ ରିକ୍ସାର ତିନୋଟି ଚକରେ ଭାବିଥିଲି ବର୍ତ୍ତମାନ ଆଉ ଭବିଷ୍ୟବି ବୋହିନେବି ପେଡଲ ମାଡ଼ରେ କେତେ ଗଳିକନ୍ଦି ଭିଡ଼ ରାସ୍ତାର ମଝିରେ ମୋ ରିକ୍ସା ଗଡ଼ିଯିବ ଗୋଟେ ନିଶ୍ୱାସରେ ଆଖିରୁ ବୋହିଗଲା ଭାବନାର ତରଳ ପଦାର୍ଥ ରିକ୍ସାର କଣା ଫୁଟା…

କବିତା : ଈଶ୍ୱର

ସଂଘମିତ୍ରା ରାଏଗୁରୁ  ମୁଁ ପ୍ରେମରେ ତୁ ବି ପ୍ରେମରେ ଫରକ ଏତିକି ମୁଁ ଲୁଣରେ ସମୁଦ୍ର ଦେଖେ ତୁ ଲୁଣର ସାନ୍ଦ୍ରତା ମାପୁଥାଉ ସମୁଦ୍ର ଭିତରେ ମୁଁ ଚର୍ଚ୍ଚାରେ ତୁ ବି ଚର୍ଚ୍ଚାରେ ଖବରଠୁ ଖବରକାଗଜ ଯାଏ ଯିଏ ଯେମିତି ଦେଖିଲା ସେଇ ନଜରରେ ପ୍ରେମ ଆଉ ଚର୍ଚ୍ଚା ଚର୍ଚ୍ଚା ଆଉ…

କବିତା : ଶବ ବ୍ୟବଚ୍ଛେଦ

ରାମକୃଷ୍ଣ  ଭାବରତିରେ ମୂର୍ଚ୍ଛା ଯାଇଥିବା ବେଳେ ତାକୁ ଘୋଷଣା କରିଦିଆଗଲା ମୃତ ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହ ଘେରରେ ଛନ୍ଦିହେଲା ଅକାଳରେ ଅପମରଣ ଚିରି ଭିତରେ ଖୋଜା ଚାଲିଲା କେଉଁଠି ଲୁଚିଛି ମୃତ୍ୟୁର କାରଣ ଛାତିର ବାଁପଟେ ଦରଫୁଟା ଗୋଟେ ଗୋଲାପ ଡାହାଣ ପଟେ ଗୋଟେ ପାଲଟଣା…