Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ସ୍ୱଳ୍ପ ଗଳ୍ପ : ଯାହା ଏରାସମସ୍ କହିଛନ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୨ ବହିପୋକ ବା ଯାହାକୁ ଆମେ ଇଂରେଜୀରେ "ବୁକୱାର୍ମ" ବୋଲି କହିଥାଉ ତାହାର ତାତ୍ପର୍ଯ୍ୟାର୍ଥ ହେଉଛି ଏମିତି ଜଣେ ବହିନିବାସୀ ଚରିତ୍ର ଯିଏ ସର୍ବଦା ବହିର ଜଗତରେ ବସବାସ କରିଥାଏ ଆଉ ସେ ସେହି ବହି ଜଗତର ଅଭ୍ୟନ୍ତରକୁ ଏଇଭଳି…

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ 'ରିଫ୍ଲେକସନ୍ସ' ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବର୍ତ୍ତମାନ ଆପଣମାନେ ସମସ୍ତେ ଏତେ ବିଚଳିତ କାହିଁକି? ସବୁ ଠିକ୍‌ଠାକ୍‌ ଅଛି ତ!” “ଠିକ୍ ଅଛି? କିଛି ଠିକ୍ ନାହିଁ -” ସ୍ତ୍ରୀଲୋକଟିଏ ଚିତ୍କାର କରି ଉଠିଲା । ଆଦୌ ବିବ୍ରତ ନ ହୋଇଥିବା ଭଳି ଦେଖାଯିବାକୁ…

କବିତା : ସବୁ ବଦଳିଯାଏ

ଗଜାନନ ମିଶ୍ର  ବଦଳିଯାଏ, ସବୁ ବଦଳିଯାଏ ସମୟ ସହିତ। ସବୁ ହାୱା ସବୁ ଦୃଶ୍ୟ ଅଦୃଶ୍ୟ ସବୁ ମାଟି ସବୁ ଆକାଶ ସବୁ ସବୁ ବଦଳିଯାଏ ଦେଖୁ ଦେଖୁ। ଦେଖୁ ଦେଖୁ କିଏ କେଉଁଆଡକୁ ଯାଏ, ଯାଏ, ଚାଲିଯାଏ। ଯାଏ ତାରା ଯାଏ ପାରା ଯାଏ ଧାରା ଯାଏ ଯାଏ ନଦୀକୁ ଆଉ ଆଉ ଗଭୀରୁ ଗଭୀରକୁ।…

ଭାଷା ଭାଗବତ : ଭାଷାର ସଂପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଚନିକ ଚର୍ଚାର ଅଂତ ଏଠାରେ ଘଟିବା ପର୍ଯଂତ ଦୋହଲୁଥିବ ମେରୁଖଂବ ହେବନି ଆଉ କାର୍ଯାରଂଭ ଅଯଥା କଥା କହି, ଶୁଣି ଅଶୁଣା ଶବ୍ଦ ଦେଲେ ବୁଣି ମିଳଇ ଆଦର ତତ୍କାଳ ସର୍ବେ ଚାଖଂତି ବିଷଫଳ କଥା କହି ଓ ଶୁଣି ପ୍ରୀତ ହେବାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସାମାନ୍ୟ ସୂଚନା ପାଇ ରାତ୍ରଜଗୁଆଳୀ ଦାୟିତ୍ୱରେ ଥିବା ଜଗ୍ କବାଟ ଖୋଲି ଧସେଇ ପଶିଆସିଲା । ସତେ ଯେମିତି ମିଃ. ଆଲାଷ୍ଟର୍‌ଙ୍କ ଅନୁପସ୍ଥିତଜନିତ ଶୂନ୍ୟସ୍ଥାନ ପୂରଣ କରିବ । ସେ ଜାଣିନଥିଲା ଯେ ଏଠି ଏତେ ଗୁଡ଼ାଏ…

କବିତା : କ୍ଳାନ୍ତ-ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ….. ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି … !…

ଭାଷା ଭାଗବତ : ଆଶା ପ୍ରିୟ ସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ପସଂଦ ମନରେ ରହେନାହିଁ ଦ୍ବଂଦ୍ବ ଉତ୍କୃଷ୍ଟ ହେଉ ଅବା ମଂଦ ଲେଖକ ସ୍ବଭାବେ ସ୍ବଚ୍ଛଂଦ ଅଶେଷ ଧୈର୍ଯବଂତ ହୋଇ ଯେ ସତେ ପ୍ରତୀକ୍ଷା କରଇ ମିଳୁ, ନ ମିଳୁ କିଛି ଫଳ ଆଶା ହିଁ ତାହାର ସଂବଳ ଲେଖୁଛିଁ, ପାରୁଛିଁ…

ଅଭୁଲା ଗୀତ : ମନ ମାରି ଦେ’ନା

ସଙ୍ଗୀତ : ଶ୍ରୀକୁମାର ଗୀତ ଗୀତ : ନରସିଂହ ମହାପାତ୍ର ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ଚଳଚ୍ଚିତ୍ର :  ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ତୁ ମନ ମାରିଲେ ଜଳେ ମୋ…