Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ଥଗିତ ନବଜାଗରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯିଏ ନିଜକୁ ଯାହା ଭାବୁଁ ତାହା ଯେହେତୁ ନୁହେ ସବୁ ଯେ ଯାହା ପାରିଅଛୁଁ ହୋଇ ତାହା ବି ଯଥେଷ୍ଟ ନୁହଇ ବ୍ୟକ୍ତିର ସବୁ ସଂଭାବନା ବ୍ୟକ୍ତ କରିବା କଳା ଜଣା ନ ଥାଏ, ତେଣୁ ଅସଂପୂର୍ଣ ସଂସାରେ ମଣିଷ ଜୀବନ ନିଜେ ହିଁ ନିଜର…

କବିତା : ଘୋଷଯାତ୍ରା ପାଇଁ ଆଶା

ରମେଶ ରଥ  ରଥପରେ ତୋତେ ଦେଖିବି ବୋଲିରେ କେତେ କରିଥିଲି ଆଶା, ସବୁ ଆଶା ମୋର ହୋଇଲା ନିରାଶା ପଡ଼ିଲାକି ଶନି ଦଶା।। ବରଷକେ ଥରେ ଆସୁ ରଥପରେ ପତିତ ଉଦ୍ଧାର ପାଇଁ, ହେଲେ ଏ ବରଷ କିମ୍ପାଇଁ ନିରାଶ କରିଲୁ ଜଗତ ସାଇଁ।। ଅନାଥର ନାଥ ତୁମ୍ଭେ ଜଗନ୍ନାଥ ଭକତର ଭାବଗ୍ରାହି ତୋ ରଥ…

ଭାଷା ଭାଗବତ : ଆମୂଳଚୂଳ ବିଡ଼ଂବନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମୂଳଚୂଳ ବିଡ଼ଂବନା ଦେଉଛି ଅନେକ ସୂଚନା ଯଦି ନ ପାରୁଁ ଏବେ ହେଜି ଭାଷା, ସଂସ୍କୃତି ଯିବ ହଜି ଏ ଅଟେ ବିଶାଳ ସଂସାର ପୁନଶ୍ଚ ମିଳିବା ଦୁଷ୍କର ହେଲେ ହେଁ ଲୋକଂକର ମତି ବିଭ୍ରାଂତ ହୋଇ ପାଏ ତୃପ୍ତି ପରସ୍ପରକୁ ଭଂଡି, ଠକି…

ଦୁଗ୍ଧ : ଏକ ବିକଳ୍ପର ଜନ୍ମକଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୩ ସ୍ମରଣରେ ଥାଉ ଏଇ ବ୍ରିଟିଶ ନାଆଁଟି । ଥୋମାସ୍ ସିପ୍ ଗ୍ରିମୱାଦେ । ଯେଉଁ ଘଟଣାକୁ ଉଲ୍ଲେଖ କରିବା ଆମର ଉଦ୍ଦେଶ୍ୟ ତାହାର ପ୍ରାୟ ଦଶ ବର୍ଷ ପରେ ଲଣ୍ଡନର ଏକ ସମାଚାର ପତ୍ର"ଲିଭିଙ୍ଗ ଏଜ୍" ତାହାର ୧୪ ଫେବ୍ରୁଆରୀ,୧୮୫୭…

ପୁସ୍ତକ ପରିଚୟ : ଆର୍ଯ୍ୟ ଜାତିର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଆର୍ଯ୍ୟ ଜାତିର ଇତିହାସ ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍. ବି. ପବ୍ଲିକେଶନ, କଟକ ଭାରତର ଇତିହାସ ଯେବେଠୁ ବିଦେଶୀ ଐତିହାସିକମାନଙ୍କ ଦ୍ବାରା ଲିପିବଦ୍ଧ ହେଲା ସେବେଠୁ ଗୁଡାଏ ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଆମକୁ ଘୋଷାଇ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ, ମୁଁ ଠିକ୍ ସେଇୟା ହିଁ ଭାବୁଛି,” ଜର୍ଜ ନିଜକୁ ନିଜେ କହିଲା ଭଳି ଅନୁଚ୍ଚ ସ୍ୱରରେ ପ୍ରକାଶ କଲା । କିନ୍ତୁ ବିନା କିଛି ଉଚାରରେ ମ୍ୟାଥ୍ୟୁ ଅଲଗା ଆଡ଼କୁ ଚାହିଁ ରହିଲେ । ଏହି ସୁଯୋଗରେ କ୍ୟାପ୍‌ଟେନ୍ ନିଜ…

କବିତା : ତୁମ ରଥଯାତ୍ରା

ସଦାନନ୍ଦ ସାହୁ  ଭକତ ମେଳରେ ଜଗତ ଠାକୁରେ ଆରାଧ୍ୟ ଦେବତା ପ୍ରଭୁ ; ମାନବୀୟ ଲୀଳା ଏ ରଥ ଯାତରା ଭକ୍ତ ପ୍ରାଣେ ସଦା ବିଭୁ ॥ ଭକତ ଭାବରେ ବନ୍ଧା ଏ ଠାକୁରେ ଜଗତ କଲ୍ୟାଣ ପାଇଁ ; ରଥ ଯିବ ଗଡି ପତିତ ଉଦ୍ଧାରି ଦୁଃଖ ଯେତେ ଦବ ଧୋଇ ॥ ଜଗନ୍ନାଥ ଧ୍ଵନି ହେବ ପ୍ରତିଧ୍ଵନି…

ଭାଷା ଭାଗବତ : ବ୍ୟକ୍ତିର ଖ୍ୟାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପତ୍ତି ସହ ପ୍ରତିପତ୍ତି ଥିଲେ ବି ମନରେ ଅଶାଂତି ପୂରାଇଥାଏ ଯେଉଁ ବ୍ୟକ୍ତି ପାଏନି ' ସୁଖ ' ଭଳି ତୃପ୍ତି ମନରେ ହେଲେ ଆଂଦୋଳନ କର୍କଶ ଉତ୍କଟ ବଚନ ସର୍ବଦା ହୁଏ ଉଦ୍‌ଗିରଣ କରେ ଅଶାଂତି ଉତ୍ପାଦନ ଅଶାଂତି ସଂକ୍ରମଣଶୀଳ…

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ  ଶବ୍ଦସବୁ ଏମିତି ବଦରାଗି ମଝିରେ ମଝିରେ ଲୟ ହରେଇଲେ ମୁଁ ଝୁଣ୍ଟେ ତା’ ମିଠା ତାଗିଦରେ ଆହୁରି ନିବିଡ, ସଶକ୍ତ କରାଏ ତା’ ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର ଯାହାକୁ ନେଇ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କ୍ୟାପ୍‌ଟେନ୍ କିନ୍ତୁ ଅପମାନିତ ଅନୁଭବ କରିବା ପରିବର୍ଚୋ ଆଶା କରୁଥିବା ଅତି ସ୍ୱାଭାବିକ ପ୍ରଶ୍ନଟିଏ ଶୁଣୁଥିବା ପାଇଁ ଗମ୍ଭୀର ଭାବେ ମୁଣ୍ଡ ହଲାଇଲେ । “ହଁ, ସମସ୍ତେ ଶୁଣ, ତମମାନଙ୍କୁ ମୋ'ର ଏ ବିଷୟରେ କିଛି…