Latest Odisha News

BREAKING NEWS

Browsing Category

ସାହିତ୍ୟ

‘ଫକୀରମୋହନ ସେନାପତି : ଦ ମେକିଂ ଅଫ ଆନ ଅଥର’ ଉନ୍ମୋଚିତ

ବନେଶ୍ବର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରର ସମ୍ମିଳନୀ କକ୍ଷରେ ଦେବେନ୍ଦ୍ର କୁମାର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ରଚିତ ଇଂରାଜୀ ପୁସ୍ତକ 'ଫକୀରମୋହନ ସେନାପତି: ଦ ମେକିଙ୍ଗ ଅଫ ଆନ ଅଥର' ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ମାଟି ପୂଜନର ଗଣପର୍ବ ରଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ସେ ଜଣେ ବଡ଼ ଇଂଜିନିୟର ଥିଲେ କି ନଥିଲେ, ମୁଁ ସେକଥା ଭାବୁନି । ମୁଁ କେବଳ ଏତିକି ଜାଣେ ସେଡ଼୍ରିକ୍ ରୋଡ଼୍ରିଗେଜ୍ ଜଣେ ଅତ୍ୟନ୍ତ ସଂବେଦନଶୀଳ, ଦୟାଶୀଳ ଏବଂ ନିତାନ୍ତ ଭଦ୍ର ବ୍ୟକ୍ତି ଥିଲେ । ଜଣେ ଉତ୍ତମ…

କବିତା : ରଜ ମଉଜ 

ବାସନ୍ତୀ ଲତା ଜେନା  ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ…

ଭାଷା ଭାଗବତ : ଭୁଲ୍‌ ହୁଏନି, ଆମେ କରୁଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ପୁରୋହିତ 'ରୁ 'ପୌରୋହିତ୍ୟ' ଶବ୍ଦ ହେଉଥିଲେ ହେଁ ଜାତ ଲେଖିବା ବେଳେ ଆମ ହାତ ଲେଖିପକାଏ ' ପୌରହିତ୍ୟ' ମନ ସହିତ ସ୍ବହସ୍ତର ସଂପର୍କ ହୋଇଲେ ଅସ୍ଥିର ଏପରି ଭୁଲ୍‌ ବାରଂବାର କରଇ ସ୍ବହସ୍ତ ଆମର 'ଭୂଗୋଳ' ସହ ମିଶି 'ଇକ'…

ଅସୀମ ପଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି । ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ । ତଥାପି ଅତି ଦୂର, ଅତି ଅପରିଚିତ । ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ । ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗୋଟେ ଝାଡ଼ୁଦାର ପିଲାକୁ ବି କହିଦିଅ ମୁଖ୍ୟ ସମ୍ମିଳନୀ  କକ୍ଷଟିକୁ ସେ ସଫା କରିଦେବ । ଗୋଟେ ଘଚାା ପରେnଆମେ ମିଟିଂଗ୍ କରିବା । ତମେ ବି ସେଇଠି ରହିବ । ହଁ, ବିପଦକାଳୀନ ସୂଚନା ଦେବାପାଇଁ କିଛି ରକେଟ୍ ବି…

କବିତା : ରଜ,ଦୋଳି ଆଉ ମୁଠାଏ ଖୁସି

ସୁଜାତା ମିଶ୍ର ଚେନାଏ ଆକାଶ ଛୁଇଁ ଚହଟି ଯାଏ ଚହଲା ବାଦଲ, ଆସିବ, ଲାଗୁଛି .. ତୃଷାର୍ତ୍ତ ମାଟି ଦେହରେ ସବୁଜିମା ଢାଙ୍କିବାର ବେଳ, ରଜ ଆସେ ମହ ମହ ଖୁସି ନେଇ.. ରଜ ଦୋଳିରେ ଝୁଲେ ପଲ୍ଲୀବାଳା .. ମାଟିର ମଣିଷ ଆକାଶର ମେଘ ହୋଇ ଉଡ଼ିବାର ସ୍ବପ୍ନ ଦେଖେ.. ପୁଣି ମାଟିକୁ ଫେରି…

ଭାଷା ଭାଗବତ : ଫୁଲର ପରିଚିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଫୁଲର ଚିତ୍ର ନୁହେ, ଫୁଲ ଦେଖିଲେ ଲାଗେ ସତେ ଭଲ ଲଗାଇ ନିଜ ବଗିଚାରେ ଦେଖିବା ନିଜର ଇଚ୍ଛାରେ ଫୁଲର ସ୍ପର୍ଶ ଓ ସୁବାସ ଚିତ୍ରରେ ହୁଏନାହିଁ ଦୃଶ୍ଯ ସକଳେଂଦ୍ରିୟାଶ୍ରୟୀ ଫୁଲ ସହିତ ଚିତ୍ର ସମତୁଲ ହେବା ତ ନୁହଇ ସଂଭବ…

ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହା ନାମବାଚକ ଶବ୍ଦ । ବ୍ୟକ୍ତି-ବସ୍ତୁ ଆଦିର ସଂଜ୍ଞା ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷ୍ୟକୁ ବ୍ୟବହାର କରାଯାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ କୁହାଯାଇଛି- “ଯେଉଁ ପଦ ଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁର ବା ସ୍ଥାନର…