Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ

କବିତା ସଙ୍କଳନ : ସ୍ମୃତିରୁ ସାଉଁଟା ଫୁଲ କବି : ପଦ୍ମଲୋଚନ ସାହୁ ପ୍ରକାଶକ : ଲିପିକା , ଜଟଣୀ ପୃଷ୍ଠା : ୧୧୨ ମୂଲ୍ୟ : ୧୫୦ ପ୍ରେମ ଏକ ଏକାନ୍ତ ଅନୁଭବ । ଶରୀର, ମନ ଓ ଆତ୍ମାକୁ ଶିହରେଇ ପାରେ,  ଆଖିରେ ଲୁହ ବି ଆଣିପାରେ , ତମାମ ଦୁଃଖ ଭିତରେ ଚେନାଏ ସୁଖ ବି ଅନୁଭବି ପାରେ।…

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଇଶାରା କରି କ୍ୟାପ୍‌ଟେନ୍ କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍‌ ଆଡ଼କୁ ଚାଲିଲେ । “ମୁଁ ଜମା ବିଶ୍ୱାସ କରିପାରୁନି... ରୋଡ଼୍ରିଗେଜ୍‌ଙ୍କୁ ଆଜି ଆତ୍ମହତ୍ୟା କରିବାର ଥିଲା!”…

ଭାଷା ଭାଗବତ : ଦଗ୍‌ଧ ସ୍ବଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୂର ବା ନିକଟ ଅତୀତ ଏଠାରେ ନିତି ଉପାସିତ କିଂତୁ ଚଳିତ ବର୍ତମାନ ପ୍ରତ୍ୟହ ସହେ ଅପମାନ ଚଳିତ ସମୟକୁ ଗାଳି ଦେଇ ଲୋକେ ପାରଂତି ଚଳି କରଂତି ଅତୀତ ବଂଦନା ଏ କାମ ଭଲ ରୂପେ ଜଣା ନ ଥିଲେ ସୁଦ୍ଧା ନୂଆ ଜ୍ଞାନ ଉଦ୍‌ଗାରି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ ଇଞ୍ଜିନଟି ଭୟଙ୍କର ଭାବର ଖରାପ ହୋଇଯାଇଛି । ପ୍ରପେଲର୍‌ଟି ଠିକ୍ ଭାବରେ କାମ କରୁନି ।” ଅଣନିଃଶ୍ୱାସୀ ହୋଇ କହି ପକାଇଲେ ମିଃ. କ୍ରିଷ୍ଣମୂର୍ତ୍ତି। ପିଟରସନ୍ ଫଟୋ ଆଉ ଚା' ରଖିଦେଇ ଠିଆ ହୋଇଗଲେ । ବ୍ୟସ୍ତ…

ଭାଷା ଭାଗବତ : ମତ ସମନ୍ବୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ମତର ଗୁରୁତ୍ବ ନ ହେଲେ ମୋର ଅନୁଭୂତ ମୁଁ ହୁଏଁନାହିଁ ସହମତ ଅଥବା ମିଛେ ବିଚଳିତ ମତ ନ କଲେ ବିଶ୍ଳେଷଣ ମିଳେନି ତଥ୍ୟଭରା ଜ୍ଞାନ ତାହା ବିରୋଧ, ସମର୍ଥନ କରିବା ହୁଏ ଅକାରଣ ଅନ୍ୟର ମତର ପ୍ରଭାବ ମୁଁ କଲେ ସ୍ପଷ୍ଟ…

ଅଭୁଲା ଗୀତ : ନୀଳ ସିନ୍ଧୁ ତୀରେ

ସଙ୍ଗୀତ : ରଣଜିତ ରାୟ ଓ ବାଳକୃଷ୍ଣ ଦାଶ ଗୀତ : ନିକୁଞ୍ଜ କିଶୋର ଦାସ ଗାୟନ : ବାଣୀକଣ୍ଠ ନିମାଇଁ ଚରଣ ଚଳଚ୍ଚିତ୍ର :  ଶ୍ରୀଜଗନ୍ନାଥ, ୧୯୫୦ ନୀଳ ସିନ୍ଧୁ ତୀରେ ନୀଳ ସିନ୍ଧୁ ତୀରେ ନୀଳ ଅଚଳ ନୀଳ ବନ ରାଜି ଘେରା ଦେଉଳ ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ…

ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ

ଓଡ଼ିଆ ସାହିତ୍ୟ ଜଗତରେ ସତ୍ୟନାରାୟଣ ଗନ୍ତାୟତ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ସମ୍ଭକାର ତଥା ବ୍ୟଙ୍ଗକାର। ଅନୁଭବ ଓ ଅନୁଭୁତିରେ ସିକ୍ତ ତାଙ୍କ ସର୍ଜନା ସମୂହ ସାଉଁଟି ପାରିଛି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ଖୁବ୍ ଭୟଙ୍କର ସ୍ୱପ୍ନଟେ ଥିଲା - ତମେ ମତେ ଛାଡ଼ି ପଳେଇ ଯାଉଛ... ଏଇଟା ମୋ' ଭାଗ୍ୟ କହି...” ଥରିଯାଉଥିବା କଣ୍ଠସ୍ୱରକୁ ସ୍ଥିର ରଖିବାକୁ ଚେଷ୍ଟା କରି ବୀରା କହୁଥିଲା । “ଓହୋ! ଇଏ ତ ଗୋଟେ ସ୍ୱପ୍ନ…

କବିତା : ସ୍ନାନବେଦୀରେ ମହାପ୍ରଭୁ

ସୁଜାତା ପତି ସ୍ନାନ ପୂର୍ଣ୍ଣିମାରେ ମାନବୀୟ ଲୀଳା ପ୍ରତି ବରଷ ତୁ ପାଳନ କରୁ ଡୋରୀ ଲଗାଇଲେ ମିଳେ ତୋ ଦର୍ଶନ ସେ କଥା କି ଆମେ ଭୂଲିପାରୁ । ବରଷକେ ଥରେ ସ୍ନାନ କରୁ ତୁହି ଭାଇ ଭଉଣୀକୁ ସାଥେ ଧରି ତୋର ସେ ସ୍ନାନ ଜଗତେ ଦେଖନ୍ତି ସ୍ନାନ ପୂର୍ଣ୍ଣିମାର ପଡେ ହୁରି। ଶହେ ଆଠ ଗରା…