Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ମୁଢ଼ିଭଜା

ପ୍ରସେନଜିତ ସେଠୀ  ଅଫିସ୍ଠୁ କିଛି ଦୂରରେ ଷ୍ଟାଫ୍ କ୍ୱାର୍ଟରସ୍। କିଛି ଷ୍ଟାଫ୍ ବିବାହିତ, ଆଉ କେତେ ଜଣ ଅବିବାହିତ। ଯେଉଁମାନେ ବିବାହିତ, ସେମାନେ ନିଜ ପରିବାରକୁ ସାଙ୍ଗରେ ରଖିଛନ୍ତି; ଅବିବାହିତମାନେ ଏକୁଟିଆ। ମୋ କ୍ୱାର୍ଟର ସାମନାରେ, ରଜତ ଓରଫ୍ ରାଜୁର କ୍ୱାର୍ଟର। ରାଜୁର ମୋର ଭଲ…

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ସ୍ବୀକାର ତାହା ସର୍ବୋଚ୍ଚ ପୁରସ୍କାର ଲେଖକ ସହିତ ପାଠକ ଯୋଡ଼ଂତି ନିର୍ମଳ ସଂପର୍କ ଅଭ୍ୟାସ ନାମକ ବଂଧନ ବ୍ୟକ୍ତିକୁ କରିଥାଏ ନ୍ୟୂନ ଯାହାଂକୁ ଯାହା ଲାଗେ ଭଲ କରି ହୁଅଂତି କଲବଲ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନାର ଶେଷ ପର୍ଯ୍ୟାୟରେ ଆଉ ଦୁଇଟି କରଣ ସେବା ଆଲୋଚିତ ହେବ ପ୍ରଥମେ ବେହେରା କରଣ ଓ ଦ୍ଵିତୀୟ ରେ ଚାଉଳବଛା କରଣ। ଏହି ବେହେରା କରଣ ସେବାଟି ମଧ୍ୟ ଏକ…

ବାଳିକା ବଧୂ ନା ଏକ ଅଭିଶାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ କିଛି ଦିନ ହେଲା ବିଭିନ୍ନ ଖବରକାଗଜରେ ବାଲ୍ୟ ବିବାହ ଓ ବିଭିନ୍ନ ସାମାଜିକ ସୁରକ୍ଷା ସଂସ୍ଥା ଦ୍ୱାରା ତାର ପ୍ରତିରୋଧ ବା ପୁଲିସର ହସ୍ତକ୍ଷେପ ଭଳି ସଂବାଦ ପରିବେଷଣରୁ ସ୍ପଷ୍ଟ ଯେ ଏବେ ମଧ୍ୟ ଏ ସମ୍ପର୍କରେ ଜନସଚେତନତାର ଅଭାବ ରହିଛି । ଆମେ ଜଣେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ସେ ସ୍ୱପ୍ନଟା ଏପର୍ଯ୍ୟନ୍ତ ତା\' ମନରୁ ଯାଇନି । ଏମିତିରେ ବି ସେ ଖୁବ୍‌ ହାଲ୍‌କା ଫୁଲ୍‌କା, ଏବଂ ଜମା ବି ସିରିୟସ୍ ନୁହଁ...” ସମୀରା ଚୁପ୍‌ଚୁପ୍ କରି ସିଡ଼୍‌କୁ କହିଲା, “ହୁଁ, ମତେ ତ ଏତେ…

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ପର୍କ୍କିତ କି ସଂପର୍କିତ ସମ୍ବର୍ଦ୍ଧିତ କି ସଂବର୍ଧିତ ବାଛିଲେ ଦ୍ବିତୀୟ ପ୍ରକାର ଲିପିର ଗତି ଦ୍ରୁତତର ହେବାର ଅଛି ସଂଭାବନା ତେବେ ବି ହେଉନାହିଁ ଘେନା ମନରେ କେଉଁ ଦୁର୍ଭାବନା ରଖି କରିଚାଲିଛୁଁ ମନା ଯେ କେହି…

ନିର୍ବୋଧର ପରିଚୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ବେଳେ ବେଳେ ଅଯଥା, ଅନାବଶ୍ୟକ,ଅବାନ୍ତର ଶବ୍ଦ କହି ନିର୍ବୋଧର ପରିଚୟ ଦେଇଥାଏ । ଏହାର ମୂଳ କାରଣ ଅହଂକାର ଏବଂ ଗର୍ବର ଅପଚୟ । ଜଣେ ବ୍ୟକ୍ତି ଗର୍ବରେ କହିଲା ମୋ ବିନା ମୋ ପରିବାର ଘଡିଏ ଚଳି ପାରିବ ନାହିଁ । ତାର ଗୋଟିଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହାତକୁ ମଗ୍‌ଟେ ଚା' ବଢ଼େଇ ଦେଇ ସମୀରା କହିଲା, “ଏଇ ନେ ।” ଖୁସି ହୋଇଯାଇ ବୀରା ଧନ୍ୟବାଦ କହି ତା\' ମନପସନ୍ଦର ଚା’କୁ ଉପଭୋଗ କରୁଥିବା ବେଳେ, ସମୀରା ପଚାରିଲା, “ସିଡ଼୍ ଆଉ ରୋହାନ୍‌ଙ୍କୁ ଫୋନ୍ କରି…

ଅନୁବାଦ କବିତା : ଚନ୍ଦ୍ରାହତ

ମୂଳ ବଙ୍ଗଳା: ଜୟ ଗୋସ୍ୱାମୀ ଚନ୍ଦ୍ର ଦେହରେ ଉଲକା ମାଡ଼ର ଗାତ ଚନ୍ଦ୍ର ଉପରେ ବହୁବର୍ଷର ଉଲକା ଗୁଣ୍ଡର ଧୂଳି ଶରୀରରେ ହଜାର ମାଇଲର କଟା ଦାଗ ଏବଂ ତା ମସ୍ତିସ୍କରେ ଶୁଖି ବାଲି ହୋଇଯାଇଥିବା ସମୁଦ୍ର। ଛାତ ଉପରେ ଚନ୍ଦ୍ରାହତ ମଣିଷ ତାର ନାକ, କାନ, ମୁହଁ ଦେଇ କ୍ରମାଗତ ବହି…

ଭାଷା ଭାଗବତ : ସତ୍ୟର ଉପାସକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ କହ, ଅବା ନ କହ ସତ୍ୟାନୁଭୂତି ସହ ରହ ସତ୍ୟକୁ ପାରେ ଯିଏ ସହି ନିରବ ହୋଇ, ଥାଏ ରହି ନ କଲେ ସତ୍ୟର ପ୍ରଚାର ପ୍ରତ୍ୟେକ ବ୍ୟକ୍ତି ଆବିଷ୍କାର କରିବେ ନିଜ ନିଜ ସତ୍ୟ ରହିବେ ସତ୍ୟର ସହିତ ସତ୍ୟ ତ ଏମିତି ଚୁଂବକ…