Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଫୁଲର ପରିଚିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଫୁଲର ଚିତ୍ର ନୁହେ, ଫୁଲ ଦେଖିଲେ ଲାଗେ ସତେ ଭଲ ଲଗାଇ ନିଜ ବଗିଚାରେ ଦେଖିବା ନିଜର ଇଚ୍ଛାରେ ଫୁଲର ସ୍ପର୍ଶ ଓ ସୁବାସ ଚିତ୍ରରେ ହୁଏନାହିଁ ଦୃଶ୍ଯ ସକଳେଂଦ୍ରିୟାଶ୍ରୟୀ ଫୁଲ ସହିତ ଚିତ୍ର ସମତୁଲ ହେବା ତ ନୁହଇ ସଂଭବ…

ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହା ନାମବାଚକ ଶବ୍ଦ । ବ୍ୟକ୍ତି-ବସ୍ତୁ ଆଦିର ସଂଜ୍ଞା ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷ୍ୟକୁ ବ୍ୟବହାର କରାଯାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ କୁହାଯାଇଛି- “ଯେଉଁ ପଦ ଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁର ବା ସ୍ଥାନର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମିଃ. ଜଗ୍‌ର କେଚା୍ ମ୍ୟାକ୍‌ଡ଼ୋନଲ୍‌ଡ଼!” ରାଗରେ ମିଃ. କ୍ରୀଷ୍ଣମୁର୍ତ୍ତି ଚିତ୍କାର କରିଉଠିଲେ । “ସେଡ଼୍ରିକ୍ ରୋଡ଼୍ରିଗେଜ୍ ଏଇଥିପାଇଁ ମିଟିଂରେ ଯୋଗ ଦେଇ ପାରିଲେନି ଯେ ସେ ଗୋଟେ ଚେୟାର ପରି ନିର୍ଜୀବ ଭାବରେ…

କବିତା : ବନସ୍ତେ ଡାକିଲା ଗଜ

ବିନୋଦିନୀ ଦାଶ ବନସ୍ତେ ଡାକିଲା ଗଜ ପାଖେଇ ଆସିଲା ପରବ ରଜ ପରବ ରଜ ଲୋ ପଲ୍ଲୀଭୂଇଁ ସଜବାଜ ବଉଳ ଲୋ ପଲ୍ଲୀଭୂଇଁ ସଜବାଜ । ଚୂନାକୁଟା ବିରି ବଟା ପୋଡ଼ପିଠା ସହ ନାନାଦି ପିଠା ନାନାଦି ପିଠା ଲୋ ପାଟିକୁ ଲାଗିବ ମିଠା ବଉଳ ଲୋ ପାଟିକୁ ଲାଗିବ ମିଠା । ନିଆରା ପହିଲି ରଜ ସଜ…

ଭାଷା ଭାଗବତ : ନିତି ଶିଶୁ ସଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭିଜ୍ଞ ପାକଳ ଲେଖକ ଦେଖଂତୁ ବାଳିକା, ବାଳକ ତାଂକର ମନଲାଖି ବହି ଏଠି ପାଇପାରଂତିନାହିଁ ଏବର ଆଗ୍ରହୀ ବାଳକ ଆଗକୁ ଭାଷାର ରକ୍ଷକ ହେବାର ଅଛି ସଂଭାବନା କରିହେବନି ଏହା ମନା ନିଜ ଭାଷାରେ ନୂଆ ଜ୍ଞାନ ତାହାଂକୁ କରିଲେ…

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ସ୍ୱଳ୍ପ ଗଳ୍ପ : ଯାହା ଏରାସମସ୍ କହିଛନ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୨ ବହିପୋକ ବା ଯାହାକୁ ଆମେ ଇଂରେଜୀରେ "ବୁକୱାର୍ମ" ବୋଲି କହିଥାଉ ତାହାର ତାତ୍ପର୍ଯ୍ୟାର୍ଥ ହେଉଛି ଏମିତି ଜଣେ ବହିନିବାସୀ ଚରିତ୍ର ଯିଏ ସର୍ବଦା ବହିର ଜଗତରେ ବସବାସ କରିଥାଏ ଆଉ ସେ ସେହି ବହି ଜଗତର ଅଭ୍ୟନ୍ତରକୁ ଏଇଭଳି…

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ 'ରିଫ୍ଲେକସନ୍ସ' ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବର୍ତ୍ତମାନ ଆପଣମାନେ ସମସ୍ତେ ଏତେ ବିଚଳିତ କାହିଁକି? ସବୁ ଠିକ୍‌ଠାକ୍‌ ଅଛି ତ!” “ଠିକ୍ ଅଛି? କିଛି ଠିକ୍ ନାହିଁ -” ସ୍ତ୍ରୀଲୋକଟିଏ ଚିତ୍କାର କରି ଉଠିଲା । ଆଦୌ ବିବ୍ରତ ନ ହୋଇଥିବା ଭଳି ଦେଖାଯିବାକୁ…

କବିତା : ସବୁ ବଦଳିଯାଏ

ଗଜାନନ ମିଶ୍ର  ବଦଳିଯାଏ, ସବୁ ବଦଳିଯାଏ ସମୟ ସହିତ। ସବୁ ହାୱା ସବୁ ଦୃଶ୍ୟ ଅଦୃଶ୍ୟ ସବୁ ମାଟି ସବୁ ଆକାଶ ସବୁ ସବୁ ବଦଳିଯାଏ ଦେଖୁ ଦେଖୁ। ଦେଖୁ ଦେଖୁ କିଏ କେଉଁଆଡକୁ ଯାଏ, ଯାଏ, ଚାଲିଯାଏ। ଯାଏ ତାରା ଯାଏ ପାରା ଯାଏ ଧାରା ଯାଏ ଯାଏ ନଦୀକୁ ଆଉ ଆଉ ଗଭୀରୁ ଗଭୀରକୁ।…