Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଏବଂ ଶ୍ରୀନିବାସ ଉଦଗାତାଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର ଏବଂ ୨୦୨୩ ମସିହା ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ ସେମାନଙ୍କୁ ପାଞ୍ଚ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା’ ପରଦିନ ସକାଳେ, ପିଲାମାନେ ଡାଇନିଂଗ୍ ରୁମ୍‌କୁ ଗଲାବେଳକୁ ଦେଖିଲେ, ରାଗ ତମତମ ହୋଇ ମାମା ଜଳଖିଆ ତିଆରି କରୁଛନ୍ତି । ପିଲାଙ୍କୁ ଦେଖିଲା ମାତ୍ରେ ସେ କହିଲେ, “ସମୀରା, ତୁ ଯାଇ ମେଲ୍‌ବକ୍ସ୍ ଦେଖ । ବୀରା,…

କବିତା : କସ୍ତୁରୀ

ପ୍ରିୟମ୍ବଦା ସାମଲ କିଏ ସେ ଜଗାଏ ମନ ଆଇନାରେ ଅନ୍ତର୍ଦ୍ୱନ୍ଦ ଅହରହ ଉପବନ ମନମୃଗ ଅନ୍ୱେଷଣେ କସ୍ତୁରୀ ବାସ୍ନା ପ୍ରବାହ। ସ୍ମୃତିର ଝଲକେ କସ୍ତୁରୀ ପାଲଟେ ସ୍ୱପ୍ନର ସ୍ମୃତିର ଛାଇ ଅନ୍ତର ଆତ୍ମାକୁ ପ୍ରଶ୍ନବାଚୀ କରେ କସ୍ତୁରୀ ବାସ୍ନା କାହିଁ? ସପନ କୁହେଳୀ ଅଧୁରା ପ୍ରଜ୍ଜ୍ଵଳି…

ଭାଷା ଭାଗବତ : ଏପରି ଦୁର୍ଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଳ୍ପ ଥିଲେ ବି ପାରେ ଚଳି ନିଜର ଚରିତ୍ର ସଂଭାଳି ନିଜକୁ ପାରେନାହିଁ ବିକି ଏପରି ଜଣେ ବି ଅଛି କି ? ସ୍ବାଧୀନ ହେଲେ ସୁଦ୍ଧା ଦେଶ ଯେଉଁମାନେ କରଂତି ବାସ ସେମାନେ ହୋଇ କିଣାଦାସ ପାଆଂତି ବିକୃତ ଉଲ୍ଲାସ ଭାଷାରେ ସ୍ପଷ୍ଟ…

“ଭୁବନେଶ୍ବର@୭୫: ପର୍ସ୍ପେକ୍ଟିଭ୍‌ସ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ "ଭୁବନେଶ୍ବର@୭୫ : ପରସ୍ପେକ୍ଟିଭ୍‌ସ" ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକଟି ଭୁବନେଶ୍ବର ସହର ଉପରେ ଇଂରାଜୀରେ ପ୍ରକାଶିତ ପ୍ରଥମ ଗବେଷଣାତ୍ମକ ପୁସ୍ତକ ।…

ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ : ପ୍ରତିଭା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ହେଉଛନ୍ତି ପ୍ରତିଭା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ…

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଗୌରାଙ୍ଗ ସାମନ୍ତରାୟ ଗାୟନ : ତୃପ୍ତି ଦାସ ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦) ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ତୋ ଆଗେ କହିଦେବି କହିଲି ବୋଲି ଆଜି କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ସକାଳୁ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୁଇଭଉଣୀ ପରସ୍ପରକୁ ଚାହିଁ ହସାହସି ହେଲେ । ମାତ୍ର ତାଙ୍କର ଏ ଖୁସି ବେଶୀ ସମୟ ତିଷ୍ଠି ରହିଲାନି । ରାତିରେ ଡିନର ଖାଇବା ବେଳେ, ମିଃ. ମାହେଶ୍ୱରୀ ଶୁଣାଇଦେଲେ ଯେ ତାଙ୍କ ଅଫିସ୍‌ରୁ ଜଣାଇ ଦିଆଯାଇଛି ଯେ,…

କବିତା : କିଏ ସେ ହତ୍ୟାକାରୀ

ଲାବଣ୍ୟ ନାୟକ ସେ ଭାରି ମିଠ‍ା କଥ‍ା କହେ, ପାଣିରେ ସର ପକାଏ ପୁଳା ପୁଳା ହସ ମହଲୁ ଖୁସି ଗପରୁ ଝୁଡିଏ ଆଣି ଅଜାଡି ଦିଏ ମୁଣ୍ତ ଉପରେ, କହେ ହାତୀ ସୁନା କଳସୀ ଢାଳିବାର ଯୋଗ୍ୟ ତୁ, ଚନ୍ଦନବୋଳା କଥା ପରି ଖୁବ୍ ଶୀତଳତା ଓ ମଖମଲି ସ୍ପର୍ଶ ଦିଏ ତା' ବ୍ୟବହାର, ଭିତରେ ଭିତରେ…