Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ଅଦୃଶ୍ୟ ବୟସ

ଅମ୍ବିକା ସ୍ୱାଇଁ ଓହୋ,  ଏକ ବଡ଼ ଚିନ୍ତା ଗଲା, ଖୁବ୍ ଦୀର୍ଘ ନିଶ୍ଵାସଟି ପକାଇ ଅଲିଭା ଟେବୁଲ୍ ଉପରେ ଖାତା କଲମ ଥୋଇ ଦେଇ ମନେ ମନେ ଭାବୁଥିଲା ଯାହା ହେଉ, ବର୍ଷକ ତଳୁ ଆରମ୍ଭ କରିଥିବା ଉପନ୍ୟାସଟି ଏହି କିଛି ଦିନର ପରିଶ୍ରମରେ ଆଜି ପୂର୍ଣ୍ଣ ରୂପ ନେଲା । ଖାଲି ଯାହା ସାଜ ସଜା ହୋଇ…

ଭାଷା ଭାଗବତ : ତ୍ରୁଟି ଓ ପ୍ରମାଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଶୁଦ୍ଧତାପ୍ରେମୀ ହୋଇ ବାସ୍ତବ ଭାଷାକୁ ଲୁଚାଇ ରଖଂତି ଅନେକ ଲେଖକ ରହେନି ସ୍ବଭାଷାର ଟେକ ଲୋକ ତୁଂଡରୁ ଯେଉଁ ଶବ୍ଦ ବାହାରି ହୁଏ ବାକ୍ୟ, ପଦ ତହିଁରେ ନ ଥିଲେ ଶୃଂଖଳା ବୁଡ଼େନି ସ୍ବଭାଷାର ଭେଳା ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ…

ସାଧନାର ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜ୍ଞାନ ଓ କର୍ମର ସ୧ିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ । ସଂସାରକୁ ସୁଖୀ ରଖିବାର ମୂଳମବ ହେଉଛି- ଏହି ମହୀକୁ ଦୁଷ୍ଟ କବଳରୁ ମୁକ୍ତ କରିବା । ପରମାଞଗା ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାଞଗାଙ୍କର ପବିତ୍ର ଅଂଶ ହିଁ…

ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ  ଶିଶିର ଭିଜା ଘାସ ଉପରେ ତୁମର ଚମ୍ପା ରଙ୍ଗର ପାଦ ତୁମ ଆଖିରେ ଆଖି ମିଳାଇଛି ସଦ୍ୟ ଫୁଟା ଦୁଇ ଫୁଲ ସେଇ ମୁହୂର୍ତ୍ତରେ ନୀରା ତୁମେ ବୁଝିପାରିଲନି ଫୁଲକୁ ଛାଡ଼ି କହୁଛି ଭ୍ରମର କିଶୋରୀକୁ ଛୁଇଁବାର ଅଭିଳାଷ ତାର। ଯୁବତୀ ଥିଲ, କେଉଁ…

ଭାଷା ଭାଗବତ : ଆମେ ଭାଷାଘାତୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜବ ଓଡ଼ିଆ ସଂତାନ ଇଂଲିଶ୍‌ ଲେଖି ପ୍ରତି ଦିନ ଦେଖାଂତି ସ୍ବଭାଷା ପୀରତି ଅବୋଧ୍ୟ ଅଟେ ଏହି ରୀତି ଓ. କେ. ନ ଲେଖି, ଲେଖୁଁ O K ନ ଭାବି ଥରେ ଅଳ୍ପ ଟିକେ ଦୁଇଟି ଲିପିର ମିଶ୍ରଣ କେବେ ବି ନୁହେ ସମୀଚୀନ ବହୁ ଭାଷାରୁ ଶବ୍ଦ ନେଇ ନିଜ…

ଅପାଠୁଆର ପାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୁଣ୍ଡରେ ମଇଳା ଗାମୁଛାର ଠେକାଟେ ଭିଡ଼ି, ଆପଣା ଟ୍ରଲିକି ଆଉଜି ଦେହରୁ ଝାଳ ପୋଛି ରାସ୍ତାକଡେ ଏଡ଼େ ପାଟିରେ ଯାହା ଗପୁଛି, ତା କଥାକୁ ଶୁଣୁଥିବା ଲୋକଙ୍କ ଭିଡ ଠେଲି, ମୁଁ ବି ଶୁଣିଗଲି । କହୁଥିଲା... ଆଜ୍ଞାମାନେ ! ମତେ ଟିକେ ବୁଝେଇଦେଲେ, ଏଇ ଯୋଉ ପାଠ ସବୁ…

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବାନୁଭୂତିରୁ ଜାତ ସତ୍ୟ ଯୋଗୁଁ ସଭିଏଁ ଉପକୃତ ସବୁଠି ନ ହେଲେ ସଂପୃକ୍ତ ମୁକୁଳା ହୁଏ ସିଧା ପଥ ଅନ୍ୟ ଲୋକଂକ ମତାମତ ପଢ଼ି ନ ହେଲେ ବିଚଳିତ ଚିଂତା ହୋଇବ ବ୍ୟବସ୍ଥିତ ବ୍ୟକ୍ତି ବି ହେବ ସୁନିଶ୍ଚିତ ମଥାରେ ଭରି ଆବର୍ଜନା ସର୍ବଦା ହେଲେ…

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ପୁସ୍ତକ ପରିଚୟ : ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ ଲେଖକ : ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍.ବି. ପବ୍ଲିକେଶନ, କଟକ ଅପହରଣ, ହତ୍ୟା, ଲୁଣ୍ଠନ, ଦସ୍ୟୁ ବୃତ୍ତି, ବଳତ୍କାର ଓ ବଳାତ୍କାର ଭଳି ଆସୁରିକ କାର୍ଯ୍ୟକଳାପ ମନୁଷ୍ୟ ସଭ୍ୟତାର ଆରମ୍ଭରୁ ହିଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବକ୍ଷରେ କମ୍ପନ, ଶଙ୍କାକୁଳ ପାଦର ଗତି, ମନ ମସ୍ତିଷ୍କରେ ଚିନ୍ତାର ଆବର୍ତ୍ତ । ବହୁ ସାହସ କରି ମଧ୍ୟ ସେ ଦିନରେ ଆସି ପାରି ନଥିଲା । କାଳେ ଯଦି ପରିଚିତ କେହି ଦେଖେ ସେ ଚନ୍ଦ୍ରଭାନୁଙ୍କ ବାସଭବନକୁ ଯାଉଛି ବୋଲି ଆଉ ଯଦି…