Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ମେକପ୍

ତନ୍ମୟୀ ପଣ୍ଡା ୟୁନିସେକ୍ସ ପାର୍ଲରର ଯାହା ବିଶେଷତ୍ବ , ସେଥିରେ ଥାଏ ଅଭିଜ୍ଞତା ପ୍ରଚୁର । ଅଭିଜ୍ଞ ଓ ପ୍ରଶିକ୍ଷିତ ହାତ । ପୁଣି ଏସବୁ ଗୋଟେଗୋଟେ ଟ୍ରେନିଂ ସେଣ୍ଟର ମଧ୍ୟ । ଆଉ ସହରର ସବୁତକ ଭିଡ଼ ସେଇଠି ଯେମିତି । ଖର୍ଚ୍ଚ ମଧ୍ୟ ସେମିତି । ନୟନିକା କହିବ - " ସ୍ତ୍ରୀ ଲୋକର ସବୁ…

କବିତା : ଅମୃତ ବିଷ

ଗଦାଧର ସାହୁ ଅମୃତ ଜୀବନେ ବିଷ ଭରିଅଛ ପାନ କର ନିତିଦିନ, ବିଷୟା ଭାବର ସର୍ପର ଦଂଶନେ ଏ ଜୀବନ ଶିରିହିନ । ଆମେ ଭାବୁ ଥାଉ ଆମକୁ ବିବେକି ଅବିବେକି କାର୍ଯ୍ୟକରି, ନିଜ ସ୍ବାର୍ଥ ପାଇଁ ଆନର ଗଳାରେ ଭୁସି ଦେଉଥାଉ ଛୁରି । କେବେ ସୁଧୁରିବ କିଏ ସେ କହିବ ନିଜେ ନିଜକୁ…

ଭାଷା ଭାଗବତ : ଧର୍ମହାନି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେହି ନୁହଂତି କାହା ଭଳି ତେବେ ବି ସ୍ବଧର୍ମ ସଂଭାଳି ସଂସାରେ ଯାଉଥାଂତି ଚଳି ନ କରି କାହା ସଂଗେ କଳି କରିବା ନିଜ ମତେ କର୍ମ ଅଟଇ ସର୍ବୋତ୍ତମ ଧର୍ମ ଏ ନୁହେ ଆଲୋଚ୍ୟ ବିଷୟ ଯାହା କେବଳ ଶବ୍ଦମୟ ଯାହା ବି ଅଛି ଯେତେ…

ତୁଙ୍ଗିମ ମନୋଜ : ଜୀବନାୟନ ଓ ସାହିତ୍ୟାୟନ ସାରସ୍ୱତ ଆସର

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସଙ୍କର ଦ୍ଵିତୀୟ ଶ୍ରାଦ୍ଧ ଦିବସ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକାଡେମୀର ଉପ-ସଭାପତି ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ…

ଓଡ଼ିଶାର ବରପୁତ୍ରମାନଙ୍କ ରଚନା ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ମାଧ୍ୟମରେ ଉତ୍କଳ ଗୌରବଙ୍କ ସ୍ମୃତି ଚାରଣ

ଭୁବନେଶ୍ବର  : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଅଗ୍ରଣୀ ଅନୁଷ୍ଠାନ ଏଚ୍ . ଡି.ଆଇ, ଫିନିକ୍ସ ସେବା, ମାଟିଭାଷା ଓ ହେଲମେଟର ମିଳିତ ଆନୁକୁଲ୍ୟରେ, ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଶିଷ୍ଟ କବି କେଦାର ମିଶ୍ରଙ୍କ ପରିଚାଳନାରେ…

କବିତା : ବ୍ୟଥାର ଯମୁନା ତୀରେ

ସାଧନା ପଣ୍ଡା  ଜୀବନଟା ଘନୀଭୂତ ପ୍ରହେଳିକା ପରି ସନ୍ନିକଟେ ଦିଏ ଦେଖା ନପାରେ ଯେ’ ଧରି । ମୂର୍ତ୍ତିମନ୍ତ ଆଶୀର୍ବାଦ ଧରି କେବେ ଆସେ ବିକର୍ଷ ପରାଏ ଶତ ବାଧାବିଘ୍ନ ନାଶେ । କେବେ ସେତ ସାପମଗ୍ନା ଯକ୍ଷ କନ୍ୟା ସାଜି ଆଶାର ଅଳକାପୁର ଯାଏ ନିର୍ବିଘ୍ନରେ ତେଜି। ଅବାଧ୍ୟ…

ଭାଷା ଭାଗବତ : ଗୁଣ, ଅବିଗୁଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମେ ରହିଲେ ଚେଷ୍ଟାରତ ଉଜ୍ଜ୍ବଳ ହେବ ଭବିଷ୍ଯତ ଅନେକେ ନେଲେ ଏ ଦାୟିତ୍ବ ଭାଷାକୁ ମିଳିବ ସ୍ଥାୟିତ୍ବ ନିଜର ଗୁଣ, ଅବିଗୁଣ ଚିହ୍ନି ହୋଇଲେ ସଚେତନ କରିବା ଯେତେ ଯାହା କାର୍ଯ ଅବଶ୍ୟ ହୋଇବ ସ୍ବୀକାର୍ଯ ଗଢ଼ି ନିଜର…

କବିତା : ଉତ୍କଳ ଗୌରବ ମଧୁସୂଦନ ଦାସ

ସୁବାସ ଚନ୍ଦ୍ର ତାରିଣୀ ହେ ମହାମନୀଷୀ ହେ ମଧୁସୂଦନ ନିର୍ମାତା ନବଉତ୍କଳର , ପ୍ରିୟଭାଜନହେ ଓଡିଆ ନିକଟେ ହେ ଜାତୀୟଜୀବନର । ମହାତ୍ମା ଗାନ୍ଧିଙ୍କୁ ଜନତା କହନ୍ତି ଭାରତର ରାଷ୍ଟ୍ର ପିତା, ତଥା ସେହିପରି ମଧୁସୂଦନଙ୍କୁ ଜାତୀୟ ଜନ ନିର୍ମାତା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ…

ଭାରତ ଉପରେ ଚୀନର ଶୁଖିଲା ରୋଷ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଗତ ବର୍ଷ ଡ଼ିସେମ୍ବରରେ ହୋଇ ଥିବା ଜି ୨୦ ର ଅଧ୍ୟକ୍ଷତା ଭାର ଭାରତ ଉପରେ ନ୍ୟସ୍ତ ଥିଲା । ଏବର୍ଷ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ମଧ୍ୟ ଭାରତରେ ଅଛି । ଆସନ୍ତା ମେ ମାସ ଶେଷରେ, ଚାଇନା ଉଦ୍ୟମରେ ଗୋଆରେ ୮ଟି ଦେଶକୁ ନେଇ ଏକ ଛୋଟ ଆଞ୍ଚଳିକ…

ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା

ଭୁୁବନେଶ୍ୱର : ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ସଂସଦର ସଭାପତି କଥାକାର ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ…