Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଜ୍ଞାନ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ମଥାରେ ଥାଏ ଜ୍ଞାନ ଯଦି ତାହାର ଆଚରଣ ନ ହୁଏ କେବେ ପ୍ରୀତିପୂର୍ଣ ସେ ସତେ ଅଟଇ ଅଜ୍ଞାନ ଜ୍ଞାନକୁ ନିଜସ୍ୱ ସଂପତ୍ତି ବୋଲି ଭାବିଲେ ଅଜ୍ଞ ବ୍ୟକ୍ତି କରିଚାଲେ କେବଳ କ୍ଷତି ହୁଏନି ତା'ର କ୍ରମୋନ୍ନତି ଜ୍ଞାନ କରିଲେ ଉଚ୍ଚାରଣ…

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ଉନ୍ମୋଚିତ

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ 'ମେଳିଭୂଇଁ' ଉନ୍ମୋଚିତ ଭବାନୀପାଟଣା : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ଅନୁଷ୍ଠାନ ଲାଇଫରେଚର୍ ଆନୁକୂଲ୍ୟରେ, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଯୁବ କଥାକାର ଡିଲେଶ୍ଵର ରଣାଙ୍କ ଉପନ୍ୟାସ…

ଆତ୍ମପ୍ରଚାର, ସାହିତ୍ୟ ଯାତ୍ରାର ବଡ଼ ପ୍ରତିବନ୍ଧକ : ଅସିତ କୁମାର ପଣ୍ଡା

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅସିତ କୁମାର ପଣ୍ଡା । ସ୍ତମ୍ଭ , ଗଳ୍ପ , କବିତା, ନାଟକ ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ…

ଅଭୁଲା ଗୀତ : ନଉକା ସଉଦା ଭରା

ଗୀତ : ଗୋଦାବରୀଶ ମହାପାତ୍ର ସଙ୍ଗୀତ :   ବାଳକୃଷ୍ଣ ଦାଶ ଗାୟନ : ଉଦୟନାଥ ସାହୁ ଚଳଚ୍ଚିତ୍ର : ଜୟଦେବ, ୧୯୬୧ ନଉକା ସଉଦା ଭରା ଲିଭିଲିଭି ଆସେ ଖରା ବେଗିବେଗି ଯିବା ପରା ନଉକା ସଉଦା ଭରା ସେ କୂଳେ ନେଇ ଲିଭିଲିଭି ଆସେ ଖରା ବେଗିବେଗି ଯିବା ପରା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚିନ୍ତାର ଉତ୍ତାଳ ସମୁଦ୍ର ମଧ୍ୟରେ ଚନ୍ଦ୍ରଭାନୁ ନିଜକୁ ଏକ ଭଙ୍ଗା ଜାହାଜ ପରି ମନେ କରୁଥିଲେ । ତାଙ୍କ ମନ ଭିତରର ଅନେକ ଆବେଗ, ଉତ୍ତେଜନା, ସୀମାହୀନ ପରିକଳ୍ପନା, ଅଜସ୍ର ସମ୍ଭାବନାର ମୁହୂର୍ତ୍ତ, ସବୁକିଛି ସାଗରର…

କବିତା : ମଲ୍ଲିକା, ମୋ ନେପଥ୍ୟ ନାୟିକା

ସୁବ୍ରତ କୁମାର ଜେନା  ମଲ୍ଲିକା କାହା ପାଇଁ କଣ ମୁଁ ଜାଣେନା, ତଥାପି କାହିଁକି କେଜାଣି ଆଜିବି ମୁଁ ତା ବାଟକୁ ଜଗି ବସୁଛି, ସେ ଆସେ ବେଳେ ବେଳେ ଜହ୍ନରାତିର ଝାପ୍ସାୟିତ ଆଲୋକ ରୋଷଣୀରେ କେବେ ପୁଣି ଅମବାସ୍ୟାର କିଟି ମିଟି ତନ୍ଦ୍ରାରେ ମଲ୍ଲିକାର ଗଜରାର ବାସ୍ନା ବିମୋହିତ କରେ…

ଗଳ୍ପ : ସାମାନ୍ୟ କଥନ

ଅମିୟ ବେଜ୍  ମୁଁ ସବୁବେଳେ ମା' ର ସେଇ ପ୍ରେମିକ କଥା ଭାବେ । ମୋର ଖୁବ୍ ଅଧିକ ଭାବିନେବାର ବୟସଟିଏ ହୋଇନଥିବାରୁ , କେବଳ ଏତିକି ଧାରଣା ତିଆରିପାରେ ଯେ , ଲୋକଟା ନିଶ୍ଚିତ ମାତ୍ରାଧିକ ପେଟୁ' ହୋଇନଥିବ ଓ ଶୋଇଶୋଇ ଅତ୍ୟଧିକ କର୍ଣ୍ଣକଟୁ ଘୁଙ୍ଗୁଡ଼ି ମାରୁନଥିବ । ଏଇ ଦୁଇ ଦୁର୍ଗୁଣ ନଥିବା…

ଭାଷା ଭାଗବତ : ପଚାରିବି କେତେ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶବ୍ଦ-ଜାଲରେ ହୋଇ ଛଂଦି କବିତା ହେଲା ଯେବେ ବଂଦୀ କବି ତା' ରୁଚି ଅନୁଯାୟୀ ହେଲା ନିଜର ପ୍ରତିଦ୍ବଂଦ୍ବୀ ଭାବିଲା ନିଜେ ମନେ ମନେ ସେ ସତେ ସବୁକିଛି ଜାଣେ କରିଲା ଜ୍ଞାନ ପ୍ରଦର୍ଶନ ପ୍ରତିଭା ହେଲା ଅଂତର୍ଧାନ ଯେଉଁ ପ୍ରକାର ଭାଷା କହି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ ବିଶ୍ୱାସ କରିବନି ସରୋଜ ! ଜୀବନର ତ୍ରିଛକ ଉପରେ ମୁଁ ଆଜି କେତେ ଅସହାୟ । ଦିନ ଥିଲା, ରୂପର ଅହଂକାରରେ ମୁଁ ଉନ୍ମାଦିନୀ ଥିଲି । ମୁଁ ଥିଲି ସହରର ସର୍ବାପେକ୍ଷା ଅନବଦ୍ୟାଙ୍ଗୀ ରୂପସୀ । ଏମିତି ରୂପର ପସରା ନେଇ…

କବିତା : ତୁମେ ଅଛ ବୋଲି

ନିରୁପମା ପତି ତୁମେ ଅଛ ବୋଲି ମୁଁ ଧାଇଁଗଲି ସିଂହଦ୍ବାର ଭାବର ପଣତ ବଢାଇଲି ଅତୀତର କେବେ ଦିନେ ନେଇଯାଇଥିଲ ଦାସିଆ ଵାଉରୀର ଶ୍ରୀଫଳ, ଭାବିଥିଲି, ତୁମେ ଅଛ ବୋଲି ହରଣ କରିନେବ, ମୋ ଦୁଃଖ ଓ ଯାତନାର ମହଣ ମହଣ ଆର୍ତ୍ତ ଚିତ୍କାର । ତୁମେ କୃପା ସିନ୍ଧୁ ବୋଲି ଭାବୁଥିଲି…