Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ ଏ ଚାରିଟିର ସାରମର୍ମ ବୁଝି କରିଲେ ଆଚରଣ ଜୀବନ ଶାଂତି ପରିପୂର୍ଣ ଅଶାଂତ ମନ ମଧ୍ୟେ ଭ୍ରମ ହୁଅଇ ଯଦି କାର୍ଯକ୍ଷମ କାୟା ସହିତ ରହେ ଛାୟା ସ୍ପୃହାରେ ମିଶିଯାଏ ମାୟା ଗଚ୍ଛିତ ତତ୍ତ୍ବକୁ ମାନିଲେ ନୂତନ…

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ଛବି ରାୟ ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ଏ’ ରାଇଜେ କ୍ଷୀର ନୀର…

ମନକଥା କହିବାକୁ ମୁଁ ସାହିତ୍ୟର ଆଶ୍ରୟ ନିଏ : ଦୀପକ କୁମାର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପକ କୁମାର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ…

କବିତା : ନୀଳ ଜହ୍ନ

ରାଜ କିଶୋର ଦାସ  ନୀଳ ଜହ୍ନ, ନୀଳ ଆକର୍ଷଣ ନୀଳ କ୍ଷତ, ନୀଳ ନୀଳ ଆଘାତ ନୀଳ ନୀଶା ଘନ ନୀଳ ରାତ୍ର ବିବସରୁ ବିବସ, ହାତ ପାଆନ୍ତାରୁ ଦୂର, ବହୁଦୂର ନୀଳଜହ୍ନ । ଅନ୍ତ ହୀନ, ଅନନ୍ତ ପ୍ରତୀକ୍ଷା ବର୍ଷ ବର୍ଷ ଶତବର୍ଷ ମୃଦୁ ମୃଦୁ ଆଗମନ, ପାଦ ଥାପୁ ନ’ ଥାପୁଣୁ ଝରକା ଖୋଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ କେଉଁଠି ସୁଜାତା ? କି ପରିସ୍ଥିତିରେ ମୁଁ ତମକୁ କେଉଁଠି ହଜାଇ ଦେଇଛି ? ମୁଁ ଜାଗ୍ରତ ଥିବା ଅବସ୍ଥାରେ ତମେ କେଉଁଠି ଲୁଚିଗଲ ? ଆଜି ଆସ ସୁଜାତା... ଆମେ ନନ୍ଦିନୀ କୂଳକୁ ଯିବା... ତମ ପ୍ରେରଣାରେ ମୋ ତୂଳୀ ସଜୀବ…

କବିତା : ଆମ ଓଡ଼ିଶା

ଶମ୍ଭୁନାଥ ଦାସ ଯେଉଁ ରାଇଜରେ ସଦା ଭରପୁର ଖଣିଜ ସମ୍ପଦ-ମାନ, ସେ ରାଜ୍ୟ କିମ୍ପାଇ ଦରିଦ୍ରରେ ଗଣା କଥା ବଡ଼ ହୀନିମାନ । ରହିଛ କି ଶୋଇ ହେ ଉତ୍କଳ ଭାଇ କିବା ଅଳସୁଆ ପଣ, ଆଳସ୍ୟ ତ ନୁହେଁ ଓଡ଼ିଆ ଜାତିର କର୍ମ-ଧର୍ମର ଲକ୍ଷଣ । ଓଡ଼ିଶା ରାଜ୍ୟରେ କେତେ ଯେ ସମ୍ପଦ ନାହିଁ ତ…

ଭାଷା ଭାଗବତ : ସାହିତ୍ୟ ବଳୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦେଖେଇହେବାର ପ୍ରବୃତ୍ତି ଯଦି ହୁଏ ପ୍ରବଳ ଅତି ବ୍ୟକ୍ତିର ହାବ ଆଉ ଭାବ କ୍ରମଶଃ ହୁଏ ଅବାସ୍ତବ ସ୍ବଭାବ ଜାଣି ଚଳି ଭାଷା ହୋଇଲେ ସୁବୋଧ୍ୟ, ସରସା ସ୍ବଭାଷୀ କରଂତି ଗ୍ରହଣ ସ୍ବେଚ୍ଛାରେ ଶ୍ରବଣ, ପଠନ ଭାଷାକୁ ଡରିଲେ ସ୍ବଭାଷୀ ହୁଅଇ ଆପେ…

ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଆଲୋଚନା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ 'ପଠନର ଆନନ୍ଦ ଏବଂ ଶକ୍ତି' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଲେଖକ ତଥା ସମାଲୋଚକ ଚନ୍ଦ୍ରହାସ ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ‘ପଠନ' ମନୁଷ୍ଯ ଜୀବନର ଏକ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ସେ ନିଜ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି,…