Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକ ପରିଚୟ : ଝଞ୍ଜାବର୍ତ୍ତ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଗଳ୍ପ ସଙ୍କଳନ : ଝଞ୍ଜାବର୍ତ୍ତ ଗାଳ୍ପିକା : ସୁନନ୍ଦା ବି ମହାପାତ୍ର ପ୍ରକାଶକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ପୃଷ୍ଠା : ୧୬୮, ମୂଲ୍ୟ : ୧୮୯ ମାତ୍ର ! କ୍ଷୁଧାର୍ତ୍ତ କ'ଣ ଦେଖେ କିଏ ଖାଦ୍ୟ ଆଉ କିଏ ଅଖାଦ୍ୟ ? କିଏ ଯୋଗ୍ୟ କିଏ ଅଯୋଗ୍ୟ ?…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୁହଁ ସଞ୍ଜ ବେଳକୁ ଏକ ଜଙ୍ଗଲିଆ ରାସ୍ତାଦେଇ ଗାଡ଼ି ଗତି କରୁଥିଲା । ଆଗରେ ବସିଥିବା ଦୁଇସାଙ୍ଗ ଗପର ପସରା ଖୋଲି ଦେଇଥିଲା । ସନ୍ଧ୍ୟା ଧୀରେ ଧୀରେ ଅପସରି ଯାଉଥିଲା । ଶୁନ୍‌ଶାନ୍ ରାସ୍ତାରେ କାଁ ଭାଁ ଗୋଟେ ଦି’ଟା…

କବିତା : ତୁମେ

ସଫଳା ଦାସ  ତୁମେ ମନ ପଡ ନିଶବ୍ଧ ରାତ୍ରିରେ ନିରବତା ନୟନରେ ପୁଣି ମନେ ପଡ ଅଦିନ ବର୍ଷାରେ ବିଜୁଳି ଚମକେ ଦେହେ । ତୁମ ଗୁମସୁମ୍ ସତେକି ରାଗ ଅଭିମାନରେ ଦିଏ କିଛି କଷ୍ଟରେ ପୁଣି ବେଶୀ ମନେ ପଡ ତୁମ ଚାହାଣୀରେ ଆଖି ଥାଉ । ଶୀତ ଅନୁଭବେ ଉଷ୍ଣ ଶିହରଣେ ତୁମ ମିଠା କଥା…

ଭାଷା ଭାଗବତ : ମାନ ହୁଏ ମ୍ଳାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ ଭାବନା ପ୍ରକାଶି ଲେଖଂତି ସ୍ବଭାଷୀ ସୁଜନ ବଢ଼ାଂତି ସ୍ବଭାଷାର ମାନ ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା ଆମର ଭାଷାର ଜନତା ହୁଅଂତି ଲିଖନ-ବିରାଗୀ ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ ଯାହାର ଯେତେ ପ୍ରୟୋଜନ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସୁଜାତା ଅନ୍ତର୍ମନରେ ପୁଲକି ଉଠିଲା । ଟିଫିନ୍ ଖୋଲି ସରୋଜଙ୍କୁ ଖାଇବାପାଇଁ ଇସାରା କଲା । ଉଭୟେ ସାଙ୍ଗ ହୋଇ ଜଳଖିଆ ଖାଇଲେ । ସରୋଜ ସୁଜାତାର ହାତକୁ ମୁଠେଇ ଧରି କହିଲେ । - ଆସନ୍ତା ସତର ତାରିଖରେ ଆମ ବିବାହର…

ଗଳ୍ପ : ଦୋ ମୁହାଁ

ଅଭିଜିତ ଦେବର୍ଷି                                                ମିଶ୍ର ବାବୁ ତାଙ୍କ କଲୋନୀ ର ଜଣେ ମାନ୍ୟ ଗଣ୍ୟ ଲୋକ । ସବୁ କାମରେ ତାଙ୍କୁ ଡାକରା ପଡେ। କିଛି ଦିନ ହେବ ଏକ ଆତ୍ମହତ୍ୟା ଖବର ପାଇବା ପରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଉପରେ କଲୋନୀରେ ଗୋଟେ ଆଲୋଚନା ଶିବିର…

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ ଏ ଚାରିଟିର ସାରମର୍ମ ବୁଝି କରିଲେ ଆଚରଣ ଜୀବନ ଶାଂତି ପରିପୂର୍ଣ ଅଶାଂତ ମନ ମଧ୍ୟେ ଭ୍ରମ ହୁଅଇ ଯଦି କାର୍ଯକ୍ଷମ କାୟା ସହିତ ରହେ ଛାୟା ସ୍ପୃହାରେ ମିଶିଯାଏ ମାୟା ଗଚ୍ଛିତ ତତ୍ତ୍ବକୁ ମାନିଲେ ନୂତନ…

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ଛବି ରାୟ ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ଏ’ ରାଇଜେ କ୍ଷୀର ନୀର…

ମନକଥା କହିବାକୁ ମୁଁ ସାହିତ୍ୟର ଆଶ୍ରୟ ନିଏ : ଦୀପକ କୁମାର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପକ କୁମାର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ…