Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜି ବେଶୀ ଖରାପ ଲାଗିବାରୁ ତମେ ଶୋଇଥିବା ସମୟରେ ମେଡିକେଲ ଯାଇଥିଲି । ଫେରିବାବେଳେ ଅଧରାସ୍ତାରେ ବର୍ଷା ମାଡ଼ ଖାଇବାକୁ ପଡ଼ିଲା । ଆଉ ତା’ପରେ... । ସରୋଜ ଚାହିଁଲେ ପଦ୍ମିନୀକୁ । କଥା କହିବା ସମୟରେ ସେ କେବେ ମଧ୍ୟ…

କବିତା : ଦେହକଳ୍ପ

ରାମକୃଷ୍ଣ ସମାଧିରେ ସୁରକ୍ଷିତ ମୁଁ ଶୂନ୍ୟତାର ସୀମାହୀନତାରେ, ପାଦେ ଓହ୍ଲାଇ ଆସିଲେ ତଳକୁ ଘେରି ପକାଏ ପଞ୍ଚଭୂତରେ ନିର୍ମିତ ଅନ୍ନମୟ ଗୋଟେ ମାଂସାଶୀ ଶରୀର। ଅମୃତବୃକ୍ଷ ପରି ଶୂନ୍ୟରେ ଚେରାଏ ପାଦରେ ପୃଥିବୀ ବାନ୍ଧେ ଅଣ୍ଟାରେ ଇନ୍ଦ୍ରଧନୁ ଆଉ ମଥାରେ କେରା କେରା ଆକାଶ ଡାଳେ…

ଭାଷା ଭାଗବତ : ଶାଂତି ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭୋକ ଓ ଭୟ ଥିଲେ ଜୀବ ସର୍ବଦା ବିଚଳିତ ହେବ ଅନ୍ନାର୍ଜନ ଓ ଧନାର୍ଜନ ଆଡ଼କୁ ଯିବ ଆପେ ମନ ବିତ୍ତ ସହିତ ପ୍ରତିପତ୍ତି ଦୂରେଇ ପାରେନି ବିପତ୍ତି ଜୀବନସାରା ହଂତସଂତ ହୁଏ ସେ ମରିବା ପର୍ଯଂତ ଅନ୍ୟ ଉପରେ ନିୟଂତ୍ରଣ ନୁହଇ ଉତ୍ତମ ଲକ୍ଷଣ…

ପୁସ୍ତକ ପରିଚୟ : ଓଡ଼ିଶା କା ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଓଡ଼ିଶା କା ଇତିହାସ ନିର୍ମଳାବାଳା ମିଶ୍ର ଓ ରବି ଶତପଥି ପ୍ରଥମ ପ୍ରକାଶ - ୨୦୨୨, ବିଜୟିନୀ ପବ୍ଲିକେଶନ, ଶଙ୍କରପୁର, କଟକ ପୃଷ୍ଠା ‐ ୩୨୮, ମୂଲ୍ୟ ‐ ଟ୪୦୦/- ଇତିହାସ କହିଲେ ଆମେ ସାଧାରଣ ଅର୍ଥରେ ଯାହା ବୁଝୁ ତା' ହେଲା "ଅତୀତରେ ଘଟି…

ସ୍ୱଳ୍ପ ଗଳ୍ପ : ତକିଆ ତଳର ବହି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୧ କାହାକୁ ଏଇଠି କିଛି ବୁଝାଇବାର ଆବଶ୍ୟକତା ପଡିବ ନାହିଁ ଯେ ଜଣକର ତକିଆ ତଳରେ ଯେଉଁ ବହିଟି ସାଧାରଣତଃ ରହିଥାଏ ତାହା ତାହାର ଅତ୍ୟନ୍ତ ପ୍ରିୟତମ ବହି। ତାହା କେବଳ ପ୍ରିୟତମ ନୁହଁ ସବୁଠୁ ଗୋପନୀୟ ବି। ନିଜର ବିଶ୍ରାମ କାଳରେ ବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶୋଇବା ଘର ବାରଣ୍ଡାରେ ପାଦ ଦେଉ ଦେଉ ରୋଷେଇ ଘରୁ କିଛିଟା ଶୁଣି ସେ ଭିତରକୁ ଗଲା । ସରୋଜ ଚୁଲି ଉପରେ କିଛି ବସାଇଛନ୍ତି । ପଦପାତ ଶୁଣି ସେ ମୁହଁ ଘୂରାଇଲେ । ସମ୍ପୂର୍ଣ୍ଣ ଶୁଷ୍କ ଏବଂ ମଳିନ ଚେହେରା ।…

କବିତା : ଆହୁତି

ପ୍ରିୟମ୍ବଦା ସାମଲ ଏ ଜୀବନ ଅବିରତ ଯଜ୍ଞବେଦୀ ସାଧନା ପଥେ ଧାବିତ କର୍ମର ଘୃତରେ ଆହୁତି ଦେଇଣ ସର୍ବଦା ଉଦଜୀବିତ। ତ୍ୟାଗ ସହିଷ୍ଣୁତା ଜୀବନ ଗୀତିକା ସନ୍ତୋଷ ଶାନ୍ତିର ପଥ ସ୍ଵାର୍ଥକୁ ସାରଥି ନକରି ଆହୁତି ଜୀବନ ହୁଏ ସୁଖଦ। କର୍ତ୍ତବ୍ୟ କର୍ମରେ ସଫଳତା ଆଣେ ଯୋଜନା ଅଟଇ ସାର…

ଭାଷା ଭାଗବତ : ପରିବର୍ତନ ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ପରିବର୍ତନ ନିରଂତର ଘଟୁଛି, ତେଣୁ ଏ ସଂସାର ହୋଇଛି ପ୍ରାଣୀଂକର ଘର କରି ହୁଏନି ଅସ୍ବୀକାର ଭାଷା, ସଂସ୍କୃତି, ବିଧି, ପ୍ରଥା କେଉଁଠି ନାହିଁ ସ୍ଥିରାବସ୍ଥା ବିଭିନ୍ନ ଅଦଳ ବଦଳ ପ୍ରକ୍ରିୟା ସକ୍ରିୟ ସଚଳ ଘୂରୁଥିବା ବିଶ୍ବରେ ରହି…

ଓଡ଼ିଶାର ବରପୁତ୍ରମାନଙ୍କ ରଚନା ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ମାଧ୍ୟମରେ ଗାନ୍ଧୀଜୀଙ୍କ ସ୍ମୃତି ଚରଣ

ଭୁବନେଶ୍ବର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହକୁ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସଙ୍ଗୀତ…

ଆଡେନୋଭାଇରସ୍ ସଂକ୍ରମଣ ଚିନ୍ତା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସାମ୍ପ୍ରତିକ ସମୟରେ, ଥଣ୍ଡା ଓ ଜ୍ୱର ଯୋଗୁଁ ପିଲାମାନଙ୍କର ମୃତ୍ୟୁ ଅନେକ ଲୋକଙ୍କୁ ଦୁଃଖ ଓ ଚିନ୍ତିତ କରିଛି । ପ୍ରତିବର୍ଷ ଶୀତର ଶେଷ ଓ ଗ୍ରୀଷ୍ମ ଆରମ୍ଭ ମଧ୍ୟରେ ପାଣିପାଗ ପରିବର୍ତ୍ତନ ସମୟରେ ଥଣ୍ଡା ଓ ଜ୍ୱର ସହିତ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା…