Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ଦାନ୍ତ ପାଇଁ ପ୍ରାର୍ଥନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୦ ନିହାତି ସରଳ ଆଉ ଆଟୋପହୀନ ଭାବରେ କହିଲେ ଆଜିର ଶୀର୍ଷକ ହେଉଛି ଗୋଟିଏ ଅସଲି ଦନ୍ତ କଥା । ଅର୍ଥାତ୍ ଏଠାରେ ଦାନ୍ତକୁ ନେଇ ବିଶେଷ ଭାବରେ ମଣିଷର ଦାନ୍ତକୁ ନେଇ କିଛି କଥାର ଉପସ୍ଥାପନା କରାଯାଉଛି। ଏଇ ଦନ୍ତ କଥାର ଆରମ୍ଭଟି…

ପୁସ୍ତକ ପରିଚୟ : ଶ୍ଵେତପତ୍ର

ଅପହଞ୍ଚ ଇଲାକାର ଅବଦମିତ ସ୍ୱର 'ଶ୍ୱେତପତ୍ର' ହିମାଦ୍ରୀ ତନୟା ମିଶ୍ରଙ୍କ ସମୀକ୍ଷା  କବିତା ସଙ୍କଳନ : ଶ୍ଵେତପତ୍ର କବି : ବଳରାମ ପୂଜାରୀ ପ୍ରକାଶକ : ପେନ୍ ଇନ୍ ବୁକ୍ସ ପବ୍ଲିକେଶନ, ଭୁବନେଶ୍ୱର ମୂଲ୍ୟ – ୧୯୯ /- "ଏଠି ଜୀବନ ସବୁ ଦୌଡୁଥିଲେ ମୁଠା ମୁଠା ପରମାୟୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏତେବେଳେ ଯାଇ ମୀନାକ୍ଷି ମୁହଁ ଖୋଲିଲା- ଆଉ ସେ ପଠାଇଥିବା ବିବାହ ବିଚ୍ଛେଦ ଦଲିଲକୁ କ’ଣ କଲୁ ? ତା’ ହାତକୁ ମୁଠେଇ ଧରିଲା ପଦ୍ମିନୀ- ଏଇ ଗୋଟିଏ ଭୁଲ କରିଛି ମୀନାକ୍ଷି । ଶତଚେଷ୍ଟା କରି ମଧ୍ୟ ସେଥିରେ ଦସ୍ତଖତ…

କବିତା : ଯୁଦ୍ଧଭୂମି

କୈଳାସ ଚନ୍ଦ୍ର ସାହାଣୀ  ତୁମେ ଛଳନାର ଜତୁଗୃହରେ ଜାଳିବା ପୂର୍ବରୁ ବହୁବାର ଜଳିଛି ମୁଁ ପ୍ରତାରଣାର ଲେଲୀହାନ ଶିଖାରେ, ତୁମେ ମିଛର ମହୁତୁଠ ଦେଖାଇବା ଆଗରୁ ଅନେକବାର କ୍ଷତାକ୍ତ ହୋଇଛି ମୁଁ ସେ ମଧୁ ମକ୍ଷିକାର ତୀବ୍ର ଦଂଶନରେ ; ମୋତେ ଆଉ ଭ୍ରମିତ କରନାହିଁ ହେ…

ଭାଷା ଭାଗବତ : ସତ୍ୟ ସଂଧାନୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନ କରି ତଥ୍ୟ ବିଶ୍ଳେଷଣ କରିଲେ ସ୍ବମତ ପ୍ରଦାନ ସତ୍ୟକୁ ମିଳେ ଅପମାନ ଅସାର ହୁଅଇ ବଚନ ସତ୍ୟକୁ ରଖିଲେ ଗୋପନ ମିଳେନି କେବେ ସମାଧାନ ସମସ୍ୟା ହେଲେ ହେଁ ଉତ୍କଟ ନ ମିଳେ ସମାଧାନ ବାଟ ଅଳପ କିଛି ଦେଖି, ଶୁଣି କଳ୍ପନାଜାତ ମିଛ ବୁଣି…

ବିଶ୍ୱ ଗଳ୍ପକଥନ ଦିବସରେ ‘ଷ୍ଟୋରୀ ୱିଭର’ ପକ୍ଷରୁ ‘ଗେଟ ଚିଲ୍ଡ୍ରେନ ରିଡ଼’ ଅଭିଯାନର ଆରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦ କୁ 'ବିଶ୍ୱ ଗଳ୍ପକଥନ ଦିବସ' ଭାବରେ ପାଳନ କରାଯାଏ। ଏହି  ଅବସରରେ ପିଲାଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବାର ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପାଇଁ ପ୍ରକାଶକ 'ପ୍ରଥମ ବୁକ୍ସ'ର “ଷ୍ଟୋରି ୱିଭର” ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୩…

କବିତା : ଆମ ପଖାଳ କଂସା

ଗଦାଧର ସାହୁ  ମୋ ଘର ଓଡିଶା ଓଡ଼ିଆ ମୋ ଭାଷା ବଳ ମୋ ପଖାଳ କଂସା, ବାସି ପଖାଳ ମୋ ହାଣ୍ଡିରେ ନଥିଲେ ଭୋକରେ ଉଡଇ ହଂସା । ସକାଳ ପାଇଲେ ପଖାଳ ଖୋଜଇ ଶାଗ ସଙ୍ଗେ ବଡି ଚୁରା, ଚୁନାମାଛ ସାଥେ ଶୁକୁଆ ରାଇତା ଖାଇ ଦେଉ ପେଟ ପୂରା । କଞ୍ଚା ଲଙ୍କା ଲେମ୍ବୁ ପିଆଜ କାକୁଡି…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଭୁବନେଶ୍ୱରରେ ରହୁଥିବା ଘରର ତାଲାଖୋଲି ଭିତରେ ପାଦ ଦେଉ ଦେଉ ମୁଣ୍ଡରୁ ପାଦଯାଏ ଝାଳରେ ବୁଡ଼ିଗଲି । ସାରା ଘର ଚକ୍ରାକାରରେ ଘୂରିବାକୁ ଲାଗିଲା । ସବୁ ଜାଗାରେ ଚନ୍ଦ୍ରଭାନୁଙ୍କ ଅସ୍ତିତ୍ୱ ଚଳପ୍ରଚଳ ହେଉଥିଲା । ଏମିତିରେ…

ଭାଷା ଭାଗବତ : ଭାଷା ଯୋଗାଏ ସର୍ବସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମୂଳ ଓ ସର୍ବଶେଷ ମନରେ ସଦା କରେ ବାସ ଉଲ୍ଲାସ ଅବା ଅବସୋସ ଉଭୟ କରଇ ପ୍ରକାଶ ମନୁଷ୍ଯ ଭାଷାକୁ ଆଶ୍ରୟି ହୋଇଛି ଏବେ ସର୍ବଜୟୀ ଜ୍ଞାନ ବଳରେ ଚଳେ ବିଶ୍ୱ ଭାଷା ବିହୁନେ ସର୍ବେ ନିଃସ୍ବ ଭାଷାର ମୂଳ ଯେଣୁ ଧ୍ବନି ସେ ସବୁ ଶୁଣି,…

ଦିନିକିଆ ପଖାଳ ପ୍ରେମ

ଭକ୍ତିମୟୀ ଜେନା  ( ୧ ) ସକାଳୁ ପଖାଳ ବେଲାଏ ଖାଇକି କଲେଜ ଯାଉଥିବା ଆମ ପରିଡ଼ା ବାବୁଙ୍କ ଝିଅ ଲୋନି ଇଜ୍ଜତ ଚାଲିଯିବା ଡରରେ ସାଙ୍ଗ ମାନଙ୍କୁ କୁହେ ମୁଁ ଆଜି ଉପମା, ପୁରି , ମ୍ୟାଗୀ, ଚଉମୀନ ଖାଇକି ଆସିଛି।କିନ୍ତୁ ଆଜି ପଖାଳ ଦିବସ ପାଇଁ ସମସ୍ତଙ୍କୁ କହି ବୁଲୁଛି ପଖାଳ…