Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷା ଉନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଲେଖି ପାଏଁ ଖୁସି ହୋଇପାରିନି ମାର୍ଗଦର୍ଶୀ ' ମୁଁ ଜାଣିନାହିଁ ' ବୋଲି ଜାଣେ ନିଜକୁ ଭାଷାପ୍ରେମୀ ମଣେ କରିନି ବେଶି ଅଧ୍ୟୟନ ତତ୍ତ୍ବପୂରିତ ଗ୍ରଂଥମାନ ଶୁଣିଛିଁ ଦେଇ ମନ ଧ୍ୟାନ ତହିଁରୁ ପାଇଅଛିଁ ଜ୍ଞାନ ତାହା ହିଁ କରୁଛିଁ…

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜ୍ୟ ତଥା ପଦିଶି ରାଜ୍ୟ ଯଥା :- ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ମହାରାଷ୍ଟ୍ର,…

ପରପାରିରେ ସାହିତ୍ୟିକ ତପନ ପଟ୍ଟନାୟକ

ଭୁବନେଶ୍ବର : ଆଉ ନାହାନ୍ତି ବିଶିଷ୍ଟ କବି, ଗୀତିକାର, ଔପନ୍ୟାସିକ ତଥା ପ୍ରକାଶକ ତପନ ପଟ୍ଟନାୟକ। ଅସୁସ୍ଥତା କାରଣରୁ କିଛି ଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା। ମୁଁ ଆସିଛି ଦେଖି ତୋ କଳା ବଦନକୁ ଗୀତ ମାଧ୍ୟମରେ ସେ…

ସ୍ୱଳ୍ପ ଗଳ୍ପ : ଅଗ୍ନି ପରୀକ୍ଷା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୯  ଇନଗ୍ରୀଡ୍ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ। କିଛିଦିନ ଆଗରୁ ତାଙ୍କୁ ଗୋଟିଏ ଭୀଡର ଦୃଶ୍ୟପରକ ସମସ୍ତ ଉତ୍ସୁକତାର ସାମ୍ନାରେ ନିଆଁରେ ଜିଅନ୍ତା ଜାଳି ଦିଆଯାଇଥିଲା। ସେ ସେହି ଲେଲିହାନ ନିଆଁରେ ଜଳିପୋଡି ପାଉଁଶ…

ପୁସ୍ତକ ପରିଚୟ : ଭାବ ବଇଭବ

ତାରାପ୍ରସାଦଙ୍କ 'ଭାବ ବଇଭବ' ଶହେଟି ଗୀତି..... ଅସରନ୍ତି ପ୍ରୀତି.... ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଭାବ ବଇଭବ କବିତା ସଙ୍କଳନ କବି : ତାରାପ୍ରସାଦ ଜେନା ଜେଇସି ପବ୍ଲିକେସନ ପୃଷ୍ଠା : ୧୧୨ ମୂଲ୍ୟ : ୧୯୯ ବିଗତ ଚାରି ଦଶନ୍ଧି ଧରି ଓଡିଆ ସାହିତ୍ୟର ବିଭିନ୍ନ…

କବିତା : ନାରୀ, ଏକ ଛଳଛଳ ଅଭିବ୍ୟକ୍ତି

ସୁଜାତା ମିଶ୍ର  ସମୁଦ୍ରକୁ ଶୋଷି ନେଇପାରେ ନାରୀର ତୃଷ୍ଣା .... ଫଗୁଣର ପିଆଲାରେ ମନମତାଣିଆ ଫୁଲ.. ଆଉ ଆମ୍ବକଷିର ସ୍ଵାଦ ଭରିଦେଇ ପାରେ ନାରୀତ୍ଵର ମହମହ ବାସ୍ନା ! ସମଗ୍ର ଆକାଶକୁ ମେଘର ଓଢଣୀରେ ଢାଙ୍କି ଦେଇପାରେ ନାରୀର ଲଜ୍ଜା ....., ଅଥଚ ପ୍ରିୟ ମଣିଷର ଛୋଟ ଭୁଲ୍ ଟିଏ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ବିଶ୍ୱାସ କିଏ ? ମଝିରେ ମୀନାକ୍ଷି ପ୍ରଶ୍ନ କଲା । ଚନ୍ଦ୍ରଭାନୁଙ୍କର ସମସ୍ତ ଶାରୀରିକ ଆକୃତି ନେଇଥିବା ଯେଉଁ ପୁଅଟିକୁ ମୋ ଘରେ ସେଦିନ ଦେଖିଲୁ- ସେଇ ବିଶ୍ୱାସ ! ଜୀବନରେ କେବେ କାହାପ୍ରତି ବିଶ୍ୱାସଘାତକତା…

ଭାଷା ଭାଗବତ : ଭାଷା ତ କେବଳ ମାଧ୍ୟମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜଣା ଶବ୍ଦ ବ୍ୟବହାର ହୁଏତ ଶୁଭେ ଚମତ୍କାର ନ କଲେ ଭାବନା ସଂଚାର ଅଥବା ଜ୍ଞାନର ପ୍ରସାର ବୃଥା ଶାବ୍ଦିକ ଆଡ଼ଂବର କଲେ ହେଁ ଭାବନା ସଂହାର ଚେତନା ଜାଗୁନି ଆମର କ'ଣ କରିବା ଦରକାର ଭାଷା ତ କେବଳ ମାଧ୍ୟମ କୁତ୍ସିତ ଅବା ମନୋରମ ହେଲେ…

ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ ‘ବୁଦ୍ଧମ୍ ଶରଣମ୍’ ରାଜ୍ଯପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର : ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ 'ବୁଦ୍ଧମ୍ ଶରଣମ୍' ରାଜ୍ୟପାଳ  ଗଣେଶୀ ଲାଲଙ୍କ କର କମଳରେ ରାଜ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅନୁବାଦିକାଙ୍କ ସହ ନମ୍ରତା ଚଢା, ବିଜୟ ଗର୍ଗ, ରାକେଶ ଗର୍ଗ ଏବଂ ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।…

କବିତା : ଉଆଁସ

ଦେବଜ୍ଯୋତି ଅବିନାଶ ଇଛା ହୁଏ ବେଳେ ବେଳେ ଭାରି, ଉଆଁସୀ ରାତିର ଗହନ ଅନ୍ଧାରରେ, ଏ ଦୁର୍ଦ୍ଦାନ୍ତ ସହରର ଦୁର୍ବିସହ ଶବ୍ଦଠାରୁ, ନିଜକୁ ନିଜେ ମୋହର ବନ୍ଧନୀରେ ବାନ୍ଧି ରଖିଥିବା ମଣିଷ ମାନଙ୍କର ଆର୍ତ୍ତ-ଚିତ୍କାରରୁ, ଅନ୍ଧାର ସହ ଅନବରତ ଲଢି଼ ଚାଲିଥିବା ଝିଲମିଲ ବିଜୁଳିବତୀ…