Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପ୍ରେମ

ମାନସ ରଞ୍ଜନ ନାୟକ କେଉଁ ଏକ ଆବେଗିକ ମୁହୂର୍ତ୍ତର ଅଜଣା ସମ୍ମୋହନଟିଏ କି ପ୍ରେମ ! ଅବୁଝା ସ୍ପନ୍ଦନର  ତାନରେ ପୁଲକିତ ମନଟେ ହିଁ ପ୍ରେମ ଅବ୍ଯକ୍ତ, ହେଲେ ଅନୁଭବରେ ପର୍ଯ୍ଯାପ୍ତ , ଆଦ୍ଯ ଶିହରଣ ଟିଏ କି ପ୍ରେମ ? ନିରାସକ୍ତ, ନିନିରୁଦ୍ଦିଷ୍ଟି  ନିର୍ମଳ ଚେତନାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜଙ୍କୁ ନେଇ ପଦ୍ମିନୀ ଯେତେ ଗଭୀର ଭାବେ ବିଶ୍ଳେଷଣ କରୁଥିଲା, ଚିନ୍ତା ସାଗରର ସେ ସେତିକି ତଳକୁ ତଳକୁ ଖସିଯାଉଥିଲା । ଏଣେ କ୍ରମେ ସଂନ୍ଧ୍ୟାର ସରୀସୃପ କୋଠରୀର ଈଷତ୍ ଆଲୋକିତ ପରିସରକୁ ମସୀମୟ କରିବାପାଇଁ ତା’ର…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବୈଦେଶିକ ଶବ୍ଦ / ଆଗନ୍ତୁକ ଶବ୍ଦ ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ସର୍ବଦା ପଡ଼ିଥାଏ । ଭାଷା ପରିବର୍ତ୍ତନଶୀଳ । ଚିରସ୍ରୋତା ନଦୀ ଭଳି ଏହା ଗତିଶୀଳ । ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ବା ପ୍ରବେଶ ମୁଖ୍ୟତଃ ଶାସନଗତ, ବାଣିଜ୍ୟ ବ୍ୟବସାୟଗତ ଓ…

କବିତା : ହୋଲି

ଶୁଭନାରାୟଣ ଶତପଥୀ  ଆସିଛି ଏବେ ଦୋଳପୁନେଇଁ ତା ପଛେପଛେ ହୋଲି ଆଲୋକ ମାଳେ ଦାଣ୍ଡ ମନ୍ଦିର ଦିଶଇ ନେଳି ନାଲି । ଅଜା ଓ ଆଈ ଯାଆନ୍ତି ଦେଖ ସାଥୀରେ ଡଲି ମିଲି ମେଲି ଦେଇଛି ଦୋକାନୀ ତାର ଖଇ ଶାକର ଥାଳି । ଦୋଳ ବିମାନେ ରାଧା ଓ କୃଷ୍ଣ ଆସନ୍ତି ଝୁଲି ଝୁଲି ବିଜେ ହୁଅନ୍ତି…

ଭାଷା ଭାଗବତ : ପରିବର୍ତନ ଘନଘନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପରିବର୍ତନ ଘନଘନ ଭାଷାର ପ୍ରଧାନ ଲକ୍ଷଣ ଯେହେତୁ କିଛି ନୁହେ ସ୍ଥିର ସବୁ ବଦଳେ ବାରଂବାର ସୁଯଶା ପଂଡିତ ପ୍ରବର କେହି ବି ନୁହଂତି ଅମର ସଭିଏଁ ହୋଇ କାଳାଧୀନ ସଂସାରେ ବିତାଂତି ଜୀବନ ଉତ୍ତମ କାମ ଥିଲେ କରି ମଣିଷ ହୁଏ ଯଶଧାରୀ…

ସ୍ୱଳ୍ପ ଗଳ୍ପ : ରାଜକନ୍ୟାର ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୮ ପ୍ରେମ ଅଦ୍ଭୁତ । ରାଜକନ୍ୟାର ପ୍ରେମ ସବୁବେଳେ ହିଁ କେବଳ ଅଦ୍ଭୁତ । ପ୍ରେମ ଅଦ୍ଭୁତ ଏଇଥିପାଇଁ ଯେ ପ୍ରେମରେ ପଡିଯିବାର ବୟସ୍କ କାଳରେ ପୃଥିବୀର ସମସ୍ତ ଅସମ୍ଭବକୁ ସମ୍ଭବ କରିବା ଆଉ ସମସ୍ତ ଅଘଟଣକୁ ଘଟଣ କରିବା ଭଳି…

ପୁସ୍ତକ ପରିଚୟ : ଡାଏରୀ ଗପ

ଜୀବନରେ ଭୋଗିଥିବା ସୁଖ, ଦୁଃଖ, ହସ, ଲୁହ ତଥା ମାନସିକ ଅବସ୍ଥାକୁ ନେଇ ଅନୁଭବ ଓ ଅନୁଭୂତିର ସମାହାର : ଡାଏରୀ ଗପ ଡାଏରୀ ଗପ ଗାଳ୍ପିକ : ପ୍ରଦୀପ କୁମାର ରାୟ ଆଦିତ୍ୟ ଭାରତ ପ୍ରକାଶନୀ କଟକ ପୃଷ୍ଠା ସଂଖ୍ୟା : ୧୧୧ ମୂଲ୍ୟ : ୧୫୦ ଗଳ୍ପର ସଂଜ୍ଞା ପୃଥିବୀର କୌଣସି ଗାଲ୍ପିକଙ୍କ…

କବିତା : ଦୋଳେ ତୁ ଦୋଳ ଗୋବିନ୍ଦ

ଚନ୍ଦ୍ରକଳା ଦେବୀ ହେ ନନ୍ଦ-ନନ୍ଦନ ଯଶୋଦାର ଧନ ପ୍ରକୃତି ପୁରୁଷ ଅନନ୍ତ ଫଗୁଣ ଶୁକୁଳ ପୂର୍ଣ୍ଣମୀ ତିଥିରେ ଦୋଳ ପୂର୍ଣ୍ଣିମା ଯେ ପାଳିତ ରାଧା ମାଧବ ଦୋଳରେ ତୁ ଦୋଳଗୋବିନ୍ଦ ଦୋଳ ବିମାନରେ ବସି ରାଧାକୃଷ୍ଣ ଯୁଗଳ ମୂରତି ଆନନ୍ଦ। ବସୁଦେବ ସୁତ ଦେବକୀ ଧନତ ପରମ ପୁରୁଷ ଶ୍ରୀପତି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନି ଜଣକ ପାଇଁ ପୋଷାକ ବାହାର କରିବାକୁ ଆଲମାରୀ ପାଖକୁ ଯିବା ପୂର୍ବରୁ ଖଟର ମୁଣ୍ଡ ପାଖରେ ଥିବା ବେଞ୍ଚ ଉପରେ ତିନି ଥାକ ହୋଇ ରଖାଯାଇଥିବା ଶାଢ଼ୀ, ପ୍ୟାଣ୍ଟସାର୍ଟ ଓ ବିଶ୍ୱାସର ଡ୍ରେସକୁ ଦେଖି ସେ ବିସ୍ମିତ ହୋଇଉଠିଲା…

ଭାଷା ଭାଗବତ : ଅପୂର୍ବ ସୁଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷା ସଂପୃକ୍ତ ଯେତେ ତତ୍ତ୍ବ ଚର୍ଚିତ ଓ ପୁନଶ୍ଚର୍ଚିତ ହେଲେ ହିଁ ଜଣାପଡ଼େ ସତ ସଂଗତ ଆଉ ଅସଂଗତ ଭାଷାର ନିୟମ ଓ ବିଧି ନୁହଂତି ଯେହେତୁ ପରିଧି ଭାଷୀଏ କରଂତି ଲଂଘନ ଘଟାଂତି ଭାଷା ଉନ୍ନୟନ ବ୍ୟକ୍ତିଂକ ସର୍ଜନଶୀଳତା ସକାଶେ…