Latest Odisha News

BREAKING NEWS

Browsing Category

ସାହିତ୍ୟ

ପରପାରିରେ ସାହିତ୍ୟିକା ନିର୍ମଳପ୍ରଭା ନାୟକ

ଭୁବନେଶ୍ୱର : ଚିର ନିଦ୍ରାରେ ବିଶିଷ୍ଟ ସାହିତ୍ୟିକା ନିର୍ମଳପ୍ରଭା ନାୟକ। କିଛିଦିନ ଧରି ସେ ବାଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତା ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସାୟାହ୍ନର…

କବିତା : ଘର ମୋର ସ୍ୱର୍ଗ

ନିରୂପମା ପତି ସରଗ ଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀ ର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶ ଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଲଳିତା ପଛରେ ସ୍ମିତ ହସନେଇ ଛିଡ଼ା ହୋଇଥିବା ଚନ୍ଦ୍ରଭାନୁଙ୍କୁ ଦେଖି । ତାଳମେଳ ନ ଥିବା ବହୁ ବିଚିତ୍ର ଘଟଣା, ଅଦ୍‌ଭୂତ ଦୃଶ୍ୟ ସ୍ୱପ୍ନ ଇଲାକାରେ ସମ୍ଭବ -ପଦ୍ମିନୀ ଜାଣେ । ହେଲେ ଇଏତ ସ୍ୱପ୍ନ ନୁହେଁ । ଏହା ସମ୍ଭବ…

ଭାଷା ଭାଗବତ : ଭାଷାର ମର୍ଯାଦା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ବୋଲାଏ ନିରବତା ତାହା ତ ହୃଦୟର କଥା ଜିଭରୁ ବାହାରେନି ବାଣୀ ତଥାପି ମନ ପାରେ ଶୁଣି ମୁହଁର ବହୁବିଧ ରୂପ ଦେଖାଏ ଭାବର ସ୍ବରୂପ କେବଳ ଉଚ୍ଚାରିତ କଥା ନୁହେ ଭାଷାର ମୂଳାବସ୍ଥା ପଦଟେ କଥା ବି ନ କହି ପାରେ ଯେ ଭାବନା ଜଣାଇ…

ଗଳ୍ପରେ, କାହାଣୀ ସହ ସମାଜ ପାଇଁ ବାର୍ତ୍ତାଟିଏ ରହୁ : ବିମଳା ଶଙ୍କର ଦାଶ

ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କର ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ପ୍ରକାଶିତ । ବିଜ୍ଞାନର ଛାତ୍ର ସହ ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ…

ଅଭୁଲା ଗୀତ : ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଅନୁରୋଧରେ ଗୀତ: ସଂଗ୍ରାମ ମହାନ୍ତି ସଙ୍ଗୀତ : ସରୋଜ ପଟ୍ଟନାୟକ ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ ଚଳଚ୍ଚିତ୍ର : ଅଭିଳାଷ, ୧୯୮୪ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ସାଥେ ଆମ ସ୍ମୃତି…

ଅନୁବାଦ ଗଳ୍ପ : ଅଜଣା ପ୍ରିୟଜନ

23ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୪ ମୂଳ କୋଙ୍କଣୀ: ଗୋବର୍ଦ୍ଧନ ଭାରତୀ  ବୁବକ ଷ୍ଟେସନରେ ଟ୍ରେନ୍‌ଟା ଅଟକୁଣୁ ନ ଅଟକୁଣୁ ସେ ଦି’ହାତରେ ସୁଟ୍‌କେଶ୍ ଓ ବେଡ୍‌ରୋଲ୍କୁ ଧହି ପଦାକୁ ଓହ୍ଲେଇ ପଡ଼ିଲଲେ । ସେ ଜାଣିଥିଲେ ଯେ ଏଇ ଛୋଟିଆ ଷ୍ଟେସନରେ ତାଙ୍କୁ କେହି କୁଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ହୁସିଆର ହେଇ ଯିବ ମିନୀ !... ଚନ୍ଦ୍ରଭାନୁ ଛୁଟିରେ ଭଞ୍ଜ ନଗର ଆସିଛନ୍ତି । କାଳେ ରାସ୍ତାରୁ ତମକୁ ଉଠେଇ ନେଇ ଯାଆନ୍ତି ତ, ସବୁ ଗୋଳମାଳ ହେଇଯିବ । ଲାଜମିଶା ହସର ଧାରେ ସେ ଭାଉଜଙ୍କ ଉପରକୁ ଛାଟି ଦେଇ ସାନ ଭାଇର…

କବିତା : ପ୍ରେମର ଆୟୁଷ

ସାଗରିକା ଦାସ୍  ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ କ'ଣ ଯେ ତୁମେ ମୋ ପାଇଁ ! କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ ଲକ୍ଷ୍ମଣ…

ଭାଷା ଭାଗବତ : ତେଣୁ ଲାଗେ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଯୋଗାଏ ପ୍ରେରଣା ଶରୀର ମାନେ କଟକଣା ଦେହ ଯେହେତୁ ମନ ଭୃତ୍ୟ ମାନେ ଓ ହୁଏ କାର୍ଯରତ ମୁଖ୍ୟତଃ ଦୁଇଗୋଟି ହାତ କାମରୁ ନ ହେଲେ ବିରତ ଭାବନା ହୁଏ କାର୍ଯକାରୀ ମନରୁ ଯାଏନି ବାହାରି ମନ ଭାଂଗିଲେ ବାରଂବାର ମଣିଷ ହୁଅଇ…