Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ତୁମ ପାଇଁ

ମୂଳ ବାଂଲା : ମହାଦେବ ସାହା  ତୁମ ପାଇଁ ମୁଁ ଜିତିଛି ଏକ ଯୁଦ୍ଧ ଜିତିଛି ଗୋଟିଏ ଦେଶର ସ୍ଵାଧୀନତା ତୁମ ହସ, ତୁମ ମୁହଁର ସବୁ କଥା ସେଇ ନିର୍ଜନ ଦୂର ବିଦେଶରେ ସେମାନେ ଥିଲେ ମୋର ସହଚର ଥିଲା କେତେ ନିବିଡ଼ତା । ଅସ୍ତ୍ର ବା ଯୁଦ୍ଧ ଜାହାଜ ଏସବୁ କିଛି ନଥିଲା ମୋ ହାତରେ କେବଳ…

ଭାଷା ଭାଗବତ : ପରଂପରା କି ଭାଷା ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅନାବଶ୍ୟକ ଯୁକ୍ତାକ୍ଷର ଲେଖିଚାଲିଲେ ବାରଂବାର ପ୍ରଶ୍ନ ଉଠୁଛି ବହୁ ଥର : ' ଭାଷା ବଡ଼ କି ଯୁକ୍ତାକ୍ଷର ? ' ଜଟିଳ ଲିଖନ ପଦ୍ଧତି କରୁଛି ବହୁବିଧ କ୍ଷତି ଏ ସତ୍ୟ ଜାଣି, ବୁଝି ସୁଦ୍ଧା ଦେଉଛୁଁ ସଂସ୍କାରକୁ ବାଧା ଅନ୍ୟାନ୍ୟ ବହୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇମାଇଲ ଭଞ୍ଜନଗରର ବିରାଟ ଜଳଭଣ୍ଡାର, ପାହାଡ଼ ଉପରୁ ମାନଚିତ୍ରରେ ଥିବା ଛୋଟିଆ ନୀଳଦେଶଟିଏ ପରି ଦିଶୁଛି । ଅତି ନିକଟକୁ ଦେଖାଯାଉଛି ଭଞ୍ଜ ନଗର ଜେଲ୍‌ର ଅଭ୍ୟନ୍ତର ପରିସର । ବନ୍ଦୀମାନଙ୍କ ମଧ୍ୟରୁ କେହି କେହି ଦଉଡ଼ି…

କବିତା : ସ୍ବାଗତ ଫଗୁଣ

ତରୁଣ କୁମାର ମିଶ୍ର  ଗାଆଁ ମୁଣ୍ଡେ କାଲି ଅଗି ଜଳା ଦେଖି ସକାଳୁ ମାଘୁଆ ଶୀତ , ତା ପେଡ଼ି ପୁଟୁଳା ରୁଣ୍ଡାଇ ଗୋଟାଇ ସଡ଼କେ ଯାଉଛି ଦେଖ । ଆସିଥିଲା ଯେବେ କହୁଥିଲା ବୁଲି ଶିବରାତ୍ରୀ ଯାଏଁ ରହି , ଫେରିବା ଟିକଟ କରିଛି ଆଗରୁ ଜାଗରରେ ଯିବା ପାଇଁ । ତା ଆସିବାବେଳେ ଗେଣ୍ଡୁ…

ଭାଷା ଭାଗବତ : ଏଠାର ସଂସ୍କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପର୍ବପର୍ବାଣି, ଓଷା, ବ୍ରତ ଉତ୍ସବ, ମେଳା, ନାଟ, ଯାତ ଏ ସବୁ ହୁଏ ରୀତିମତ ରାଜ୍ୟର ଲୋକେ ଓତପ୍ରୋତ ଏଠାରେ ଗୃହସ୍ଥ ସଂସାରୀ ଏ ସବୁ ଆୟୋଜନ କରି ହୁଅଂତି ପ୍ରଥା ରକ୍ଷାକାରୀ ନର ହୁଅଂତୁ ଅବା ନାରୀ ସବୁଠି ଧନ ପ୍ରଦର୍ଶନ ଚାଲେ…

ପୁସ୍ତକ ପରିଚୟ : ଚର୍ଚ୍ଚିତ ଗଳ୍ପ ସମ୍ଭାର

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଗଳ୍ପ ସଙ୍କଳନ : ଚର୍ଚ୍ଚିତ ଗଳ୍ପ ସମ୍ଭାର ଗାଳ୍ପିକ ଯଦୁନାଥ ଜେନା, ଶାଳପଡ଼ା, କେନ୍ଦୁଝର ପ୍ରକାଶକ ‐ ଓମ୍ ସାଇ ପବ୍ଲିକେଶନ୍ସ, ବାଙ୍କା ବଜାର, କଟକ ପୃଷ୍ଠା ‐ ୧୫୨, ମୂଲ୍ୟ ‐ ଟ୧୨୦/- ଉଣେଇଶଟି ଗପକୁ ନେଇ ଅନୁଭବୀ କଥାକାର ଯଦୁନାଥ ଜେନାଙ୍କ…

ସ୍ୱଳ୍ପ ଗଳ୍ପ : କିଛି ଆଦ୍ୟ କଥା, ଟେଡି ବିଅର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୪ ଫେବ୍ରୁଆରି ମାସର ଦ୍ୱିତୀୟ ସପ୍ତାହଟି କିଶୋର କିଶୋରୀଙ୍କ ର ଭାରି ଆନନ୍ଦର ସପ୍ତାହ । ତାରୁଣ୍ୟର ସମସ୍ତ ଉତ୍ସାହ ଆଉ ଉଦ୍ଦୀପନା ସହିତ ଏହି ସପ୍ତାହ ଟି ବିଶେଷ ଭାବରେ ପ୍ରେମର ସୁରଭିରେ ପୃଥିବୀକୁ ଆପ୍ଳୁତ କରିଥାଏ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେ ଦିନର ଅପରାହ୍ନକୁ ସ୍କୁଲସାଥୀ ମୀନାକ୍ଷି ସହ କଟାଇବା ପାଇଁ ପଦ୍ମିନୀ ‘ଗାନ୍ଧୀ କୈଳାଶ’ ଉପରେ ଅପେକ୍ଷା କରିଥିଲା । ପାହାଡ଼ ଉପରେ ସ୍ଥାପିତ ବାପୁଜୀଙ୍କ ଶୁକ୍ଳ ପ୍ରତିମୂର୍ତ୍ତି ତଳେ ବସି ସେ ନିରୀକ୍ଷଣ କରୁଥିଲା,…

କବିତା : ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ  ମରିଗଲା ପରେ ମଶାଣିରେ ଜଳି ଯଦି ମୁଁ ପାଉଁଶ ହୁଏ ପବନରେ ଉଡ଼ି ତଥାପି କହିବି ମୁଁ ତୁମକୁ ଭଲ ପାଏ ।। ଜଳି ଜଳି ଦେହ ପାଉଁଶ ହୋଇବ ମିଶିଯିବ ଯେବେ ଭୂଇଁରେ ତଥାପି ଏ ମନ ଝୁରିବ ତୁମକୁ ପାଇବାକୁ ତା ପାଖରେ ।। ଦେହ କି ଜଳିଲେ ପ୍ରେମ ସରି…

ଭାଷା ଭାଗବତ : ନିର୍ଭୟ ଭାବ, ସ୍ପଷ୍ଟ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କାଳ ସହିତ ଦେଇ ତାଳ ଯଦି ନ ଚାଲେ ସଂଘ, ଦଳ ତାହାର ପ୍ରୟାସର ଫଳ ଲୋକଂକୁ କରେ ଟଳମଳ ମନେ ଜଳିଲେ ଚିଂତାନଳ ଦିଶିଲେ ସୁଦ୍ଧା ସମୁଜ୍ଜ୍ବଳ ତହିଁର ଉତ୍ତାପ ପ୍ରବଳ ଆପେ ପାଲଟେ ମହାକାଳ ଯେ ଶୁଣେନାହିଁ ଭିନ୍ନ ମତ କେହି ବି ତାହାର…