Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗ୍ରୀଷ୍ମାବକାଶର କେତୋଟି ଅବସର ଦିବସ ପରିବାର ସହ କଟାଇବା ପାଇଁ ପଦ୍ମିନୀ ବ୍ରହ୍ମପୁରରୁ ଭଞ୍ଜନଗର ଆସିବା ଦିନ, ବସ୍‌ଷ୍ଟାଣ୍ଡରେ ତା’ର ଦେଖା ହୋଇଥିଲା ଲଳିତା ସହ । ଜେଲ୍ ଗ୍ରାଉଣ୍ଡରେ ଥିବା ପୋଲିସ କଲୋନୀକୁ ସେ ତା’ର…

କବିତା : ଛାଇ

ଜୟନ୍ତୀ ଓଝା  ଜହ୍ନର ଛାଇରେ ପତର ଦିଶୁଛି ମନର ଛାଇରେ ତୁମେ ଶୀତର ଚାଦର ଦେହକୁ ଖୋଜୁଛି ତୁମକୁ ଖୋଜେ ମୁଁ ମନେ । ଶୀତର ତାପରେ ଦେହତ ଫାଟୁଛି ମନ କେବେ ଫାଟୁ ନାହିଁ ଶୀତର ତାପରେ ଯୋଡି ହୋଇଯାଏ, ଦୁଇ ହୃଦ ଦୁଇ ଛାଇ! ନିଇତି ସଞ୍ଜରେ ନିଆଁ ମୁଁ ଜାଳୁଛି ମୋ ଦେହ ଜଳୁଛି…

ଭାଷା ଭାଗବତ : କ’ଣ ହେଲା କେତେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଳ୍ପ କାମ ପାରିଛିଁ ସାରି ବହୁତ ରହିଛି ଆହୁରି ଜାଣେନି କରିବି କିପରି ଯାଉଛିଁ ତାହା ଯୋଗୁଁ ହାରି ଅକ୍ଷର ପାଠକ ଅନେକ ନୁହଂତି ସହାୟକ ଲୋକ ନୂଆ କିଛି ବି ଦେଲେ ଲେଖି ବୁଲାଂତିନାହିଁ ଥରେ ଆଖି କେହି ନ ପଢ଼ୁଥିଲେ ସୁଦ୍ଧା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ ( ୩୪)

9ସେ କୋଠରୀରୁ ବାହାରି ଆସିବା ପରେ ଭାଉଜ ତା’ ମୁହଁକୁ ତୋଳିଧରି ପରିହାସ କଲେ- କିହୋ ରାଜଜେମା, ଦେଖା ପଡ଼ିବା ପାଇଁ ହଜାରେ ବାହାନା ଦେଖାଉଥିଲ; ଅଥଚ ଏତେ ସମୟଧରି ତାଙ୍କ ସହ କି କି କଥା ହେଉଥିଲ ? ତାଙ୍କ ଆଡ଼ୁ ତ ସେ ଆଗରୁ ହଁ କରି ସାରିଛନ୍ତି । ତମର ପସନ୍ଦ ହେଲାଟି ? - ଏଁ...ଏଁ ଛେନାଗୁଡ଼…

କବିତା : ବସନ୍ତ ରାସ

ଗଦାଧର ସାହୁ  ବସନ୍ତ ରାସ ଆସର ବାସ ଚହଟଇ, ମୃଦୁ ମନ୍ଦ ମଳୟରେ ଧରଣୀ ହସଇ । ପୁଲକ ଜାଗେ ପରାଣେ ମଳୟ ପରସେ, ତରୁ ଡାଳେ ନବ କଢି ପଲ୍ଲବେ ହରସେ । ପଞ୍ଚମ ତାନରେ ଗାନ କୋକିଳ କରଇ, ସୁମଧୁର କୁହୁ ସ୍ବରେ ଜନ ମନ ମୋହି । ଆମ୍ବ୍ର ବନରେ ବଉଳ ଭୁରୁ ଭୁରୁ ବାସେ, ସେ ବାସର…

ଭାଷା ଭାଗବତ : ମତର ସଂଘର୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଯଥା କଲେ ବେଶି ଯୁକ୍ତି ନଷ୍ଟ ହୁଏ ସର୍ଜନ ଶକ୍ତି ବିବାଦରତ ଦୁଇ ବ୍ୟକ୍ତି କରଂତି ପରସ୍ପର କ୍ଷତି ସ୍ବମତ ସହ ରହି ଲାଖି ଅନ୍ୟର ମତକୁ ଉପେକ୍ଷି ଯାହା ବି ପାରେ କହି, ଲେଖି ତାହାକୁ ଲୋକେ ମାନଂତି କି? ବିବିଧତାପୂର୍ଣ ଏ ବିଶ୍ବ…

ପ୍ରାରବ୍ଧ 

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପୂର୍ବ କର୍ମର ଆଧାର ଉପରେ ପ୍ରାଣୀମାନଙ୍କର ଭାଗ୍ୟ ନିୟନ୍ତ୍ରିତ । ଯାହା ଆମେ ଭୋଗ କରୁଛେ, ତାହା ଆମର ପ୍ରାରବ୍ଧ । ଥରେ ଏକ ବିଚିତ୍ର ଘଟଣା ଦେଖିଲି । ଦୁଇ ଗୁରୁ ଭାଇଙ୍କ ମଧ୍ୟରେ ଝଗଡା ହୋଇଗଲା । ପ୍ରଥମେ ଯୁକ୍ତି ତର୍କ ତା'ପରେ…

ଅନୁବାଦ କବିତା : ସ୍ମାରକ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଆଜି ରାତି ଶ୍ରାବଣର ଏଇ ମେଘ ହଠାତ୍ ଯଦି ଫେରିଯାଏ ତେବେ ବି ପଡ଼ିବ ମନେ ଚଞ୍ଚଳ ପବନ ଯଦି ଫେରେ କେବେ ହୃଦୟର ଅଗଣାରେ ରଜନୀଗନ୍ଧାର ଅରଣ୍ୟରେ ତେବେ ବି ପଡ଼ିବ ମନେ । ଆଜି ବି ଯଦି ପକ୍ଷୀର ଡେଣା ଉଡ଼େ ସେଇ ଦୂର ଦିଗନ୍ତରେ ବନ୍ୟାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଯାହା ହେଉ ଏଇ ପ୍ରଶ୍ନର ଉର ଦେଇହେବ । ତଥାପି ଖଣ୍ଡ ଖଣ୍ଡ କଣ୍ଠରେ ସେ ଉତ୍ତର ଦେଲା- ମୁଁ ତାଙ୍କୁ ଭଗବାନ ରୂପେ ପୂଜା କରେନି, ବରଂ ଜଣେ ଶାଶ୍ୱତବନ୍ଧୁ ରୂପେ ଭଲପାଏ... ଭକ୍ତିକରେ.... । ଏତିକି କହିସାରିବା ପରେ…

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନବାକ୍ଷରୀକୁ ଆଶ୍ରା କରି ଭାଷାରେ ଭାବରାଶି ଭରି ଲେଖେଁ ମୁଁ ଅଂତର୍ମନ କଥା ଭାଷାକୁ ଲୋଡ଼ା ନିରାପତ୍ତା ଅଗଦ୍ୟ ଲେଖିବାର ପାଇଁ କବିଂକ ମନ ବଳୁନାହିଁ ଭାଷାର ପଦ୍ୟ ପରଂପରା ଏବେ ହେଲାଣି ଦରମରା …