Latest Odisha News

BREAKING NEWS

Browsing Category

ସାହିତ୍ୟ

ସର୍ବୋଚ୍ଚ ଅନୁଗ୍ରହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ ତାହା ଅନୁଗ୍ରହ । ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ଓ ବିପଦକୁ ଦୂର କରି ଯିଏ ସାହାଯ୍ୟ କରେ, ଈଶ୍ୱର ତା ଉପରେ ସନ୍ତୁଷ୍ଟ ହୁଅନ୍ତି ଓ ତାକୁ ସାହାଯ୍ୟ କରନ୍ତି । ଜଣେ ବ୍ୟକ୍ତି…

କବିତା : ଦେଶ

ଶ୍ରଦ୍ଧାଞ୍ଜଳି ପଣ୍ଡା  ଭିଡ ଭିତରେ ଜାତୀୟ ସଙ୍ଗୀତର ଧାଡିସବୁ ଉଚ୍ଚାରଣ କରି...ଦେଶ ଭାବୁଛି ସେ କାଳେ ପ୍ରାପ୍ତି କରିଛି ସ୍ୱାଧୀନତାର ବୀଜମନ୍ତ୍ର ।। ଲ୍ୟାଣ୍ଡ ମାଇନ୍ ଉପରେ.... ତାର ହଳେ ପାଦକୁ ଥୋଇଦେଇ ସେ ଖୋଜୁଛି ସଫଳତାର ଶୀର୍ଷକୁ ପହଞ୍ଚିବାର ରାସ୍ତା ।। ଜଞ୍ଜିର…

ଭାଷା ଭାଗବତ : ଅଦ୍‌ଭୁତ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟର ଲୁହକୁ ଅତର ବୋଲି ଯେ କରଇ ବିଚାର ସେ ହିଁ କଂଦାଏ ଅହରହଃ ତା'ଠାରୁ ନିଜ ଦୂରେ ରହ ବଳବଂତ ହୁଏ ବିଜୟୀ ସଂସାର ରୀତି ଅନୁଯାୟୀ ଯୋଗ୍ୟତମର ଉଦ୍‌ବର୍ତନ ଏହାର ନାମ ବିବର୍ତନ ମଣିଷ ପ୍ରକ୍ରିୟା ସଂଭୂତ…

ସହରୀ ଭୋଜି

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ । ମାତ୍ର ଗିରିଆ ଗାଁ ରେ ରହି ଚାଷ ବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ । ଶ୍ରୀଧର ବାବୁ ଯେବେ ଗାଁକୁ ଆସୁଥିଲେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆସନ୍ନ ସନ୍ଧ୍ୟାର ଆଗମନ ଦେଖି ଚନ୍ଦ୍ରଭାନୁ ଘରକୁ ଯିବା ପାଇଁ ଉଦ୍ୟତ ହେଲେ । ଛଳଛଳ ଆଖି ନେଇ ଉମା ତାଙ୍କ ପଥ ଓଗାଳିଲା । କଣ୍ଠରେ ତା’ର ଥିଲା ସୀମାହୀନ କାରୁଣ୍ୟ-ତମେ ମତେ ବିବାହ କରିବ ନା ? - କାହିଁକି ? ଏବେ ବି…

କବିତା: ଶବ୍ଦର ଶତାବ୍ଦୀ

ଡମ୍ବରୁଧର ବେହେରା ତୁମ ନୀରବତାର ଅକୁହା କଥା ମୋ ହୃଦୟରେ ଭରଦିଏ ଅନେକ ବ୍ୟଥା ଯେମିତି ଛୁଇଁଦେଲେ ମଉଳି ଯାଏ ଆମ ବାରିପଟେ ଥିବା ଲାଜକୁଳୀ ଲତା... ଏହାର ମାନେ ନୁହଁ ଯେ ତୁମେ ଶବ୍ଦର ଶତାବ୍ଦୀ ରୀତି,ନୀତି, ରତି ଆଦି ଅନ୍ତର,ବହିର୍ଗତ ବୁଦ୍ଧି ରକ୍ତ,ହାଡ଼,ମାଂସ ଗଢା ଆମ ଅଗଣାର…

ଭାଷା ଭାଗବତ : ଭାବନାର ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେମିତି ଲୋକଂକୁ ଲାଗଇ ତାକୁ ବାସ୍ତବ ମାନିନେଇ କରିଲେ ଜୀବନ ଯାପନ ଦୁଃଖଭରା ହୁଅଇ ମନ ଇଂଦ୍ରିୟାଶ୍ରିତ ହେଲେ କାୟା ଜଣା ପଡ଼ଇ ଯେତେ ଯାହା ତହିଁର ଗୁଣ ବା ଦୁର୍ଗୁଣ କରିହୁଏନି ଅନୁମାନ ଜିଭକୁ ଲାଗିଲେ ସୁଆଦ…

ସ୍ୱଳ୍ପ ଗଳ୍ପ : ଲିଙ୍ଗ-ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୨ ସେ । ଯୁଦ୍ଧ କ୍ଷେତ୍ରକୁ ସେ ପ୍ରବେଶ କରିଥିଲେ ଯେମିତି ସେ ଜଣେ ପ୍ରାଚୀନ ନୀଳନଦୀ ଦେଶ ର ରାଣୀ, କ୍ଲିଓପାର୍ଟ୍ରା । ଗୋଟିଏ ସୁବର୍ଣ୍ଣ ହାନ୍ଦୋଳାରେ ସେ ବସିଥାନ୍ତି ଆଉ ତାଙ୍କର ଦେହରେ ଶୋଭାପାଉଥାଏ ସେ ସମୟର ପ୍ରଚଳିତ ଥିବା…

ଆଜିର ସୃଜନୀ ପକ୍ଷରୁ ମହିଳା ସଚେତନତା ଉପରେ ଆଲୋଚନା ଚକ୍ର

ଭୁବନେଶ୍ବର : ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୁଲ୍ୟରେ ତଥା ଆଜିର ସୃଜନୀର ମିଳିତ ସହଯୋଗରେ ଏକ ମହିଳା ଆଲୋଚନା ଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ…

ପୁସ୍ତକ ପରିଚୟ : ଯୁଦ୍ଧର ଆକାଶ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  କବି ହରିହର ମିଶ୍ରଙ୍କ 'ଯୁଦ୍ଧର ଆକାଶ' ଏକ ଅସମ୍ପୂର୍ଣ୍ଣ ଅନୁଭବ କବିତା ସଙ୍କଳନ : ଯୁଦ୍ଧର ଆକାଶ କବି ହରିହର ମିଶ୍ର, ପୁରୀ ପ୍ରକାଶକ ‐ ସୁଲଭ ପ୍ରକାଶନୀ, ବଳଗଣ୍ଡି, ପୁରୀ ଯୋଗାଯୋଗ ‐ ୯୮୬୧୧୫୩୯୯୧ ମୂଲ୍ୟ ‐ ଟ୧୫୦/- ମାତ୍ର ବିଗତ ଛଅ…