Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଯାହା ହେଉ ଏଇ ପ୍ରଶ୍ନର ଉର ଦେଇହେବ । ତଥାପି ଖଣ୍ଡ ଖଣ୍ଡ କଣ୍ଠରେ ସେ ଉତ୍ତର ଦେଲା- ମୁଁ ତାଙ୍କୁ ଭଗବାନ ରୂପେ ପୂଜା କରେନି, ବରଂ ଜଣେ ଶାଶ୍ୱତବନ୍ଧୁ ରୂପେ ଭଲପାଏ... ଭକ୍ତିକରେ.... । ଏତିକି କହିସାରିବା ପରେ…

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନବାକ୍ଷରୀକୁ ଆଶ୍ରା କରି ଭାଷାରେ ଭାବରାଶି ଭରି ଲେଖେଁ ମୁଁ ଅଂତର୍ମନ କଥା ଭାଷାକୁ ଲୋଡ଼ା ନିରାପତ୍ତା ଅଗଦ୍ୟ ଲେଖିବାର ପାଇଁ କବିଂକ ମନ ବଳୁନାହିଁ ଭାଷାର ପଦ୍ୟ ପରଂପରା ଏବେ ହେଲାଣି ଦରମରା …

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଭାଷାର ମୌଳିକ ଉପାଦାନ ଧ୍ୱନି । ଧ୍ୱନିର ମିଶ୍ରଣରୁ ଅର୍ଥପୂର୍ଣ୍ଣ ଶବ୍ଦର ସୃଷ୍ଟି । ବର୍ଣ୍ଣ ସମଷ୍ଟି ଯାହା ଅର୍ଥବୋଧକ, ତାହା ଶବ୍ଦ । ଶବ୍ଦ ମୂଳତଃ ଏକ ବ୍ୟାକରଣିକ ଉପାଦାନ । ପାଣିନୀଙ୍କ ବ୍ୟାକରଣ ‘ଅଷ୍ଟାଧ୍ୟାୟୀ’ କୁ ଶବ୍ଦାନୁଶାସନ କୁହାଯାଏ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ ମୁହଁରୁ ଲୁହ ପୋଛି ଭାଉଜ ପୁଣି ତାକୁ ସତେଜ କରି ଦେଲେ । ନଜର ନ ଲାଗିବା ପାଇଁ କାନ ପଛରେ କଳାଟୀକାଟିଏ ଛୁଆଁଇ ଦେଲେ । ସେତେବେଳକୁ ପଦ୍ମିନୀ ଯେମିତିକି ଚାବିଦିଆ କଣ୍ଢେଇଟିଏ ହୋଇଯାଇଥିଲା । ଭାଉଜ…

ଭାଷା ଭାଗବତ : ସତ୍ୟର ମରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିଜର ନୀତ୍ୟାଦର୍ଶ ଧରି ଯେ ନିଜ କାମ ଯାଏ କରି ସେ କେବେ ଚାହେଁନି ବିଶ୍ରାମ ଲୋଡ଼େନି ବିବାଦ, ସଂଗ୍ରାମ ଅନ୍ୟ କାହାର ସଂଗେ କଳି ନ କରି ଜାଣେ ଯେଣୁ ଚଳି ନ ଥାଂତି ତା'ର ଶତ୍ରୁ, ବଂଧୁ ତା ମନେ ଲାଗେନି…

କବିତା : କାହିଁକି ଏମିତି ହୁଏ ?

ତରୁଣ କୁମାର ମିଶ୍ର ଈଶ୍ବର ସୃଷ୍ଟିରେ କାଉ ଓ କୋଇଲି ଉଭୟଙ୍କ ରଙ୍ଗ କଳା , କାଉ ରାବ ଶୁଣି ବିରକ୍ତି ଆସଇ କୋଇଲିର ମଧୁବୋଳା । କାଉ ବସା ଦେଖି କୋଇଲି ତାହାର ଅଣ୍ଡା ଦେଇଥାଏ ରଖି , ଛୁଆ ବାହାରିକି କୁହୁ କୁହୁ କହେ କୁଆ ଦିଏ ତାକୁ ଖୁମ୍ପି । କୋଇଲି ସୁନ୍ଦର ଗୀତ ଗାଏ କିନ୍ତୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନାମ ଶ୍ରବଣରେ ହୃଦୟ ଭିତରେ ଅଙ୍କୁରି ଉଠିଥିବା ପ୍ରଥମ ପ୍ରେମର କୃଷ୍ଣଚୂଡ଼ା ତା’ ମୁହଁସାରା ଅବିରର ରଙ୍ଗ ଯେମିତିକି ବୋଳି ଦେଇଗଲା । ମନେପଡ଼ିଗଲା ତା’ର, ଅନର୍ସ କ୍ଲାସରେ ସାର୍ ପଢ଼ାଉଥିଲେ ପୂର୍ବରାଗର କଥା... ।…

ସ୍ୱଳ୍ପ ଗଳ୍ପ : ପ୍ରେମପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୩ ପ୍ରେମପତ୍ର ମାନେ ଏକଦା ଥିଲେ । ଥିଲେ ବା ଏକଦା ବୋଲି ଏମିତି ପ୍ରାକ୍-ଭାଷ ପ୍ରେମପତ୍ର ସହିତ ଯୋଡିବା ବେଳକୁ ମନ ବିଷାଦରେ ଭରିଯାଉଛି କାରଣ ସମସାମୟିକ ପ୍ରେମପତ୍ର(?) ମାନ ସଂକ୍ଷିପ୍ତ-ବାର୍ତ୍ତା-ବାହକ ବା ଏସ୍ଏମ୍ଏସ୍ ର…

ଭାଷା ଭାଗବତ : ସପକ୍ଷ, ବିପକ୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କ୍ଷମତା ଆଉ ଅଧିକାର ଥିଲେ ଦିଶଇ ଚମତ୍କାର କିଂତୁ ନ କଲେ ବ୍ୟବହାର ଉନ୍ନତି ହୁଏନି କାହାର କ୍ଷମତା ଅଳଂକାର ଭଳି ନିୟମିତ ପାରେନି ଚଳି କେବଳ ରହେ ସୁରକ୍ଷିତ କରେନି କେବେ କାହା ହିତ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦକ୍ଷିଣବାହୁରେ କୁଣ୍ଢେଇ ଧରି ଭାଉଜ ତାକୁ ରୋଷେଇ ଘରକୁ ନେଇଗଲେ । କିଛି ନକହି ସେ ନିରବରେ ଖାଇ ଦେଇ ଉଠିପଡିଲା । ହଁ, ଖାଇବା ଭିତରେ କିନ୍ତୁ ତା’ ମନ କାହିଁ କେତେ କଥା ଭାବିଚାଲିଥିଲା । କିଏ ଆସିବ ? କେମିତି ହେଇଥିବ…