Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ " ବେଳାଭୂମିର ଚିହ୍ନ " ବିଂଶ ଓ ଏକବିଂଶ ଶତାବ୍ଦୀକୁ ଭୋଗ କରିଥିବା ଜଣେ ମନୁଷ୍ୟ ଆତ୍ମସମୀକ୍ଷା କରିବା ସମୟରେ, ତା ପାଖରେ ଅନୁଭୂତିର ପରସ୍ତ ପରସ୍ତ ଉପାଦାନ ସତ୍ତ୍ୱେ, ଆଜି କାହିଁକି ମୋର ମନ, ଚିନ୍ତନ ଅଧିକ ମାତ୍ରାରେ ଅତୀତ ଅଭିମୁଖୀ…

କବିତା : ଶୁଭେଚ୍ଛା

ଗଦାଧର ସାହୁ ଶୁଭେଛାର ସୁଅ ସବୁଠି ଛୁଟୁଛି କିଏ ସେ ଆସୁଛି ବୋଲି, ତୁମ ଘରେ ଯିଏ ଆଜିର କୁଣିଆଁ ଆମ ଘରେ ଆଜି କାଲି । ସଭିଙ୍କ ବିଶ୍ବାସ ସେ ନୂଆ ବରଷ ଆଣିବ ସୁଖ ସମୃଦ୍ଧି, ପରଷ୍ପର ପାଇଁ କାମନା କରନ୍ତି ଇଶ୍ବରେ କରି ବିନତୀ। କରୁଛୁ ପ୍ରାର୍ଥନା ଶାନ୍ତିର କାମନା ସକଳ…

ଭାଷା ଭାଗବତ : ଗତାନୁଗତିକ ଚିଂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନୁକରଣକାରୀ ଜଣେ ନିଜକୁ ଅତି ସାନ ମଣେ ତେଣୁ କରେନି ନୂଆ ଚିଂତା କହେ ଓ ଲେଖେ ପୂର୍ବ କଥା ଯେଉଁ ସମୟ ନାହିଁ ଆଉ ବଢ଼ାଇଚାଲେ ତା'ର ଭାଉ ଗତାନୁଗତିକ ଚିଂତନ କରେ ସର୍ବଦା ତା'ର ମନ ସର୍ବଦା ଚଳିଲେ ବି ତୁଂଡ କାମ…

ସାହିତ୍ୟ ପରିକ୍ରମା-୨୦୨୨

ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୨ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ଭାଷା ଭାଗବତ : ଭାଷାର ବିଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋଟିଏ ରୋଗର ଔଷଧ ସତରେ ହେଲେ ହେଁ ବିବିଧ ରୋଗୀଟେ ଲୋଡ଼ିଲେ ବି ମୁକ୍ତି ଚିକିତ୍ସକ କରଂତି ଯୁକ୍ତି ନାହିଁ ଯେହେତୁ ସର୍ବୌଷଧି ପ୍ରତ୍ୟେକେ ନିଜର ପରିଧି ଜଗି କରଂତି ରୋଗୀସେବା ଚଳେ ବହୁତ ଦେବା, ନେବା ଥିଲେ ହେଁ…

କବିତା : ସେପାଖ ପୃଥିବୀ

ଅଣାକାର ନାୟକ ଝରକା ସେପାଖ ପୃଥିବୀ ଯୋଉଠି ନିତି ଘରଚଟିଆ ବସା ବାନ୍ଧେ ଯୋଉଠି ଫାଲଗୁନରେ ମେଳଣ ହୁଏ ଯୋଉଠି କାଳ ବୈଶାଖୀ ନିଦାଘର ସାନିଧ୍ୟରେ ଅତୃପ୍ତ ବସୁନ୍ଧରାକୁ ତୃପ୍ତି ଦିଏ। ଯୋଉଠି ସେ ତା ଅତୀତକୁ ଖୋଜେ କାହିଁକିନା ଝରକା ଏପଟେ ସେ ବନ୍ଦୀ ତା କର୍ତ୍ତବ୍ୟର ଶିକୁଳିରେ।…

ଭାଷା ଭାଗବତ : ଅକ୍ଷର ମଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପରିସ୍ଥିତି ଓ ମନୋବୃତ୍ତି ସଂଘର୍ଷ କଲେ, ନାହିଁ ଶାଂତି ସ୍ଥିତି ହୋଇଲେ ଅଣାୟତ୍ତ ପ୍ରଥମେ ସ୍ଥିର କଲେ ଚିତ୍ତ ମନରେ ଶାଂତି ହୁଏ ଜାତ ହୁଏନି ଆଉ ବିଚଳିତ ପରିସ୍ଥିତିର ଦାସ ହୋଇ ରହିଲେ ସୁଖ…

କ୍ଷଣିକ ସୁଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସୁଖ - ଦୁଃଖ ଦୁନିଆର ରୀତି । ଜଣେ ସଫଳତାର ଅଶ୍ରୁ ପ୍ରଦାନ କରୁଥିବା ବେଳେ ଆଉ ଜଣେ ବିଫଳତାର । ଜଣେ ଯୁକ୍ତାତ୍ମକ ଆଉ ଜଣେ ବିଯୁକ୍ତାତ୍ମକ । ଯେମିତି ବଲ୍‌ବ୍‌ ଜଳିବା ପାଇଁ ବିଦ୍ଯୁତ୍‌ର ଆବଶ୍ଯକତା ; ସେମିତି ଜୀବନକୁ ସରସ ସୁନ୍ଦର…

ଅନୁବାଦ କବିତା : ତୁମେ, ମୁଁ ଆଉ ଏ ଶୀତ

ମୂଳ ବଙ୍ଗଳା : ମହାଦେବ ସାହା ଶୀତ ଋତୁ ତୁମର ପସନ୍ଦ ଭାରି ଜୋର ଶୀତ ପଡ଼ିଲେ, ତୁମକୁ ଭଲଲାଗେ ମୁଁ କିନ୍ତୁ ଶୀତ, ଗ୍ରୀଷ୍ମ, ବସନ୍ତକୁ ଛାଡ଼ି ତୁମକୁ ସବୁଠାରୁ ବେଶୀ ଭଲପାଏ ଏବଂ ସଦାବେଳେ ତୁମ କଥା ଭାବେ। ଯେ କୌଣସି ଋତୁ, ମାସ, ବରଷା ବା ବରଫଠୁ ବଳି ମନୋରମ ସାନିଧ୍ୟ ତୁମରି…

ଭାଷା ଭାଗବତ : ସମୂହ ସଂପୃକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭଜନ, କୀର୍ତନ ବା ସ୍ତବ ନ ହୁଏ କେବି ବି ବାସ୍ତବ କେବଳ ତୀବ୍ର ଜନରବ ଧ୍ବନିତ ହେବା ହିଁ ସଂଭବ କରୁଛୁଁ ଯାହାଂକୁ ଗୁହାରି ସେ ସବୁ ଦାବି ଶୁଣି ସାରି କରିବେ କିଛି ପ୍ରତିକାର ଏ ଆସ୍ଥା ରହିଛି ଆମର ଏଣୁ ତ ଲୋକଂକ…