Latest Odisha News

BREAKING NEWS

Browsing Category

ସାହିତ୍ୟ

ଯେତେବେଳେ ଯାହା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅଫିସ ରୁମ୍ ଭିତରେ ପ୍ରବେଶ କରି ପଦ୍ମିନୀ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁଡ଼୍‌ ମର୍ଣ୍ଣିଂ ଜଣାଇ ଦେଖିଲା ପ୍ରକାଶ ଓ ଆଉ ଦୁଇଜଣ ସହକର୍ମୀ ହିଁ ଆସିଛନ୍ତି । ଘା ଦେଖି ଜାଣି ନେଲା ସେ ଆଜି ଶୀଘ୍ର ପହଞ୍ଚି ଯାଇଛି । ସବୁଦିନ…

ଭାଷା ଭାଗବତ : ଶ୍ରଦ୍ଧାପୂରିତ ଶବ୍ଦାଂଜଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲୋକେ ନ ଆସଂତି ବାହୁଡ଼ି କେବଳ ବହୁ ସ୍ମୃତି ଛାଡ଼ି ରହଂତି ଯେଣୁ ଆମ ମନେ ପାସୋରି ହୁଏନାହିଁ କ୍ଷଣେ ଯେ ଆଉ ଦେଖାଯାଉନାହିଁ ସ୍ମୃତିରେ ଅଛି ଯେଣୁ ରହି କରିଲେ ତାହାକୁ ସ୍ମରଣ ଆଚ୍ଛନ୍ନ କରେ ଆମ ମନ ଆମର ସ୍ମୃତି…

ସ୍ୱଳ୍ପ ଗଳ୍ପ : ନବବର୍ଷ ଓ ଖଣ୍ଡ ଛେନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୦ ନବବର୍ଷ । ପ୍ରଥମ ଜାନୁଆରୀ ୧୮୦୨ ଖ୍ରୀଷ୍ଟାବ୍ଦ। ସେଦିନ ଯୁକ୍ତରାଜ୍ୟ ଆମେରିକାର ମହାମହିମ ରାଷ୍ଟ୍ରପତି ନିଜର ଡାଏରୀରେ ଏହା ଲିପିବଦ୍ଧ କରିଥିଲେ," ଆଜି ଦିନରେ ଏଠାରେ ଏକ ବିଶାଳ ଛେନା ଖଣ୍ଡ ଆସି ପହଞ୍ଚିଗଲା । ଏହା ଗୋଟିଏ…

ପୁସ୍ତକ ପରିଚୟ : ଟଙ୍କିକିଆ ମଣିଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଟଙ୍କିକିଆ ମଣିଷ : ଗୋଟିଏ ସ୍କେଚ୍ ନିହାତି ଗରିବ ଓ ନିମ୍ନ ମଧ୍ୟବିତ୍ତ ମଣିଷର  କବିତା ସଙ୍କଳନ : ଟଙ୍କିକିଆ ମଣିଷ କବି : ସମରେନ୍ଦ୍ର ମହାପାତ୍ର ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ୍ ପ୍ରଥମ ପ୍ରକାଶ : ୨୦୨୦ ମୂଲ୍ୟ : ୧୦୦ ଟଙ୍କା ମାତ୍ର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେତେବେଳେ ମୋର ପରିଚୟ ହୋଇଥିଲା ଜଣେ କର୍ମଜୀବୀ ମହିଳାଙ୍କ ସହ । ଖାଲି ପରିଚୟ କହିଲେ ଉଚିତ ହେବ ନାହିଁ ; ସେତେବେଳର ଆଧାର ବିହୀନ ମୋର ଦୁଇ ଥରିଲା ପାଦ ପାଇଁ ମହିଳା ଜଣକ ଥିଲେ ଶକ୍ତ ଚଟାଣ ଭଳି । ତାଙ୍କ ଆଶ୍ରୟକୁ…

କବିତା : ସମୀକ୍ଷା

ସୁଜାତା ମିଶ୍ର କିଛି ଯିବା ପୂର୍ବରୁ ନେଇ ଆସିଥାଏ ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.., ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

ଭାଷା ଭାଗବତ : ଜ୍ଞାନର ଆଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ଚଳେନି ଆପେ ଆପେ ଶବ୍ଦ, ଅକ୍ଷର କଲେ ବ୍ୟାପେ ଲୋକେ କରଂତି ବ୍ୟବହାର ଶୁଭେ ଓ ଦିଶେ ଅଂତଃସ୍ବର ଭାଷା ମୂଳତଃ ଲୋକାଶ୍ରୟୀ ଚଳଇ ତାଂକ ଅନୁଯାୟୀ କ୍ଷଣ କ୍ଷଣକେ ହୁଏ ଆନ ଚଳେନି ବିଧି କି ବିଧାନ ଭାଷାର ଏହି…

ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ

ଭଦ୍ରକ : ଗତ ପାଞ୍ଚ ବର୍ଷ ଧରି ନିୟମିତ ଭାବରେ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା ଏବଂ ଶିଶୁ ସାହିତ୍ୟ ଆଦି ବିଭାଗ ସହ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ 'ବେଳାଭୂମିର ଚିହ୍ନ' ଦ୍ରୁତ ପରିବର୍ତ୍ତିତ ସମୟର ପନ୍‌ଝା ଭିତରେ କେତେକେତେ ସାମାଜିକ ଅସଙ୍ଗତି ବିସଙ୍ଗତି, ସଂସ୍କୃତି ଅବକ୍ଷୟର ରାଶି ରାଶି ଉଦାହରଣ, ଅପସୃୟମାନ ଲୋକୋକ୍ତି, ଲୋକକଥା, ଲୋକଚରିତ୍ର । ଏଇ ପରିଧି ଭିତରେ ବିସ୍ଥାପନ,…