Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମାଆ ଆଜି ଓପାସ କାଲି ବ୍ରତ , ବାର ମାସରେ ତେର ପର୍ବ , ଶ୍ରାଦ୍ଧ ମଉଳା ବିଧି ବିଧାନ, ଯେଉଁ ପର୍ବରେ ସେଇ ପିଠା ଆଜି ଯାଏ ଯେତେ ଅସୁବିଧା ହେଉ ପଛକେ ସବୁ କରି ଆସିଛନ୍ତି । ନିଜେ ଓପାସ ରହି ଅନ୍ୟକୁ ଖୁଏଇବାରେ ତାଙ୍କର ଯେଉଁ…

ଅନୁବାଦ କବିତା : ଦିନ ଶେଷରେ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ପଶ୍ଚିମର ଆକାଶରେ ରକ୍ତ ଗଙ୍ଗା ବୁହାଇ ଦେଇ କୌଣସି ଦୁର୍ଦ୍ଧଶ ଡକାୟତ ପରି ରାସ୍ତାରେ ଯାଉଥିବା ମଣିଷମାନଙ୍କୁ ନାଲି ଆଖି ଦେଖାଇ ଦେଖାଇ ନିଜ ବସାକୁ ଫେରିଗଲା ସୂର୍ଯ୍ୟ । ତାର କିଛି ସମୟ ପରେ ସର ଜମିନ୍ ତଦନ୍ତ କରି ସାରି ଦିନକୁ ରାତି…

ଭାଷା ଭାଗବତ : ବାଣୀ, ଲିପି ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ ପାରିଲେ ସିନା ଚିହ୍ନି ପାରିବ ନିଜେ ଭୁଲ୍‌ ମାନି ! ନ ଜାଣି, ଦେଲେ ଭୁଲ୍‌ କରି ଜାଣିଲେ, ପାରିବ ସୁଧାରି ତୁଂଡରୁ ଖସିଲେ ବଚନ କରିହୁଏନି ସଂଶୋଧନ ଯାହା ବି ଶୁଣିଥାଏ କାନ ଆକ୍ରାଂତ ହୋଇଥାଏ ମନ ପରେ…

ଯେତେ ମାଠିବୁ ମାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ବାଇଧର ଜେଜେ ଜମାରୁ ବାଜେ ଚିନ୍ତା ନକରି ସବୁବେଳେ ସମାଜର ହିତ ଚିନ୍ତା କରନ୍ତି । ଅବାଟରେ ଯାଇ ଅବାଗିଆ କାମକରି ନାଁ ପକାଉଥିବା ଯୁବଗୋଷ୍ଠୀଙ୍କ ପଥ ଓଗାଳି କେମିତି ଭଲବାଟକୁ ଅଣେଇବେ, କଳିଗୋଳ ନକରି ସମସ୍ତେ ସମସ୍ତଙ୍କୁ ଭଲପାଇ ଦୁଃଖରେ ସାହା ଭରସା ହେବେ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ଭିଡିଓ କଲିଂ କରି ଖୁସିର ମୁହୂର୍ତ୍ତକୁ ସ୍ୱୟଂ ଆଉ ସ୍ୱାହାଙ୍କ ଭିତରେ ବାଣ୍ଟି ଥିଲା । ସ୍ୱୟଂ ଆଉ ସ୍ୱାହା ଦୁହିଁଙ୍କ ଖୁସି କହିଲେ ନସରେ ! ସେମାନେ ବି ଆୱାଡ଼ ଦିନ ନିଶ୍ଚିନ୍ତ ଆସି ପହଁଚିବେ ବୋଲି ଧାର୍ଯ୍ୟ କରିଥିଲେ…

କବିତା : ଅପରିଚିତ

ସବିତା ତ୍ରିପାଠୀ  ନିଜର ପରିଚୟ ସନ୍ଧାନେ ମୁଁ ଆଜି ବ୍ୟସ୍ତ ବିବ୍ରତ, ଘନ ଅନ୍ଧାରେ, ପ୍ରଶ୍ନର ପାହାଡ଼େ ହଜେଇ ଦେଇଛି ମୋ ଚିତ୍ତ ନିଜ ପାଖେ ନିଜେ ଅପରିତ........ ନୂତନ ସକାଳ ନବୀନ କିରଣେ ଖୋଜି ବୁଲୁଛି ସମ୍ପର୍କର ବାସ୍ତବତା ମରୁଭୁମିରେ ତୃଷ୍ନା ମେଣ୍ଟାଇବାକୁ ମୁଁ ଆଜି…

ଭାଷା ଭାଗବତ : ଆମର ଧୈର୍ଯ, ଦଂଭ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ, ବଚନ ହେଲେ ଯୋଡ଼ି ଭାବନା ପାରେ ଜଣେ କାଢ଼ି ଲେଖେ ଅକ୍ଷର ଧାଡ଼ି ଧାଡ଼ି ସୁଚିଂତା, ଦୁଶ୍ଚିଂତା ସଜାଡ଼ି ଏପରି ଭାଷା ପାରେ ବଢ଼ି ଖାଲ ଓ ଢିପ ସବୁ ମାଡ଼ି ସବୁ ଧରି, କିଛି ନ ଛାଡ଼ି ରହେନି ମଲା ପରି ପଡ଼ି ଭାଷାର…

ସ୍ୱଳ୍ପ ଗଳ୍ପ : ଫୁଟବଲ୍ କାହାଣୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୪ ଆଦ୍ୟକାଳଟି ଯାହା ଥିଲା ଏତେକାଳ ପରେ ସେ ବିଷୟକୁ ପଢିଲେ ଆମକୁ ତାହା ନିଶ୍ଚୟ ଭାରି ଅଦ୍ଭୁତ ଲାଗିବ । ଆମର ସ୍ମୃତିରେ ଏଇଠି ଫୁଟବଲ୍ କହିଲେ ଫୁଟବଲର ଧାରାବିବରଣୀର କଥା ମନେ ପଡେ ଆଉ ମନେପଡନ୍ତି ଆକାଶବାଣୀ କଟକର ଦୁଇ…

ପୁସ୍ତକ ପରିଚୟ : ମରୁଦ୍ରୋହ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ମରୁଦ୍ରୋହ : ନାରୀ ହୃଦୟରେ ଏକ ପରିବର୍ତ୍ତିତ ସ୍ବର ଉପନ୍ୟାସ : ମରୁଦ୍ରୋହ ଲେଖିକା : ମମତାମୟୀ ଚୈୗଧୁରୀ ପ୍ରକାଶକ : ପଶ୍ଚିମା ପ୍ରଥମ ପ୍ରକାଶ : ୨୦୨୨ ପୃଷ୍ଠା ସଂଖ୍ୟା : ୧୬୦ ମୂଲ୍ୟ : ୧୮୯ ଟଙ୍କା ଫକୀର ମୋହନ ସେନାପତିଙ୍କ ରେବତୀ ଭଳି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୩)

8ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ, ଆଉ ଗୋଟିଏ କଥା ,ମାଟିରେ ଜନ୍ମ ମାଟିରେ ପାଦ ଥୋଇ ବି ଆକାଶର ନିଳିମାକୁ ମାଖି ହେବାର ଇଚ୍ଛା, ସମୁଦ୍ରର ଘେର ଭିତରେ ଥାଇ ବି ଅମୃତର ସ୍ୱାଦ ଚାଖିବାର ଇଚ୍ଛାକୁ ପିଲାଟି ଦିନରୁ ମୋ ଭିତରେ ପାଳି ଆସୁଛି । ଏଥିପାଇଁ ମୋତେ…