Latest Odisha News

BREAKING NEWS

Browsing Category

ସାହିତ୍ୟ

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା…

ଅନୁବାଦ ଗଳ୍ପ : ଆଉ ଜଣେ କୁନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୯  ମୂଳ ହିନ୍ଦୀ: ବିଷ୍ଣୁ ପ୍ରଭାକର  ପ୍ରିୟ ବନ୍ଧୁ, ଆପଣ କେବେ କଳ୍ପନା କରିପାରିବେ ଯେ ଏଇ ଚିଠି ଖଣ୍ଡିକ ଲେଖିବାଲାଗି ମନ ସ୍ଥିର କରିବା ସକାଶେ ମୋତେ ପୂର ବର୍ଷେ ସମୟ ଲାଗିଯାଇଥିଲା । ଆଉ ଯଦି ଅଚାନକ ଏ ଘଟଣା ଘନି ନ ଥାଆନ୍ତା,…

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ  ରାତି ରାତି ଉଜାଗରେ କଣ୍ ଲେଖିହୁଏ କବିତା?? ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା, ତୁମକୁ ପଢ଼ିପାରିନି କେବେ ବୁଝିବି କେମିତି?? ତୁମେ କୋଉ ବୁଝିଲ ଯେ ମୋତେ ? ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ ହଠାତ୍ ମରିଗଲା କେବେ। ତୁମ ବ୍ୟସ୍ତତାର କାହାଣୀ ଶୁଣି…

ଭାଷା ଭାଗବତ : ଭକ୍ତି ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ-ନିର୍ଭରଶୀଳ ଭକ୍ତ ପ୍ରଭୁଂକୁ କରଂତି ସଂପୃକ୍ତ ପ୍ରତ୍ୟେକ କାର୍ଯର ସହିତ ହୁଅଂତି ନିଜେ ଆତ୍ମତୃପ୍ତ ଯାହା ମୂଳତଃ ଆଧ୍ୟାତ୍ମିକ ଏଠାରେ ପ୍ରଭୁପ୍ରାଣ ଲୋକ ତାକୁ ହିଁ କରଂତି ଭୌତିକ ତେଣୁ ଦିଶେନି ଜ୍ଞାନାଲୋକ…

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିରୁଦ୍ଧରେ ଅଭିଯୋଗ, କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଠିକ ଭାବରେ ହେଉନଥିବାରୁ ଏକାଡେମୀର କର୍ମଚାରୀମାନେ ଅନୁଷ୍ଠାନର ସଚିବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆଣି ହଠାତ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଫଳରେ ଏକାଡେମୀର କାର୍ଯ୍ୟରେ…

କବିତା : ବାପା

ଦୀପକ ନାୟକ  ସ୍ୱପ୍ନ ଆକାଶର ତାରା ମୁଁ ତାଙ୍କର ସ୍ୱପ୍ନ ରାଇଜର ରାଜା ମୁଁ ତାଙ୍କର ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଇଛନ୍ତି ମତେ ଆହାର ଦୁଖ ସବୁ ଛାତିରେ ଚାପି ଦିଅନ୍ତି ମୋ ମୁହେଁ ହସ ଦୁନିଆରେ ସବୁଠୁ ସୁନ୍ଦର ସେ ସରଳ କୋମଳ ମନ ତାଙ୍କର ମୋ ଚଲା ପଥେ ହାତ ଧରି ଚାଲିଛ ଦୁଃଖୀ…

ଭାଷା ଭାଗବତ : ବୁଢ଼ୀ ମାଆର ଭାଷା

9ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ନୁଖୁରା ଥିବା ଦେଖି ମୁଁ ଯେଣୁ ହେଲିନାହିଁ ସୁଖୀ ଭାଷା ମଥାରେ ତେଲ ବୋଳି କଲି ଲୋକେ ଦେଖିବା ଭଳି ଏ ଭାଷା ହେଲା ଯେବେ ବୁଢ଼ୀ ସଂତାନଗଣ ଦେଲେ ଛାଡ଼ି ନ କଲେ ତା'ର ସେବା, ଯତ୍ନ ଏହା ତ ଏବର ଚଳନ ମୁଁ ତା'ର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ’ ବକୃତା

ଭୁବନେଶ୍ୱର : ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ 'ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା' ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଦାସ ଆମେରିକାରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ୧୯୬୨ ମସିହାରେ…

କବିତା : ଭଙ୍ଗା ଶଗଡ଼

ପିନାକୀ ମିଶ୍ର ଗାଁଦାଣ୍ଡ ରଗଡ଼ାବାଲିରେ ଦିନେ ଗଡୁଥିଲା ଚକ, ଗଡ଼ ଜିଣିବା ଠାଣିରେ ତାମଡ଼ା ବଳଦଙ୍କ ବେକହଲା ଚାଲି, କ୍ଷେତଖମାର, ଲକ୍ଷ୍ମୀଖଳା ଥିରିପବନ, ମୁଣ୍ଡଖରା, କୃଷକଛାତିର ଝାଳ ,ସବୁକୁ ଠୁଳେଇ ଗାଁରେ ଗଦଉଥିଲା ଆହାର, ହସର ଧାରେ ସରୁଗାର ପରବପିଠାର ପୁରିଲାଘର, ପୁଡୁଗଧାନ…

ଭାଷା ଭାଗବତ : ଭାଷା, ସାହିତ୍ୟ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗତବ’ ନ ଥିଲେ ଲୋକଂକ ସଂପୃକ୍ତି ଭାଷା କରେନି ଅଗ୍ରଗତି ସାଇତି ପ୍ରାଚୀନ ସୁକୀର୍ତି ଲୋକେ ଫୁଲାଂତି ମିଛେ ଛାତି ଲେଖକ ହେଲେ ବି ବିଖ୍ଯାତ ଭାଷାଟେ ହୁଏ ଉପେକ୍ଷିତ ଭାଷାର ଅପୂର୍ବ ସାହିତ୍ୟ କରିପାରେନି ଲୋକହିତ…