Latest Odisha News
Browsing Category

ସାହିତ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ଭିତର ବେଢାର ପାର୍ଶ୍ଵଦେବତାମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ବେଢାବୁଲା କ୍ରମରେ ଆମେ ଭେଟିଛେ ପ୍ରଭୂ ଶ୍ରୀ ସତ୍ୟନାରାୟଣଙ୍କୁ । ପ୍ରଭୁଙ୍କର…

ପ୍ରଭାସିନୀ ମହାକୁଡ଼ଙ୍କ ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଦ୍ଵାରା ପ୍ରକାଶିତ ବିଶିଷ୍ଟ ସାହିତ୍ୟିକା ପ୍ରଭାସିନୀ ମହାକୁଡ଼ଙ୍କ ଦ୍ଵାରା ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ' ସ୍ଥାନୀୟ କେଦାରନାଥ ଗବେଷଣା କେନ୍ଦ୍ରର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ହିନ୍ଦୀ କବି କୁଲଦୀପ…

ଲକ୍ଷ୍ମଣ ସାହୁ ‘କୈବଲ୍ୟ ଜ୍ୟୋତି ସମ୍ମାନ’ରେ ସମ୍ମାନିତ

କଟକ : ମହାନଦୀ ବିହାର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସମାଲୋଚକ ଭାବରେ "କୈବଲ୍ୟ ଜ୍ୟୋତି ସମ୍ମାନ ୨୨ " ରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଉପଢ଼ୌକନ ସହିତ ଶ୍ରୀଗଣେଶ ଟ୍ରଫି ଓ ମାନପତ୍ର ଦ୍ଵାରା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ରିସିଭ୍ କଲା ଆସ୍ଥା । ନିମିଅପା ! ଗୁଡାଏ ଦିନ ପରେ ! ଖୁସିରେ ଗଦ୍ ଗଦ୍ ହୋଇଗଲା । ଖୁସିର ଲୁହ ଟଳମଳ ହେଉଥିଲା ତା ଆଖିରେ ! " କେମିତି କହିବି ନିମିଅପା ଏକା ସାଙ୍ଗରେ ଏତେ ଗୁଡ଼ିଏ ଖୁସି ! ସମ୍ଭବଙ୍କ ଅନିଚ୍ଛା ସତ୍ତ୍ୱେ…

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି ଜନନୀ ଜଠରେ ଦଶମାସ ଧରି ଭୂମିରେ ଦେଲେ ଭୂମିଷ୍ଠ ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ ମା' ଭୁଲିଲା ମାତୃତ୍ଵ କଷ୍ଟ। କେତେ କଷ୍ଟ ସହି ତୁମ ଓଠେ ହସ ପିତା ତୁମ ବାଣ୍ଟି ଦେଲେ ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ ସେ ଛୋଟରୁ ବଡ଼ କରିଲେ । ବାଲ୍ୟାବସ୍ଥା ଗଲା ଶୈଶବ…

ଭାଷା ଭାଗବତ : ଆମର ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସମୟ ଯାଏ ଯଦି ସରି କେବେ କରିହୁଏନି ଚିଂତା ଆମର ଏପରି ଅବସ୍ଥା ଆମ ବ୍ୟତୀତ କିଏ ଦାୟୀ ? କେହି ତ କହଂତୁ ବୁଝାଇ ନିଜ ଭାବନା ପ୍ରତି ଭୟ ରହିଲେ ଘଟେ ପରାଜୟ ଏମିତି ବହୁ ନୀତିବାଣୀ ପଢ଼ି…

ସାତ୍ତ୍ଵିକ ତ୍ୟାଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ନିଷ୍କାମ ଓ ପରୋପକାର ରତ, ବିଷୟ ବାସନା ଓ ସୁଖଭୋଗରେ ଯେ ସମ୍ଭନ୍ଧ ରଖେ ନାହିଁ ସେ ତ୍ୟାଗୀ । କାମ୍ୟକର୍ମ ସବୁକୁ ତ୍ୟାଗ କରିବା ହେଉଛି ସନ୍ୟାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ କୁହାଯାଏ । ତ୍ୟାଗ ତିନି ପ୍ରକାର - ସାତ୍ତ୍ଵିକ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା, ଠିକ ଅଛି ମାମ୍ ମୋତେ ଜଣେଇବେ କହି ଫୋନ ରଖିଲା ବେଳକୁ ସମ୍ଭବ ସେପଟୁ ଗର୍ଜନକରି ,"କଣ ହେଲା ଜାତି ନାଇଁ ପାତି ନାଇଁ କିଏ ବୋଲି କିଏ, କହିଲ ବୋଲି ଘରକୁ ନେଇ ଆସିଲି ତା' ବୋଲି ତୁମର ଏତେ ସାହସ ମୋର ବିନା…

ଅନୁବାଦ କବିତା : ବର୍ଷାରେ ଏଇ ସହର

ମୂଳ ରଚନା: ମହାଦେବ ସାହା ଢାକାର ଆକାଶ ଆଜି ମେଘାଛନ୍ନ ମାଧବୀ, ଏବେ ତୁମେ ବାହାରକୁ ଯାଅନାହିଁ ଭିଜିଗଲେ ଏଇ ନିରାନନ୍ଦ ବର୍ଷାରେ ତୁମ ଶରୀର ଅସନା ଲାଗିପାରେ, ଏଇ ବର୍ଷାରେ, ଯଦି କାହା ହୃଦୟରେ ଆକୁଳ କ୍ରନ୍ଦନ, ଶୋକରୁ ତୁହିନ ତରଳି ତରଳି ଯଦି ପାଲଟିବ ବର୍ଷାଜଳ ହୋଇଯିବ ଖୁବ୍…

ଭାଷା ଭାଗବତ : ସ୍ଥଗିତ ରଖୁଁ ଏବେ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତାସକ୍ତ ଆମ ମନ ତେଣୁ ଦିଶେନି ବର୍ତମାନ ଏମିତି ଆଉ କେତେ ଦିନ ଚଳିବ ସ୍ବକୀର୍ତି କଥନ ? ଯାହା ବି ଦେଖଇ ନୟନ ତାହା ତ ନୁହେ ଅନୁମାନ ହେଲେଁ ହେ ସ୍ପଷ୍ଟ ବାସ୍ତବତା ମୋଟେ ଘୂରୁନି ଆମ ମଥା କଳ୍ପଲୋକର ଅଧିବାସୀ…