Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଲାଗିଗଲା ।ଆସ୍ଥା : "ହଁ କଣ ହେଲା କୁହ ସାଗର ,କଣ କିଛି ଅସୁବିଧା ହୋଇଛି ? ତୁମେ ଥରେ ଫୋନ କରି କାଟିଦିଅ। ମୁଁ ମୋର ପରେ ସୁବିଧା ଦେଖି କରେ କିନ୍ତୁ ....ସେଥିପାଇଁ ବ୍ୟସ୍ତ ଲାଗିଲା ।" ସାଗର:ବରମ୍ପୁରର ଗୋପାଳ ପୁର…

କବିତା : କ୍ଷମା

ପ୍ରିୟମ୍ବଦା ସାମଲ ଶ୍ରୀମୁଖକୁ ସତେ ଚାହିଁ ଯେ ପାରୁନି ଲାଜେ ହେଉଅଛି ଘାରି ପତିତ ହୋଇଣ କେତେ ପାପ କରେ ଧୋଇ ଦିଅ ବଂଶୀଧାରୀ। ତୁମେ ଅନ୍ତର୍ଯ୍ୟାମୀ ସର୍ବ ବିଦ୍ୟମାନ ତୁମେ ଦୟାର ସାଗର ପାତକ ମନରେ ଢାଳୁଥାଅ ସଦା ପିୟୁଷର ଦିବ୍ୟଝର। କ୍ରୋଧକୁ ହୃଦୟେ ସ୍ଥାପନ କରିଲେ…

ଭାଷା ଭାଗବତ : ବୃଥା ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୃଥା ଚିଂତାରେ ବେଳ ସାରି ନିଜ ଚିଂତାକୁ ଦେଲେ ମାରି ଭାବନା ଲେଖିବା କିପରି ? ଏ ପ୍ରଶ୍ନ ପାରିବା ପଚାରି ନିଜେ ହିଁ ଖୋଜିବା ଉତ୍ତର କରିବା ନିଜେ ଆବିଷ୍କାର ମନକୁ କଲେ ଚିଂତାଘର ହୁଏନି କାହା ଉପକାର ଚିଂତାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କୁ ଖାଇବାକୁ ବାଢ଼ି ନିଜ ପାଇଁ ଖାଇବା ବାଢିଲା ବେଳେ ଦୁଇ ଥର ମିସ୍ କଲ୍ ହୋଇ କଟି ଯାଇଥିଲା । ସମ୍ଭବ ବିରକ୍ତି ଭରା ଗଳାରେ ଗେର ଗେର ହୋଇ କହୁଥିଲେ ,"ଯେତେବେଳେ ଦେଖ ଖାଲି ଫୋନ ଆଉ କଣ କିଛି କାମ ଅଛି ମାଡାମ୍ ଙ୍କର…

ଭୀମ ପୃଷ୍ଟି ପାଇଲେ ‘ଅକ୍ଷୟ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶା ସିନେକ୍ରିଟିକ ଆସୋସିଏସନ୍, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଅକ୍ଷୟ ସଙ୍ଗୀତ ସନ୍ଧ୍ୟା…

ଭାଷା ଭାଗବତ : କାହିଁକି ? ପ୍ରଶ୍ନର ଉତ୍ତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖି ଥି ଧି.... ତଳ ଚିହ୍ନ ଇ-କାର ସଭିଏଁ କରଂତି ସ୍ବୀକାର ତ୍କ ତ୍ନ ତ୍ପ ତ୍ମ ତ୍ସ ତଳେ ସମଚିହ୍ନ କାହିଁକି ନୁହଂତି ଇ-କାର ? ' କାହିଁକି ? ' ପ୍ରଶ୍ନର ଉତ୍ତର କାହାକୁ କେବେ ନ ପଚାର କେହି ବି କେବେ ଦେବେନାହିଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏଥିପାଇଁ ସେମାନଙ୍କୁ ଠିକ ସମୟରେ ଉଚିତ ପାରିଶ୍ରମିକ ଦିଏ ଏବଂ ସୁବିଧା ଅସୁବିଧାରେ ସେମାନଙ୍କ ସାଙ୍ଗରେ କାନ୍ଧ ମିଳାଇ ଠିଆ ହୁଏ । ସମସ୍ତଙ୍କର ବିପଦ ଆପଦରେ ତା' ମାଆ ଆସ୍ଥା ପରି ସୁରେଖା ମଧ୍ୟ ଗୌରୀ ନାନୀ ହୋଇ ଠିଆ ହୋଇଯାଏ…

ଗୁରୁଙ୍କ ପ୍ରତି ବିଶ୍ବାସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି କନାଖଣ୍ଡକୁ ନିଜ…

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା ୧. ସହର ଏଇ ନଗ୍ନ ପାହାଡ଼ର ଶୀର୍ଷରେ ଏକ କାଲଭାରି ସ୍ୱଚ୍ଛ ଜଳଧାରା ଏବଂ ଶହ ଶହ ବର୍ଷର ପୁରୁଣା ଅଲିଭ ଗଛମାନ ଅଣଓସାରିଆ ରାସ୍ତାରେ ମଫଲରରେ ମୁହଁ ଢାଙ୍କିଥିବା ଲୋକ ଏବଂ ମିନାର ଉପରେ ଥିବା ପବନର ଦିଗ ପ୍ରଦର୍ଶକ ନିଶାଣରେ ଘୁରି…

ଭାଷା ଭାଗବତ : କଥା ଦୁଇ ଧାଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ ବି ଖଂଡା, ଗଦା ଧରି କେହି ପାରେନି ଯୁଦ୍ଧ କରି କେବଳ ମଂଚ ଅଭିନେତା ମାନଂତି ପୂର୍ବ ରୀତି, ପ୍ରଥା ଏବେ ଆମ ଲେଖକ, କବି ବିଶ୍ବକୁ ରଂଗମଂଚ ଭାବି କରଂତି ଯେଣୁ ଅଭିନୟ ହେଉନି ନୂଆ ଜ୍ଞାନୋଦୟ ବାସ୍ତବ ଭାଷାର…